କୁଖ୍ୟାତ ଗ୍ୟା-ଙ୍ଗଷ୍ଟା-ର ଅତିକ ଏବଂ ଅସ୍ରଫଙ୍କୁ ବିଚ ରାସ୍ତାରେ ଗୁ-ଳି ମା-ଡ଼ । ହ-ତ୍ୟା ପରେ ଜୟ ଶ୍ରୀରାମ ର ନାରା ଦେଲେ ଦୁ-ର୍ବୁତ୍ତ ।

ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶରୁ ଏକ ଘ-ଟଣା ସାମ୍ନାକୁ ଆସୁଛି ଯାହାକି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଘ-ଟଣା ଅନୁଯାୟୀ କୁ-ଖ୍ୟାତ ଗ୍ୟା-ଙ୍ଗଷ୍ଟା-ର ଅତିକ ଏବଂ ଅସ୍ରଫଙ୍କୁ ହ-ତ୍ୟା କରିଛନ୍ତି କିଛି ଦୁ-ର୍ବୁତ୍ତ । ତେବେ ଏହି ମାମ-ଲା ଗତକାଲି ରାତିର ଅଟେ ଯାହାକି ପ୍ରୟାଗରାଜରେ ଘଟିଥିଲା । ଯେତେବେଳେ କିଛି ଦୁ-ର୍ବୁତ୍ତ ସାମ୍ବାଦିକ ବେଶରେ ଆସି ଜୟ ଶ୍ରୀରାମର ନାରା ଦେଇ ସାତ ରା-ଉଣ୍ଡ ଗୁ-ଳି ଚଳାଇ ଥିଲେ ।

ତେବେ ସାମ୍ବାଦିକ ବେଶରେ ଆସିଥିବା ବ୍ୟକ୍ତି ଜଣକ ପ୍ରଥମେ ଅତିକଙ୍କ ମୁଣ୍ଡକୁ ଗୁ-ଳି ମା-ରିବା ପରେ ଅସ୍ରଫଙ୍କ ମୁଣ୍ଡକୁ ମଧ୍ୟ ଗୁ-ଳି ମା-ରିଥିଲେ । ଘଟ-ଣାସ୍ଥ-ଳରେ ହିଁ ଦୁଇ ଭାଇ ଟଳି ପଡ଼ିଥିଲେ । ପାଖରେ ମୁତୟନ ପୋ-ଲିସ ମଧ୍ୟ କୁଆଡ଼େ ଦୌଡ଼ି ପଳାଇବା ସହିତ ଅନ୍ୟ ସାମ୍ବାଦିକ ମାନେ ଭ-ୟରେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ ।

ତେବେ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଏହି କା-ଣ୍ଡ ଘଟାଇବା ପରେ ଦୁ-ର୍ବୁତ୍ତ ମାନେ ଜୟ ଶ୍ରୀରାମର ନାରା ନେଇ ନିଜକୁ ପୋ-ଲିସ ପାଖରେ ଆତ୍ମସ-ମର୍ପଣ କରିଥିଲେ । ତେବେ କହି ରଖିବୁ ଯେ ଏହି ଦୁଇ ବ୍ୟକ୍ତି ଅର୍ଥାତ ଅତିକ ଏବଂ ଅସ୍ରଫ ତଥାକଥିତ ଦୁଇ ଗ୍ୟା-ଙ୍ଗଷ୍ଟା-ର ଏବଂ ଦୁଇ ଭାଇ ମଧ୍ୟ । ତେବେ ସେହି ଦୁହିଁଙ୍କ ମଧ୍ୟରେ ହ-ତ୍ୟା ଏବଂ ଅପ-ରାଧର ୧୦୦ ରୁ ଉର୍ଦ୍ଧ୍ବ ମାମ-ଲା ଥିବା ଜଣା ପଡ଼ିଛି ।

କେବଳ ସେତିକି ନୁହେଁ ଏହି ଦୁଇ ଭାଇ ଏବଂ ପୁଅ ମଧ୍ୟ ୪୦ ବର୍ଷ ଧରି ନିଜ ଆତ-ଙ୍କ ଚଳାଇଥିଲେ । ଏମିତିକି ଅଣ୍ଡର ୱାର୍ଲଡ଼ ସହିତ ଦୁଇ ଭାଇଙ୍କର ଲିଙ୍କ ଥିବା ମଧ୍ୟ କୁହାଯାଉଛି । ଗତକାଲି ଉଭୟ ଭାଇକୁ ମେଡିକାଲ ଯାଞ୍ଚ ପାଇଁ ପ୍ରୟାଗରାଜର କାଲଭେନ ଡାକ୍ତରଖାନାକୁ ଅଣା ଯାଉଥିଲା ।

ଆଉ ଆଣିବା ସମୟରେ ହିଁ ଅଧା ବାଟରେ କିଛି ସାମ୍ବାଦିକ ସେମାନଙ୍କୁ ଅଟକାଇ ପ୍ରଶ୍ନ କରିବାରେ ଲାଗିଥିଲେ । ଠିକ ଏତିକି ବେଳେ ସାମ୍ବାଦିକ ବେଶରେ ଆସିଥିବା ତିନି ଜଣ ଦୁ-ର୍ବୁତ୍ତ ପ୍ରଥମେ ଅତିକ ଏବଂ ପରେ ଅସ୍ରଫଙ୍କୁ ଅତ-ର୍କିତ ଆକ୍ର-ମଣ କରିଥିଲେ । ତେବେ ତିନି ଜଣ ସାଙ୍ଗରେ ହିଁ ତିନୋଟି ପିସ୍ତଲରେ ଲଗାତାର ଗୁ-ଳି ମା-ରି ଚାଲିଥିଲେ । ଯେତେବେଳେ ଦୁଇ ଗ୍ୟା-ଙ୍ଗଷ୍ଟା-ର ଟଳି ପଡ଼ିଥିଲେ ସେତେବେଳେ ସେମାନେ ଦୁଇ ହାତକୁ ଟେକି ପୋ-ଲିସ ପାଖରେ ଆ-ତ୍ମସମ-ର୍ପଣ କରିଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ସେମାନେ ଜୟ ଶ୍ରୀରାମର ନାରା ମଧ୍ୟ ଲଗାଇ ଥିଲେ । ତେବେ ଘଟ-ଣାସ୍ଥ-ଳରେ ହିଁ ଦୁଇ ଭାଇଙ୍କ ମୃ-ତ୍ୟୁ ହୋଇଥିଲା ।

ସେପଟେ ଉମେଶ ପାଲ ହ-ତ୍ୟା ମାମ-ଲାରେ ଗୁରୁବାର ଦିନ ଅତିକଙ୍କ ପୁଅ ଅସାଦ ଏବଂ ତାର ଜଣେ ସହଯୋଗୀକୁ ଝାନ୍ସୀରେ ପୋ-ଲିସ ଏନକାଉ-ଣ୍ଟର କରିଥିଲା । ଘଟ-ଣାସ୍ଥ-ଳରେ ହିଁ ତାର ମୃ-ତ୍ୟୁ ହୋଇଥିଲା । ସେପଟେ ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ପୋ-ଲିସ ଏବଂ ଯବାନ ମାନଙ୍କୁ ମୁତୟନ କରାଯାଇଛି । ତେବେ ସୂଚନା ଅନୁଯାୟୀ ଅଭି-ଯୁକ୍ତ ମାନେ ହେଉଛନ୍ତି ଲୋଭେସ ତିୱାରୀ , ଶନି ଏବଂ ଅରୁଣ ମୌର୍ଯ୍ୟ ।

୨୦୦୫ ରେ ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲ ହ-ତ୍ୟା ମାମ-ଲାର ଅଭି-ଯୁକ୍ତ ଥିବା ଅତିକ ଗତ ଫେବୃଆରୀରେ ଆଇ-ନଜୀବୀ ଉମେଶ ପାଲଙ୍କୁ ହ-ତ୍ୟା ଯୋଜନା ଗୁଜରାଟର ସବରମତି ଜେ-ଲରେ ରହି କରିଥିଲା । ଯେଉଁ କାରଣରୁ ଅତିକଙ୍କୁ ପୋ-ଲିସ ଦ୍ୱିତୀୟ ଥର ପାଇଁ ସବରମତି ଜେ-ଲରୁ ପ୍ରୟାଗରାଜକୁ ତ-ଦନ୍ତ ପାଇଁ ଆଣିଥିଲା । ତେବେ ବର୍ତ୍ତମାନ ଘଟ-ଣା ଚର୍ଚ୍ଚାରେ ରହିବା ପରେ ଅଭି-ଯୁକ୍ତଙ୍କ ଏଭଳି କରିବା ପଛରେ କାରଣ ଖୋଜା ଚାଲିଛି ।

Leave a Reply

Your email address will not be published. Required fields are marked *