ମୁଁ ତୁମକୁ ପଇସା ଦେବି । କିନ୍ତୁ ତୁମେ ଫେରି ଆସ,ଏମିତି କହି କା-ନ୍ଦୁଛି ସ୍ତ୍ରୀ

ମଦ ଏପରି ଏକ ସାଙ୍ଘା-ତିକ ଜିନିଷ ଯାହାକି ମନୁଷ୍ର ଜୀବନ ନ-ଷ୍ଟ କରିଥାଏ । ଅନେକ ପରିବାର ଏଥିପାଇଁ ଛାରଖାର ହୋଇଯାଏ । ଏହି କିଛିଦିନ ପୂର୍ବରୁ ଏକ ଘ-ଟଣା ଶୁଣିବାକୁ ମିଳିଥିଲା ଯେଉଁଠି ମ-ଦ ପାଇଁ ସ୍ୱାମୀ ସ୍ତ୍ରୀ ଉପରକୁ ମର-ଣାନ୍ତକ ଆକ୍ର-ମଣ କରିଥିଲା । ମାତ୍ର ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଘ-ଟଣା ଅନୁଯାୟୀ ଜଣେ ଯୁବକ ମଦ ପାଇଁ ନିଜ ଜୀବନ ହାରି ଦେଇଛନ୍ତି । ସ୍ତ୍ରୀକୁ ମ-ଦ ପିଇବାକୁ ପଇସା ମାଗିଥିଲେ । ମାତ୍ର ସ୍ତ୍ରୀ ନଦେବାରୁ ସେ ଜୀବନ ହାରି ଦେଇଛନ୍ତି । ଖୁବ କମ ବୟସରେ ନିଜ ଜୀବନ ସହିତ ନିଜ ଛୋଟ ପରିବାର ମଧ୍ୟ ରାସ୍ତାକୁ ଆସି ଯାଇଛି ।

ବଲାଙ୍ଗୀର ଟାଉନ ଥାନା ଗାନ୍ଧୀନଗରପଡ଼ାରେ ଏଭଳି ଏକ ଘ-ଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଭଡ଼ା ଘରୁ ଜଣେ ଯୁବକଙ୍କ ମୃତ ଦେହ ଉ-ଦ୍ଧାର ହୋଇଛି । ତେବେ ଉକ୍ତ ଯୁବକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ଗୋରେମୁଣ୍ଡାର ରୋହିତ ଥପ୍ପା । ସେ କିଛି ବର୍ଷ ହେବ ବଲାଙ୍ଗୀର ଗାନ୍ଧୀନଗରପଡ଼ା ସ୍ଥିତ ଏକ ଭଡ଼ା ଘରେ ରହି ଦିନ ମଜୁରିଆ ଭାବରେ କାମ କରୁଥିଲେ ।

ରୋଜଗାର କରୁଥିବା ପଇସାରେ ପରିବାର କହିଲେ ସ୍ତ୍ରୀ ଏବଂ ଝିଅ ବେଶ ଭଲରେ ଚଳି ଯାଉଥିଲେ । କିନ୍ତୁ ମ-ଦ ପିଇବାକୁ ନେଇ ପାରିବାରିକ କ-ଳହ ଉପୁଜିଥିଲା । ସ୍ତ୍ରୀକୁ ମ-ଦ ପିଇବାକୁ ଟଙ୍କା ମାଗିଥିଲେ ରୋହିତ । ମାତ୍ର ସ୍ତ୍ରୀ ପଇସା ଦେବାକୁ ମନା କରିବାରୁ , ସେ ଜୀବନ ହାରିଥିବା ସ୍ତ୍ରୀ କବିତା କହିଛନ୍ତି ।

କବିତା କହିଛନ୍ତି ଯେ ରୋହିତ ପଇସା ମାଗିବା ପରେ ସେ ମନା କରି ଦେଇଥିଲେ । ଯାହାଦ୍ୱାରା ରୋହିତ ତାଙ୍କୁ ମା-ଡ଼ ମା-ରିଥିଲେ । ତାପରେ ପଇସା ନେଇ ମ-ଦ ପିଇ ଆସିବା ପରେ ଏଭଳି ଘ-ଟଣା ଘଟିଥିବା ସେ କହିଛନ୍ତି । କହି ରଖିବୁ ଯେ ରୋହିତ ଏବଂ କବିତା ଉଭୟେ ପ୍ରେମ ବିବାହ କରିଥିଲେ । ଗତ ଆଠ ମାସ ତଳେ ବଲାଙ୍ଗୀରରେ ଆସି ଗାନ୍ଧିନଗରପଡ଼ାରେ ରୋହିତ ନିଜ ସ୍ତ୍ରୀ କବିତା ଏବଂ କୁନି ଝିଅ ସହିତ ରହୁଥିଲେ ।

ଶୁକ୍ରବାର ଦିନ ରାତିରେ ମ-ଦ ପିଇବାକୁ ଟଙ୍କା ମାଗିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟେ ଖାଇ ସାରିବା ପରେ ଶୋଇଥିଲେ । ସକାଳୁ ରୋହିତଙ୍କ ମୃ-ତ ଶ-ବ ଦେଖିବାକୁ ପାଇଥିଲେ କବିତା । ଖବର ପାଇ ବଲାଙ୍ଗୀର ଟାଉନ ଥା-ନା ପୋ-ଲିସ ପହଞ୍ଚି ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ସ୍ତ୍ରୀ , ରୋହିତଙ୍କ ପରିବାର ଏବଂ ନିଜ ପରିବାର ଲୋକଙ୍କୁ ଘ-ଟଣା ସମ୍ବ-ନ୍ଧରେ ଅବଗତ କରାଇ ଥିଲେ ମଧ୍ୟ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପ ଘର ଏବଂ ଶ୍ୱଶୁର ଘର ଲୋକେ ମୃ-ତ ଦେହ ଛୁଇଁବୁ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି । ରୋହିତଙ୍କ ଶ-ବ ସ-ତ୍କାର କେହି କରିବାକୁ ନଥିବାରୁ ସ୍ଥାନୀୟ ଯୁବକ ମାନେ ତାଙ୍କ ଶ-ବ ସତ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମ-ଦ ପାଇଁ ଯୁବକ ବୟସରୁ ନିଜର ଏବଂ ନିଜ ସ୍ତ୍ରୀ ଏବଂ କଅଁଳ ଶିଶୁର ଜୀବନବି ନ-ଷ୍ଟ ହୋଇଗଲା । ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ମନୁଷ୍ୟ ଭଲ ଭାବରେ ଜାଣିଛି ଯେ ମ-ଦ ବ-ର୍ବାଦି ଅଟେ । ତଥାପି ସେ ତାର ଖରାପ ଅଭ୍ୟାସକୁ ଛାଡ଼ି ପାରେନାହିଁ ।

Leave a Reply

Your email address will not be published. Required fields are marked *