ପିଣ୍ଟୁନନ୍ଦ ଏହି ସିକ୍ରେଟ କଥା କହିଥିଲେ ତାଙ୍କ ଭାଉଜଙ୍କୁ ।

ଆର ପାରିରେ ଓଡ଼ିଆ ଅଭିନେତା ପିଣ୍ଟୁନନ୍ଦ ହେଲେ ପିଣ୍ଟୁନନ୍ଦଙ୍କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ କଥା । ପିଣ୍ଟୁନନ୍ଦ ଙ୍କ ମୃ-ତ୍ୟୁ ପରେ ଜଣଙ୍କ ପରେ ଜଣେ ରଖୁଛନ୍ତି ନିଜର ପ୍ରତିକ୍ରିୟା ଆଉ କହୁଛନ୍ତି ପିଣ୍ଟୁନନ୍ଦ ମୃ-ତ୍ୟୁ ପୂର୍ବରୁ କଣ କହିଯାଇଥିଲେ । ତେବେ ପିଣ୍ଟୁନନ୍ଦଙ୍କର ଜଣେ ସମ୍ପର୍କୀୟ ଭାଉଜ ବର୍ତ୍ତମାନ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି କି ତାଙ୍କୁ ପିଣ୍ଟୁନନ୍ଦ ମୃ-ତ୍ୟୁର କିଛି ଦିନ ପୂର୍ବରୁ ନିଜ ମନର କଥା ଖୋଲି କହିଥିଲେ । ତେବେ ସେ କଣ କହିଥିଲେ ଆମେ ତ ଆପଣଙ୍କୁ ନିହାତି ଭାବେ ଜଣାଇବୁ ଆଉ ସେହି କଥା ଶୁଣିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଧାର ଧାର ଲୁ-ହ ବୋହି ଆସିବ ।

ପିଣ୍ଟୁନନ୍ଦଙ୍କ ଭାଉଜ ସେହି ସିକ୍ରେଟ କଥା କହିବା ପୂର୍ବରୁ ପିଣ୍ଟୁନନ୍ଦଙ୍କୁ ମନେ ପକାଇଥିଲେ ଆଉ ଏହି ସମୟରେ ତାଙ୍କ ଭାଉଜଙ୍କ ହୃଦୟ କା-ନ୍ଦି ଉଠିଥିଲା ଭାଉଜ କହିଥିଲେ ପିଣ୍ଟୁନନ୍ଦ ଖୁବ ସ୍ନେହୀ ମଣିଷ । ସେ ଜୀବନରେ ଅନେକ ଭଲ କାମ କରିଛନ୍ତି । ହେଲେ ତାଙ୍କର ଏତେ ଜଲ୍ଦି ଆଦୌ ଯିବାର ନଥିଲା । ପିଣ୍ଟୁନନ୍ଦ ଖୁବ ସହଜରେ ଅନ୍ୟ ମାନଙ୍କୁ ନିଜର କରି ପାରୁଥିଲେ । ପିଣ୍ଟୁନନ୍ଦ ଖୁବ ସହଜରେ ସମସ୍ତଙ୍କୁ ଭଲ ପାଉଥିଲେ । ତାଙ୍କ ମନରେ ନା କାହା ପାଇଁ ରା-ଗ ଥିଲା ନା କାହା ପାଇଁ ଈର୍ଷା । ସମସ୍ତଙ୍କୁ ଭଲ ପାଉଥିଲେ ଆଉ ସମସ୍ତେ ବି ତାଙ୍କୁ ଖୁବ ଭଲ ପାଆନ୍ତି ।

ହେଲେ ପିଣ୍ଟୁନନ୍ଦଙ୍କ ମୃ-ତ୍ୟୁ ବହୁତ ଦୁଃ-ଖ ଦେଇଛି । ଆଉ ପିଣ୍ଟୁନନ୍ଦ ମୃ-ତ୍ୟୁ ପୂର୍ବରୁ ବୋଧେ ହୁଏ ଜାଣି ପାରୁଥିଲେ ସେ ଆଉ ବଞ୍ଚିବେ ନାହିଁ । ତାଙ୍କ ବଞ୍ଚିବାର ସ୍ପୃହା କେଉଁ ଦିନରୁ ତାଙ୍କ ନିଜ ଭିତରେ ମ-ରିଯାଇଥିଲା । ଆଉ ସେ ମତେ ଚୁପଚାପ ଆସି କହିଥିଲେ ଭାଉଜ ତୁମକୁ ଏକ କଥା କହିବି ତୁମେ କାହାକୁ କହିବ ନାହିଁ । କାରଣ ମୁଁ ଚାହେଁନି ମୁଁ ଆଉ କାହାକୁ ଏହି କଥା କୁହେ କି ଆଉ କେହି ଜାଣନ୍ତୁ ।

ଏମିତି କହି ପିଣ୍ଟୁନନ୍ଦ ସେହି ସିକ୍ରେଟ କଥା କହିଥିଲେ ଆଉ ଯାହା ଶୁଣିବା ପରେ ଭାଉଜ ଭାବିଥିଲେ ବୋଧେ ହୁଏ ପିଣ୍ଟୁନନ୍ଦ ମଜାକ କରୁଛନ୍ତି । ହେଲେ ସେ ଜାଣିନଥିଲେ ପିଣ୍ଟୁନନ୍ଦ ଯାହା କହୁଛନ୍ତି ତାହା ସତ ବୋଲି । କାରଣ ପିଣ୍ଟୁନନ୍ଦ କହିଥିଲେ ଭାଉଜ ମୁଁ ଭାଇଙ୍କୁ ଖୁବ ଭଲ ପାଏ ବୋଲି ତୁମକୁ ଏହି କଥା କହୁଛି ନହେଲେ ଆଦୌ କହି ନଥାନ୍ତି । କାରଣ ମୁଁ ଜାଣିଛି ମୁଁ ଆଉ ବଞ୍ଚିବି ନାହିଁ । ମୋର ମୋ ନିଜ ଉପରେ ଟିକେ ଡାଉଟ ହେଉଛି କି ସତରେ ମୁଁ ଆଉ ବଞ୍ଚିବି କି ନାହିଁ ।

ତେବେ କେବଳ ଏତିକି ନୁହେଁ ପିଣ୍ଟୁନନ୍ଦ ତାଙ୍କ ଭାଉଜଙ୍କ ପାଖକୁ ଯିବା ସମୟରେ କହିଥିଲେ ଭାଉଜ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି ମୋ ଦେହ ଭଲ ନାହିଁ ହେଲେ ମତେ ଆଉ କାଇଁ ଲାଗୁନି ମୁଁ ଠିକ ହୋଇଯିବି କି ମୁଁ ଭଲ ହେଇ ପାରିବି । ଏମିତି କଥା ଯେତେବେଳେ ପିଣ୍ଟୁନନ୍ଦ ତାଙ୍କ ସମ୍ପର୍କକୀୟ ଭାଉଜଙ୍କ ଆଗରେ ପ୍ରକାଶ କରିଥିଲେ ସେତେବେଳେ ଭାଉଜ ମଧ୍ୟ କିଛି ବୁଝି ପାରିନଥିଲେ ଭାଉଜ ଭାବୁଥିଲେ ସବୁବେଳେ ନିଜେ ହସି ଅନ୍ୟକୁ ହସାଉ ଥିବା ମଣିଷଟିଏ ବୋଧେ ହୁଏ ମଜାକ କରୁଛନ୍ତି ।

ମାତ୍ର ଭାଉଜ ଗଣମାଧ୍ୟମରେ ଏହି କଥା କହିବା ସମୟରେ ଧାର ଧାର ହୋଇ ଲୁହ ବୋହି ଆସିଥିଲା ଭାଉଜଙ୍କ ଆଖିରୁ । ଆଉ ଭାଉଜ କାହିଁଥିଲେ ପିଣ୍ଟୁନନ୍ଦ ବୋଧେ ହୁଏ ଜାଣି ପାରୁଥିଲେ ସେ ବଞ୍ଚିବେ ନାହିଁ ବୋଲି ସେଥିପାଇଁ ତାଙ୍କ ମନ କଥା କହି ଯାଇଥିଲେ ଆଉ ମତେ କହି ଯାଇଥିଲେ କାହାକୁ ନ କହିବା ପାଇଁ ।
ପିଣ୍ଟୁନନ୍ଦ ଆଜି ସିନା ଅଫେରା ରାଇଜକୁ ଚାଲିଯାଇଛନ୍ତି । ହେଲେ ସେ ଆଉ ତାଙ୍କ ମିଠା ମିଠା କଥା ପ୍ରତି ମୁହୂର୍ତ୍ତରେ ମନେ ପଡୁଛି । ଯେତେବେଳେ ସେ ମନେ ପଡୁଛନ୍ତି ହୃଦୟ କା-ନ୍ଦି ଉଠୁଛି କାରଣ ଆମେ କେହି କେବେ ଭାବିନଥିଲୁ ପିଣ୍ଟୁନନ୍ଦ ଆମକୁ ଏତେ ଶୀଘ୍ର ଛାଡିକି ଅଫେରା ରାଇଜକୁ ଚାଲିଯିବେ ବୋଲି ।

ହେଲେ ପିଣ୍ଟୁନନ୍ଦ ଯେଉଁଠି ଅଛନ୍ତି ଭଲରେ ଥାନ୍ତୁ ଖୁସିରେ ରୁହନ୍ତୁ । ତାଙ୍କ ଅମର ଆତ୍ମାର ସଦଗତି ହେଉ । ସେ ମରିଛନ୍ତି ସତ ହେଲେ ଏମିତି ଲାଗୁଛି ସେ ଆମ ପାଖରେ ହିଁ ଅଛନ୍ତି । ପିଣ୍ଟୁନନ୍ଦ ଭଲ ହୋଇଯିବେ ବୋଲି ଆମେ ସମସ୍ତେ ଭାବିଥିଲୁ ହେଲେ ସବୁକିଛି ଏପଟ ସେପଟ ହୋଇଗଲା ଆଉ ପିଣ୍ଟୁନନ୍ଦ ଆମକୁ ଛାଡି ଅଫେରା ରାଇଜକୁ ଚାଲିଗଲେ । ପିଣ୍ଟୁ ତୁମର ଏତେ ଶୀଘ୍ର ଆମକୁ ଛାଡି ଯିବା ଠିକ ନଥିଲା । ଏମିତି କହି କା-ନ୍ଦି ପକାଇଛନ୍ତି ତାଙ୍କ ଭାଉଜ ।

Leave a Reply

Your email address will not be published. Required fields are marked *