ବାପାଙ୍କ ମୃ-ତ୍ୟୁ ପରେ ତାଙ୍କ ସାଙ୍ଗ କରାଇଲେ ଗର୍ଭ-ବତୀ , କରୁଥିଲେ ଏପରି କାମ

ବାପାଙ୍କ ମୃ-ତ୍ୟୁ ପରେ ସତରେ ଯେମିତି ମଣିଷର ଦୁନିଆଁ ବଦଳି ଯାଇଥାଏ । ସତରେ ଯେମିତି ଦୁନିଆଁର ସବୁଠାରୁ ମୂଲ୍ୟବାନ ଜିନିଷ ଆମକୁ ଛାଡି ଯିବା ଭଳି ଲାଗିଥାଏ । ଆଉ ସେହିଭଳି କିଛି ଘ-ଟଣା ଘଟି ଯାଇଥିଲା ଏହି ଝିଅଟି ସହିତ । ତାର ବାପାଙ୍କ ମୃ-ତ୍ୟୁ ହୋଇଯିବା ପରେ ସତରେ ଯେମିତି ସେ ଅନାଥ ପାଲଟି ଯାଇଥିଲା । ଆଉ ଠିକ୍ ସେହି ସମୟରେ ତା ମୁଣ୍ଡ ଉପରେ ଜଣକ ହାତ ପଡ଼ିଥିଲା ଆଉ ସେ ତାକୁ ନିଜ ଝିଅ ଭଳି କରି ରଖିବା ପାଇଁ ଦେଇଥିଲେ ପ୍ରତି-ଶ୍ରୁତି ।

କହିଥିଲେ ବାପା ନଥିଲେ କଣ ହେଲା । ମୁଁ ପରା ତୋ ବାପା ଭଳି । ଆଜି ଠାରୁ ତୋର ସବୁ କଥା ବୁଝିବି ଆଉ ସବୁ ଦୁଃ-ଖ ସୁଖରେ ତୋ ସାଥେ ରହିବି । ବାପାଙ୍କ ସାଙ୍ଗର ଏହି ପଦୁଟିଏ କଥା ଝିଅଟିର କୋମଳ ମନକୁ ତରଳାଇ ଦେଇଥିଲା । ଆଉ ବାପା ଭଳି ଜଣେ ମଣିଷ ସହିତ ଝିଅଟିଏ ଚାଲି ଯାଇଥିଲା । ଜାଣି ନଥିଲା ଭବିଷ୍ୟତରେ ତା ସହିତ କଣ ହେବ । ନିଜ ବାପା ଚାଲିଯିବା ପରେ ତାର ଜୀବନ ଏତେ ବଦଳି ଯିବ ଆଉ ଲୋକେ ତା ଜୀବନ ସହିତ ଖେଳିବାକୁ ଲାଗିବେ । ତେବେ ହଁ ଆଜ୍ଞା ଆମେ କହୁଛୁ ଦିଲ୍ଲୀରେ ଘଟି ଯାଇଥିବା ଏହି ସାଂଘା-ତିକ ମାମ-ଲା ବିଷୟରେ ।

ଦିଲ୍ଲୀ ମହିଳା ଏବଂ ଶିଶୁ ବିକାଶର ନିଲ-ମ୍ବିତ ଅଧିକାରୀ ପରମଦୟ ଠାକା । ୨୦୨୦ ଅକ୍ଟୋବର ୧ ତାରିଖରେ ବାପାଙ୍କ ମୃ-ତ୍ୟୁ ପରେ ଝିଅଟି ନିଜ ବାପାଙ୍କ ଅତି ନିକଟର ବନ୍ଧୁ ପାଖରେ ରହୁଥିଲା । ଆଉ ୨୦୨୦ ନଭେମ୍ବରରୁ ୨୦୨୧ ନଭେମ୍ବର ମଧ୍ୟରେ ପରମାଦୟ ତାଙ୍କୁ ଅନେକ ଥର ଦୁ-ଷ୍କର୍ମ କରିଥିବାର ସେ ଅଭି-ଯୋଗ କରିଛନ୍ତି । ଏହାରି ମଧ୍ୟରେ ସେ ଅନେକ ଥର ଗର୍ଭ-ବତୀ ମଧ୍ୟ ହୋଇଥିଲେ । ଆଉ ଯାହାକୁ ହ-ତ୍ୟା କରିବା ପାଇଁ ପରମାଦୟଙ୍କ ସ୍ତ୍ରୀ ଝିଅଟିକୁ ଗ-ର୍ଭପା-ତ ଔଷଧ ମଧ୍ୟ ଖାଇବାକୁ ଦେଉଥିଲେ । ଘଟ-ଣାରେ କେବଳ ସ୍ଵାମୀ ନୁହେଁ ସ୍ତ୍ରୀ ମଧ୍ୟ ସାଜିଥିଲେ ଭିଲିଆନ ।

ଆଉ ୨୦୨୦ ମସିହାରୁ ୩ ବର୍ଷ ହୋଇ ଗଲାଣି ତ-ଦନ୍ତ ଚାଲିଥିଲା । ତେବେ ବର୍ତ୍ତମାନ ସମୟରେ ଅନେକ ତ-ଦନ୍ତ ଆଉ ଆଲୋଚନା ପର୍ଯ୍ୟଲୋଚନା ପରେ ଝିଅର ଅଭି-ଯୋଗ ଅନୁସାରେ ଅଭି-ଯୁକ୍ତ ଆଉ ତାଙ୍କ ସ୍ତ୍ରୀଙ୍କୁ ଗି-ରଫ କରାଯାଇଛି । ଆଉ ପରମାଦୟଙ୍କୁ ଚାକିରୀରୁ ନିଲ-ମ୍ବନ କରାଯାଇଛି । ବର୍ତ୍ତମାନ ସମୟରେ ଜଣେ ବୁଢ଼ା ଲୋକର ଏପରି କାମ ପାଇଁ ସମସ୍ତେ ତାଙ୍କୁ ଛି ଛି କରିବାରେ ଲାଗିଛନ୍ତି । ଜଣେ ଝିଅ ବୟସର ଝିଅ ଉପରେ କିପରି ଜଣେ ଏପରି ଖରାପ ଦୃଷ୍ଟି ପକାଇପାରେ ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *