ସ୍ଵାମୀ କଲେ ଦ୍ଵିତୀୟ ବିବାହ , ଏପଟେ ସ୍ତ୍ରୀଙ୍କୁ ଦେଉଛନ୍ତି ଦୋ-ଷ , କହୁଛନ୍ତି ସ୍ତ୍ରୀ ଅନ୍ୟ ପୁଅ ସହିତ ରଖିଛନ୍ତି ଶାରୀ-ରିକ ସ-ମ୍ପର୍କ

୧୪ ବର୍ଷ ହେବ ବିବାହ କରିଥିଲେ । ପରିବାରରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଖୁସି ଥିଲା ଆଉ ସୁଖ ବି ଥିଲା । ଦୁହିଁଙ୍କର ଦୁଇ ଦୁଇଟି ପିଲା ମଧ୍ୟ ହୋଇଥିଲା । ସ୍ଵାମୀ ବାହାରେ ରହି କାମ କରୁଥିବା ବେଳେ ସ୍ତ୍ରୀ ଏପଟେ ଗାଆଁରେ ଦୁଇ ଛୁଆଙ୍କୁ ନେଇ ଦିନ କାଟୁଥିଲେ । କିନ୍ତୁ ହଠାତ୍ ପରିବାରରେ ଦେଖା ଦେଇଥିଲା ଝଡ । ହଠାତ ବିବାହରେ ଦେଖା ଦେଇଥିଲା ସ-ନ୍ଦେହ । ସ୍ଵାମୀ କରିଥିଲେ ସ୍ତ୍ରୀଙ୍କ ଚରିତ୍ର ପ୍ରତି ସ-ନ୍ଦେହ । ଆଉ କହିଥିଲେ ସ୍ତ୍ରୀ ଆଉ ଜଣଙ୍କୁ ଭଲ ପାଇଛି ଏବଂ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଛି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ ସ୍ଵାମୀଙ୍କ କହିବା ଅନୁଯାୟୀ , ତାଙ୍କ ସ୍ତ୍ରୀ ଲୁଲୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖି ବାରମ୍ୱାର ଗର୍ଭ-ବତୀ ହେଉଥିଲେ । ସେ ମାସକରେ ମାତ୍ର ଦୁଇ ଦିନ ପାଇଁ ଆସୁଥିଲେ । ଆଉ ସ୍ତ୍ରୀ ନିଜ ପାଦରେ ଆଇ ଲଭ୍ ୟୁ ଲୁଲୁ ମଧ୍ୟ ଲେଖୁଥିଲେ । ତେବେ ସେହି ଲୁଲୁ କିଏ ସେ କଥା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କି ସେ ମଧ୍ୟ ସାମ୍ନାକୁ ଆସି ନାହାନ୍ତି । ତେବେ ବର୍ତ୍ତମାନ ସ୍ତ୍ରୀ ଏବେ ଥା-ନାରେ ଆସି ଅଭି-ଯୋଗ କରିଛନ୍ତି କି , ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରି ନେଇଛନ୍ତି ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗ-ଡା ହେବାରୁ ସ୍ତ୍ରୀ ନିଜ ବାପ ଘରକୁ ଚାଲି ଯାଇଥିଲେ । ଆଉ ଏତିକି ସମୟ ମଧ୍ୟରେ ସ୍ଵାମୀ ଆଉ ଜଣକୁ ବିବାହ କରି ନେଇଥିଲେ । ତେବେ ବର୍ତ୍ତମାନ ଦୁଇ ପିଲାଙ୍କୁ ନେଇ ସ୍ଵାମୀଙ୍କର ଦ୍ଵିତୀୟ ଶଶୁର ଘର ଆଗରେ ଧାରଣା ଦେଇ ବସିଛନ୍ତି ମହିଳା ଆଉ ତାଙ୍କ ଦୁଇ ଛୁଆ । ଛା-ଡ଼ପ-ତ୍ର ନ ହେଉନୁ ସ୍ଵାମୀ ଆଉ ଜଣେ ମହିଳାଙ୍କୁ କିପରି ବିବାହ କରି ପାରିଲେ ସେ କଥା ସ୍ତ୍ରୀ ଉଠାଇଛନ୍ତି । ବର୍ତ୍ତମାନ ସେ କିପରି ଚଳିବେ ଆଉ ଦୁଇ ପିଲାଙ୍କୁ କିପରି ମଣିଷ କରିବେ ସେ ବିଷୟରେ ଚିନ୍ତା କରିଛନ୍ତି ।

ସେପଟେ ସ୍ଵାମୀ ମଧ୍ୟ ସ୍ତ୍ରୀଙ୍କୁ ଆପଣେଇବା ପାଇଁ ରାଜି ନାହାଁନ୍ତି କାରଣ ସ୍ତ୍ରୀ ଆଉ ଜଣକ ପ୍ରେମରେ ପୁରା ପାଗଳ । ଆଉ ବାରମ୍ବାର ଗର୍ଭ-ବତୀ ମଧ୍ୟ ହୋଇ ଯାଉଛନ୍ତି । ତେବେ ଏପରି ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ଉପରେ ଦୋ-ଷ ଲ-ଦିବାକୁ ବ୍ୟସ୍ତ ଅଛନ୍ତି । କେହି ନିଜ ଭୁଲ ଦେଖି ନାହାଁନ୍ତି । ସେପଟେ ଦୁଇ ପିଲାଙ୍କୁ ନେଇ ସ୍ତ୍ରୀ କଣ କରିବେ ଚିନ୍ତା କରିଛନ୍ତି । ତେବେ ଦୁଇ ପିଲାଙ୍କୁ ନେଇ କେବଳ ଥାନାର ଦ୍ୱାରସ୍ଥ ହେବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ସ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସ୍ଵାମୀ ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାଁନ୍ତି ।

Leave a Reply

Your email address will not be published. Required fields are marked *