ଭାଉଜ ପ୍ରେମ ମିଠା କହି ସ୍ଵାମୀ ସ୍ତ୍ରୀ କୁ ଛାଡି ମାରିଲେ ଚମ୍ପଟ ॥

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିଵ , କୁହାଯାଏ ଯେ ଵିଵାହ ଏକ ଅତୁଟ ଓ ଅତୁଳନୀୟ ସଂପର୍କ ଅଟେ କିନ୍ତୁ ଆଜିର ସମାଜରେ କେତେକ ଭ୍ରଷ୍ଟାଚାରୀ ଲୋକ ଅଛନ୍ତି ଯେଉଁମାନେ କି ପବିତ୍ର ଵିଵାହ ବନ୍ଦନକୁ ଵର୍ଵାଦ କରିଦେଇଛନ୍ତି , ଜଣେ ସ୍ଵାମୀ ସ୍ତ୍ରୀ ଭିତରେ ଉଠିଥିବା କଳହ ଆଜି ଦାଣ୍ଡରେ ପଡି ହାଟରେ ଗଡୁଛି , ସ୍ଵାମୀ ର ଭାଉଜ ପ୍ରତି ଥିବା ପ୍ରୀତିକୁ ଦେଖି ସ୍ତ୍ରୀ ଆଣିଛନ୍ତି ଅଭିଯୋଗ |

ଅଵଶ୍ୟ ସ୍ତ୍ରୀ ସହ ସ୍ଵାମୀ ର ସଂପର୍କ ବହୁତ ଭଲ ଥିଲା କିନ୍ତୁ ଵିଵାହ ପୂର୍ବରୁ ସ୍ଵାମୀ ର ଭାଉଜ ପ୍ରତୀକ ଥିବା ପ୍ରୀତିକୁ ଭୁଲିଵା ବହୁତ କଷ୍ଟ ହେଉଥିଲା ତେଣୁ ବାହାଘର ପରେ ବି ସ୍ତ୍ରୀ କୁ ଛାଡି ଭାଉଜ ପାଖକୁ ଯାଉଥିଲେ ଏହି ରସକିଆ ସ୍ଵାମୀ ଜଣଙ୍କ , ଯେତେବେଳେ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ ସେତେବେଳେ ସ୍ଵାମୀ ସ୍ତ୍ରୀକୁ ଛାଡ଼ି ଚମ୍ପଟ ମାରିଥିଲେ , ଭାଉଜ ପ୍ରେମ ପାଇଁ ସ୍ତ୍ରୀ କୁ ମାଡ଼ ମାରି ଶାଶୁ ଘରେ ଛାଡ଼ି ଦେଇ ଆସିଥିଲେ ଏହି ରସକିଆ ବାବୁ ଜଣଙ୍କ , ଯେତେବେଳେ ସ୍ତ୍ରୀ ଫେରି ଆସି ଦେଖିଲା ତ ସ୍ଵାମୀ ଘରୁ ଫେରାର ହୋଇଯାଇଛନ୍ତି |

ଆଉ ଏବେ ସ୍ତ୍ରୀ ଭୋକ ଉପାସରେ ଘରେ ପଡି ରହିଛନ୍ତି ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଵସୁଙ୍ଗରା ଗାଁ ରେ , କଙ୍ଖାରୁଣି ପଞ୍ଚାୟତ ଉସୁଙ୍ଗୁରା ଗାଁର ପ୍ରତାପ ସମତି ଆଉ ମହାକାଳପଡା ବବୁଆ ପଞ୍ଚାୟତ ର ସସ୍ମିତା ସୁଵିଧିଙ୍କୁ ହିନ୍ଦୁ ରୀତି ନୀତି ଅନୁଯାୟୀ ଵିଵାହ କହିଥିଲେ ,

ପ୍ରତାପ ଓ ସୁସ୍ମିତାଙ୍କ ବୈବାହିକ ଜୀବନ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବହୁତ ସୁରୁଖୁରୁରେ ଚାଲୁଥିଲା କିନ୍ତୁ ପରେ ଯୌତୁକ ଦାବି କରି ପ୍ରତାପ ସସ୍ମିତା ଉପରେ ପାଶୁଵିକ ଅତ୍ୟାଚାର ଆରମ୍ଭ କରିଥିଲେ , ଏହା ସହ ପ୍ରତାପଙ୍କ ଭାଉଜଙ୍କ ସହ ଥିଲା ତାଙ୍କର ଅନୈତିକ ସମ୍ପର୍କ , ଏ ନେଇ ସ୍ତ୍ରୀ ସସ୍ମିତା ପଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ , ଆଉ ଏହା ପରେ ପ୍ରତାପ ଙ୍କ ପରିବାର କୁ ଡକାଯାଇ ଘଟଣା ସଂପର୍କରେ ଆଲୋଚନା କରାଯାଇଥିଲା , କିନ୍ତୁ ପ୍ରତାପ କାହା କଥା ନ ଶୁଣି ସ୍ତ୍ରୀ କୁ ଘରେ ରଖିଵନାହି ବୋଲି କହି ସେ ସ୍ଥଳ ରୁ ପଳାଇ ଆସିଥିଲା |

ଆଉ ବିଚରା ସ୍ତ୍ରୀ କିଛି ଭରୋସା ନ ପାଇ ଚାରି ଦିନ ହେବ ସ୍ଵାମୀ ଘରେ ପଡି ରହିଛନ୍ତି , ପ୍ରତାପ ଘର ଲୋକ ମଧ୍ୟ ଫେରାର ହୋଇଯାଇଥିବାରୁ ଏକାକୀ ସସ୍ମିତା ତାଙ୍କ ଘରେ ପଡି ରହିଛନ୍ତି , ତାପରେ ଏ ଖବର ଜାଣି ଗାଁ ଲୋକେ ସସ୍ମିତା ଙ୍କୁ ସାହାଯ୍ୟ କରିଥିଲେ ଓ ପରେ ଗାଁ ସମିତି ତରଫରୁ କିଛି ମହିଳା ତାଙ୍କ ପାଖରୁ ସବୁ ଜାଣି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି , ନାରୀ ସଙ୍ଗ ର ମୁଖ୍ୟ ଵିଚାର ପତି ତାଙ୍କ ସସ୍ମିତା ସ୍ଵାମୀ ଫେରିଯାଉ ବୋଲି ଗଣମାଧ୍ୟମରେ ଅନୁରୋଧ କରିଛନ୍ତି , ସେ କହିଛନ୍ତି ପ୍ରତାପ ତୁମେ ଯେଉଁଠି ଅଛ ନା କାହିଁକି ତୁମେ ଆସି ତୁମ ସ୍ତ୍ରୀ କୁ ଆପଣାଇ ନିୟ , ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ପ୍ରତାପ କଣ ପଦକ୍ଷେପ ନେଉଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *