ଅନ୍ୟ ଝିଅକୁ ବାହା ହେବବୋଲି ଧ-ମକ ଦେଇ ସ୍ତ୍ରୀକୁ ପି-ଟିପି-ଟି ମା-ରିଦେଲେ ସ୍ଵାମୀ।

ଗୋଟେ ଝିଅ ବାହା ହେଇ ଶାଶୂ ଘର ଯିବା ବେଳେ କେତେ ସ୍ବପ୍ନ ଦେଖିଥାଏ। ନିଜ ବାପାମାଆଙ୍କୁ ପର କରି ଆଉ ଜଣଙ୍କ ଘାରକୁ ନିଜର କରିବାକୁ ଯାଏ। ସେ ସବୁବେଳେ ଚାହେଁ ତାକୁ ଗୋଟେ ଭଲ ସ୍ଵାମୀ ଏବଂ ବାପାମାଆଙ୍କ ପରି ଶାଶୂ ଶଶୂର ମିଳନ୍ତୁ। କିନ୍ତୁ ଆପଣ ଟିକେ ଭାବନ୍ତୁ ଯଦି ଜଣେ ଝିଅ ବାହାଘର ମାତ୍ର କିଛି ଦିନ ପରେ ଜାଣିବାକୁ ପାଏ ଯେ ତା ସ୍ଵାମୀ ଗୋଟେ ଘୋଡ଼ା ମ-ଦୁଆ, ଜୁ-ଆ ଖେଳାଳିଲି ଏବଂ ଅନ୍ୟ ଝିଆଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖୁଛି ତେବେ ସେ ସ୍ତ୍ରୀ କଣ କରିବ। ଏମିତି ଏକ ଅଭା-ବନୀୟ ଘ-ଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ବ୍ଲକ ଜମ୍ବୁ ଗ୍ରାମପଞ୍ଚାୟତର ଅନିଲ ସୁରଙ୍କ ପୁଅ ମାନସ ୨୦୨୦ ରେ ଦାନ୍ତିଆପାଳ ଥା-ନା ଅନ୍ତର୍ଗତ କଂସାର ବଡ଼ଦାଣ୍ଡ ଗାଆଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିଙ୍କୁ ବୈଦିକ ରୀତିନୀତି ଅନୁସାରେ ଘର ଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର ଗୋଟେ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା କିନ୍ତୁ କିଛି ଦିନ ପରେ ଅନ୍ୟ ଝିଅ ସହ ଅବୈଧ ସ-ମ୍ପର୍କ ରଖିବା ଏବଂ ମଦ ପିଇ ଜୁଆ ଖେଳିବାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଝ-ଗଡ଼ା ଲାଗିଲା।

ମାନସ ସବୁବେଳେ ମ-ଦ ପିଇ ଆସି କଳ୍ପନାଙ୍କୁ ବାଡ଼ିଆ ବାଡି କରନ୍ତି ଏବଂ କୁହନ୍ତି ତୁ ତୋ ଘରକୁ ପଳା ମୁଁ ଆଉ ଜଣଙ୍କୁ ଭଲ ପାଉଛି ତାକୁ ମୁଁ ବାହା ହେବି। ସ୍ବାମୀଙ୍କ ଠାରୁ ଏ କଥା ଶୁଣିବା ପରେ କଳ୍ପନା ନିଜ ଘର ଲୋକଙ୍କୁ ଫୋନ୍ କରି ସବୁ କଥା କହିଥିଲେ ଏବଂ ଜୁଆ ଖେଳିବା ପାଇଁ ସବୁ ସୁନା ଗହଣା ନେଇ ଯାଇଛନ୍ତି ବୋଲି ମଧ୍ୟ ଘର ଲୋକଙ୍କୁ ଜଣାଇ ଥିଲେ।

ଏ କଥା କେତେବେଳେ ମାନସ ଜାଣିଲେ ସେତେବେଳେ ସେ ମଙ୍ଗଳ ସୂତ୍ର ମାଗିଲେ ଜୁଆ ଖେଳିବା ପାଇଁ କିନ୍ତୁ କଳ୍ପନା ଦେବେନି ବୋଲି ମନା କରିବାରୁ ମାନସ ଏବଂ ତାଙ୍କ ବାପାମାଆ ମିଶି ପି-ଟିପି-ଟି କଳ୍ପନାକୁ ମା-ରିଦେଲେ। ପୋ-ଲିସ୍ ଏ ବିଷୟରେ ଜାଣିବା ପରେ ଘଟ-ଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *