ଯୁବତୀଙ୍କୁ ଧ-ମକ ଦେଇ ଗୋ ମାଂସ ଖାଇବାକୁ ବାଧ୍ୟ କରାଯାଉଥିଲା ।

ପ୍ରଥମେ ଯୁବତୀଙ୍କୁ ଯୁବକ ଜଣଙ୍କ ହିନ୍ଦୁ ବୋଲି କହି ନିଜ ଜା-ଲରେ ଫାସାଇଲେ । ଏହା ପରେ ମିଠା ମିଠା କଥା କହି ଯୁବତୀଙ୍କ ନିକଟତର ହେବାକୁ ଚେଷ୍ଟା କଲେ । ହେଲେ ଯେତେବେଳେ ଯୁବତୀ ଜଣଙ୍କ ଯୁବକଙ୍କ କଥାରେ ରାଜି ହେଲେ ନାଇଁ ସେତେବେଳେ ଯୁବତୀଙ୍କୁ ଯୁବକ ଜଣଙ୍କ ଜୀବନରୁ ମା-ରି ଦେବାକୁ ବାରମ୍ବାର ଧ-ମକ ଦେଲେ ।

ଏସିଡି ଫୋପାଡ଼ିବାକୁ ବାରମ୍ବାର ଧ-ମକ ଦେଲେ ଆଉ ତାଙ୍କ କଥାରେ ରାଜି ନହେଲେ ଜୀବନରୁ ଯୁବତୀଙ୍କୁ ଓ ତାଙ୍କ ଭାଇଙ୍କୁ ମା-ରି ଦେବାକୁ ସବୁବେଳେ ଧ-ମକ ଦେଲେ । ଏହା ପରେ ଯୁବତୀ ଜଣଙ୍କ କଣ କରିବେ କିଛି ବୁଝି ପାରିଲେ ନାହିଁ । ଆଉ ଶେଷରେ ଯୁବତୀ ଜଣଙ୍କ ଯୁବକଙ୍କ ଧମ-କରେ ଭ-ୟଭୀ-ତ ହୋଇ ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ପ୍ରତ୍ୟକଟି କଥାରେ ରାଜି ହେଲେ ।

ଯୁବକ ଜଣଙ୍କ ଯୁବତୀଙ୍କ ସହ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ସ୍ଥାପନ କଲେ । ଯୁବତୀଙ୍କ ଇଚ୍ଛା ବିରୋ-ଧରେ ଯୁବକ ଜଣଙ୍କ ଯୁବତୀଙ୍କୁ ନିଜ ଜା-ଲରେ ଫସା-ଈଲେ ଆଉ ଏହା ପରେ ଯୁବତୀ ଜଣଙ୍କ ଯେତେବେଳେ ଯୁବକଙ୍କୁ ବାରଣ କଲେ ସେତେବେଳେ ଯୁବକ ଯୁବତୀଙ୍କୁ ନିର୍ଯ୍ୟା-ତନା ଦେବାକୁ ଆଦୌ ପଛ ଘୁଂଚା ଦେଲେ ନାହିଁ । ଏହା ପରେ ଧିରେ ଧିରେ ଯୁବତୀ ଜଣଙ୍କ ଯୁବକଙ୍କ ପାଖରେ ନିଜକୁ ଅସୁର-କ୍ଷିତ ମଣିବା ସହିତ ଧିରେ ଧୀରେ ଯୁବକଙ୍କ ପ୍ରକୃତ ପରିଚୟ ଜାଣିବାକୁ ପାଇଲେ । ସାଙ୍ଗ ସାଥିଙ୍କ ପାଖରୁ ଜାଣିବାକୁ ପାଇଲେ ଯେ ନିଜକୁ ହିନ୍ଦୁ ବୋଲି କହୁଥିବା ଯୁବକ ଜଣଙ୍କ ହିନ୍ଦୁ ନୁହଁନ୍ତି । ଆଉ ଏହା ପରେ ପ୍ରତିବାଦ କରିବାର ସବୁ ରାସ୍ତା ବନ୍ଦ ହୋଇ ଯାଇଥିଲା ଯୁବତୀଙ୍କର ।

ମୁଁହ ଫିଟାଇଲେ ଜୀବନରୁ ମା-ରି ଦେବେ ବୋଲି ହ-ତ୍ୟା ଧ-ମକ ଦେଲେ ଯୁବକ ଜଣଙ୍କ । ପରେ ଯୁବତୀ ଜଣଙ୍କ ସବୁ ସତ ଜାଣିବା ପରେ ଯୁବକ କହିଥିଲେ ଯେ ଧର୍ମ ପରିବର୍ତ୍ତନ କରିବା ପାଇଁ । ଏଥି ସହିତ ଗୋରୁ ମାଂସ ଖାଇବା ପାଇଁ । ଏହାକୁ ଯେତେବେଳେ ବି ଯୁବତୀ ବି-ରୋଧ କରିଥିଲେ ସେତେବେଳେ ଯୁବକ ତାଙ୍କୁ ମା-ଡ ମା-ରିବା ସହିତ ଗୋ ମାଂସ ଖାଇବାକୁ ବାଧ୍ୟ କରିଥିଲେ । ଆଉ ବେଶୀ କିଛି ପାଟି ଖୋଲିଲେ ଯୁବତୀଙ୍କ ଭାଇଙ୍କୁ ଜୀବନରୁ ମା-ରି ଦେବାକୁ ଧ-ମକ ଦେଇଥିଲେ । ଏହା ପରେ ଯୁବତୀ କଣ କରିବେ ନିଜେ ମଧ୍ୟ ଜାଣି ପାରି ନଥିଲେ ଓ ଶେଷରେ ଯୁବତୀ ଜଣଙ୍କ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲେ ।

ଯେତେବେଳେ ଯୁବତୀ ମାନଙ୍କ ଉପରେ ଅ-ତ୍ୟାଚା-ର ସୀମା ପାର କରିଥିଲା ସେତେବେଳେ ଯୁବତୀ ଜଣଙ୍କ ବାଧ୍ୟ ହୋଇ ଗଣମାଧ୍ୟମରେ ମୁଁହ ଖୋଲିବାକୁ ବାଧ୍ୟ ହୋଇଥିଲେ । ନ୍ୟା-ୟ ପାଇଁ ଯୁବତୀ ଜଣଙ୍କ ଗଣମାଧ୍ୟମରେ ମୁଁହ ଖୋଲିବା ସହିତ ପୋଲି-ସରେ ଅଭି-ଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯୁବତୀ ଜଣଙ୍କ କେବେ ନ୍ୟା-ୟ ପାଉଛନ୍ତି ପୋ-ଲିସ ଏହି ଗୁରୁ-ତର ଅଭି-ଯୋଗକୁ ପାଇବା ପରେ ଯୁବତୀଙ୍କୁ କେବେ ନ୍ୟା-ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *