ଏକା ସହିତ ଆରପାରିକୁ ଚାଲି ଗଲେ ସ୍ଵାମୀ ସ୍ତ୍ରୀ , ଗାଆଁ ମଶାଣିରେ ଜଳିଲା ଜୁଇ

ସ୍ଵାମୀ ସ୍ତ୍ରୀ ସେହି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । କହିଥିଲେ ଯେ , ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ହାତ ଛାଡ଼ିବା ନାହିଁ , ମ-ରିବା ପର୍ଯ୍ୟନ୍ତ ସାଥିରେ ରହିବା । ଆଉ ତାହା ହିଁ ହେଲା , ସ୍ଵାମୀ ସ୍ତ୍ରୀଙ୍କ ଜୀବନ ଏକା ସହିତ ଚାଲିଗଲା । ଆଉ ଏବେ ଏକାଠି ଜଳୁଛି ଜୁଇ । ଏପରି ପରିସ୍ଥିତିକୁ ଦେଖିବା ପରେ ସତରେ ଆଖିରେ ଲୁହ ଆସି ଯାଉଛି । ସତରେ ଯେମିତି ଏହି ମୁହୂର୍ତ୍ତ ହୃଦୟ ବିଦାରକ । ଗାଆଁ ଲୋକ ଏହାକୁ ଦେଖି ଆଖିରୁ ଲୁ-ହ ଝରାଇବାରେ ଲାଗିଛନ୍ତି।

କାହା ଆଖିରୁ ଶୁଖୁ ନାହିଁ ଲୁ-ହ , ସମସ୍ତେ ଯେମିତି ନିଜର ଧୋର୍ଯ୍ୟ ହରାଇ ବସିଛନ୍ତି । ତେବେ ହଁ ଆଜ୍ଞା ବହୁତ କମ୍ ଲୋକଙ୍କ ଭାଗ୍ୟରେ ରହିଥିବା ଏକାଠି ସାଥି ହୋଇ ମରିବା । ଆଉ ତାହା ଘ-ଟିଛି ଏହି ସ୍ଵାମୀ ସ୍ତ୍ରୀଙ୍କ କ୍ଷେତ୍ରରେ । ଏକାଠି ସିନା ଦୁନିଆଁକୁ ଆସି ନଥିଲେ କିନ୍ତୁ ଏକାଠି ଚାଲି ଗଲେ ଆରପାରିକୁ । ତେବେ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ଘଟି ଯାଇଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶୋଇ ସ୍ଥିତ ହନୁମାନ ମନ୍ଦିର ସାହିରେ । ଯାହା ପୁରା ଅଞ୍ଚଳରେ ଦୁଃ-ଖର ଛାୟା ଖେଳାଇ ଦେଇଛି ।

ତେବେ ସୂଚନା ଅନୁସାରେ , ସ୍ଵାମୀ ରବିନାରାୟଣ ଦାସ ଏବଂ ସରବତୀ ଦାସ । ଦୁହେଁ ସକାଳେ ଘରୁ ବାହାରି ଯାଇଥିଲେ । ସେମାନେ ବିଶୋଇ ରୁ ବାରିପଦାକୁ ବାଇକ ଯୋଗେ ଯାଉଥିଲେ । ହସ ଖୁସିରେ ଘରୁ ବାହାରି ଥିଲେ ସେମାନେ ଆଉ ଘରୁ ବାହାରକୁ ବାହାରି ସେମାନେ କାମ ସାରି ଫେରି ଆସିବେ ବୋଲି କହିଥିଲେ । କିନ୍ତୁ ଅଧାରେ ସରିଗଲା ସବୁକିଛି । କାହିଁକି ନା ୪୯ ନମ୍ୱର ଜାତୀୟ ରାଜପଥ ଦ୍ଵାରଶୁଣି ଘାଟରେ ଅନାଇ ବସିଥିଲା ଜମ । ଆଉ ନେଇଗଲା ସ୍ଵାମୀ ସ୍ତ୍ରୀଙ୍କ ଜୀବନ ।

ଆଗରୁ ହଠାତ୍ ଗୋଟିଏ ଟ୍ରକ ଆସି ଯାଇଥିଲା ଆଉ ଦୁହିଁଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଯାହା ଫଳରେ ଘାଟ ତଳକୁ ଖସି ଯାଇଥିଲା ବାଇକ୍ ଆଉ ତା ସହିତ ଚାଲି ଯାଇଥିଲା ଦୁହିଁଙ୍କ ଜୀବନ । ଏହା ପରେ ଘଟ-ଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସ୍ଵାମୀ ସ୍ତ୍ରୀଙ୍କୁ ହସ୍ପିଟାଲ ନେଇ ଯାଇଥିଲା । ଯାହା ପରେ ସେଠାରେ ଉଭୟଙ୍କୁ ମୃ-ତ ଘୋଷିତ କରା ଯାଇଥିଲା । ତେବେ ଶ-ବ ବ୍ୟବଚ୍ଛେଦ ପରେ ଶ-ବ ଯାଇ ଗାଆଁରେ ପହଁଚି ଥିଲା । ଯାହା ପରେ ଗାଆଁରେ ଶୋକା-କୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ଶ-ବ ସ-ତ୍କାର କରାଯାଇଛି । ଆଉ ସେମାନଙ୍କ ଝିଅ ନଥିବାରୁ ପୁତୁରା ସେମାନଙ୍କ ଶ-ବ ସ-ତ୍କାର କରିଛନ୍ତି ।

Leave a Reply

Your email address will not be published. Required fields are marked *