ସ୍ତ୍ରୀ କଲେ ଖୁଲାସା ,ମ-ଦ ପିଇ ପିଇ ହ୍ୟୁମାନ ସାଗରଙ୍କ ଖାଦ୍ୟନଳୀ ହେଇଯାଇଛି ନ-ଷ୍ଟ

ମଦ ପିଇ ପିଇ ମୋ ସ୍ୱାମୀ ହ୍ୟୁମାନଙ୍କ ଖାଦ୍ୟ ନଳୀ ଏକ ଦମ ନ-ଷ୍ଟ ହୋଇ ଗଲାଣି । ତାଙ୍କ ପୂର୍ବ ଫଟୋ ଦେଖନ୍ତୁ ଆଉ ବର୍ତ୍ତମାନର ଫଟୋ ଦେଖନ୍ତୁ ଜାଣି ପାରିବେ କିପରି ଅଛି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ନିଜେ ହ୍ୟୁମାନ କହିଛନ୍ତି ଥା-ନାରେ କି ମ-ଦ ପିଇ ପିଇ ତାଙ୍କ ଖାଦ୍ୟ ନଳୀ ନ-ଷ୍ଟ ହୋଇଯାଇଥିବା କଥା । ଏମିତି କହିଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ । ଗଣମାଧ୍ୟମରେ ପ୍ରତି-କ୍ରିୟା ଦେବା ସମୟରେ ଖୋଲିଥିଲେ ସ୍ୱାମୀଙ୍କ ଗୁମର ।

ଆହୁରି ମଧ୍ୟ କହିଥିଲେ କି ହ୍ୟୁମାନଙ୍କ ମା ତାଙ୍କ ବିରୋ-ଧରେ ଆଣିଥିବା ଅଭି-ଯୋଗର ତ-ଦନ୍ତ ହେବା ନିହାତି ଦରକାର । ଆଉ ତ-ଦନ୍ତ ହୋଇ ଶରୀର ଚେକ କରାଯାଉ ଜଣା ପଡିବ କାହା ଶରୀରରେ ଅଧିକ ଆଲକୋହଲ ଅଛି । ହ୍ୟୁମାନ ମ-ଦ ପିଇ ପିଇ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଯାହା ତାଙ୍କ ଶରୀର ହିଁ ବ-ୟାନ କରୁଛି । ଯାହା ତାଙ୍କ ଚେହେରାରୁ ହିଁ ଜଣା ପଡୁଛି । ସ୍ତ୍ରୀ ଏପରି କିଛି ଗୁମର ଖୋଲିବା ପରେ ଚର୍ଚ୍ଚା ହେଉଛି କି ହ୍ୟୁମାନଙ୍କ ଦେହ ବହୁତ ଅସୁସ୍ଥ ଅଛି ବୋଲି ।

ତେବେ ହ୍ୟୁମାନ ମଧ୍ୟ ପୋ-ଲିସ ନିକଟରେ ନିଜର ପକ୍ଷ ରଖିବା ସମୟରେ କହିଥିଲେ କି ମୋ ଖାଦ୍ୟ ନଳୀ ସମ୍ପୂର୍ଣ୍ଣ ନ-ଷ୍ଟ ହୋଇ ଯାଇଛି ବୋଲି । ଆଉ ଏଥିପାଇଁ ଏବେ ତାଙ୍କର କୋଲନ ସ୍କୋପି ହେଉଥିବା କୁହାଯାଉଛି । ଆଉ ଏ କଥା ମଧ୍ୟ ଏକ ଗଣମାଧ୍ୟମରେ କହିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର । କେବଳ ଏତିକି ନୁହେଁ ପତ୍ନୀ ଶ୍ରେୟାଙ୍କ ଅଭି-ଯୋଗ ଅନୁଯାୟୀ ହ୍ୟୁମାନ ପିଇଉଥିଲେ ଅତ୍ୟଧିକ ମ-ଦ ।

ଯେତେ ମନା କଲେ ମଧ୍ୟ ହ୍ୟୁମାନ ଶୁଣୁ ନଥିଲେ । ମଦ ପିଇବାକୁ ବାରଣ କଲେ ପତ୍ନୀଙ୍କୁ ନି-ର୍ଧୁମ ମା-ଡ଼ ମା-ରୁଥିଲେ । ଆଉ ମ-ଦ ପିଇବାକୁ ବାରଣ କଲେ କି ଘରେ ରଖିଥିବା ମ-ଦକୁ ଲୁ-ଚାଇ ଦେଲେ ହ୍ୟୁମାନ ରା-ଗରେ ନି-ଆଁ ହୋଇ ଯାଉଥିଲେ ଆଉ ମ-ଦ ମାଗୁଥିଲେ ମ-ଦ ନ ଦେଲେ ମା-ଡ଼ ମା-ରୁଥିଲେ । ତେବେ ହ୍ୟୁମାନଙ୍କ ଅତ୍ୟଧିକ ମ-ଦ୍ୟପା-ନ ଯୋଗୁ ପତ୍ନୀଙ୍କ ସହ ଏପରି ହୋଇଥିବା ପତ୍ନୀ ଗଣମାଧ୍ୟମରେ ଗୁମର ଖୋଲିଛନ୍ତି ।

ଏନେଇ ପରିବାରରେ ଝ-ଡ଼ ସୃଷ୍ଟି ହେବା ପରେ ପାଞ୍ଚ ମାସ ହେବ ପତ୍ନୀ ଶ୍ରେୟା ଘର ଛାଡ଼ି ବାପାଙ୍କ ଘରକୁ ଚାଲିଯାଇଥିଲେ । ଆଉ ଯେଉଁଥି ପାଇଁ ଏବେ ତାଙ୍କ ଦେହ କିପରି ଅଛି ସେ ଜାଣନ୍ତି ନାହିଁ । ଯେତେବେଳେ ପତ୍ନୀ ହ୍ୟୁମାନଙ୍କ ପାଖରେ ଥିଲେ ସେତେବେଳେ ହ୍ୟୁମାନଙ୍କ ସବୁ ଯତ୍ନ ନେଉଥିଲେ । ପ୍ରତି ଛ ମାସରେ ଥରେ ଡାକ୍ତରଙ୍କ ନିକଟରେ ପରିବାରର ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଉ ଥିଲେ ।

ହେଲେ ଏତେ ପରେ ମଧ୍ୟ ହ୍ୟୁମାନ କିନ୍ତୁ ସ୍ତ୍ରୀଙ୍କୁ ବୁଝି ପାରିଲେ ନାହିଁ । ଧୀରେ ଧୀରେ ପାରିବାରିକ ବି-ବାଦ କୁହୁଳି କୁହୁଳି ନି-ଆଁରେ ପରିବର୍ତ୍ତନ ହେଲା ଆଉ ଶେଷରେ ନ୍ୟା-ୟ ପାଇଁ ପତ୍ନୀ ଶ୍ରେୟା ଡିସିପିଙ୍କ ନିକଟରେ ଅଭି-ଯୋଗ କରିଥିଲେ । କେବଳ ଏତିକି ନୁହେଁ ଦୁହେଁ ଏବେ ବି ମଧ୍ୟ ଚାହାଁନ୍ତି କି ଆପୋଷ ବୁଝାମଣାରେ ସବୁକିଛି ସମାଧାନ ହୋଇଯାଉ ।

ହେଲେ ହ୍ୟୁମାନ ଯଦି ଭଲ ପାଇବାର ସହିତ ଡାକିବେ ପତ୍ନୀ ଶ୍ରେୟା ନିହାତି ଭାବେ ତାଙ୍କ ପାଖକୁ ଫେରିଯିବେ ବୋଲି କହିଛନ୍ତି । କିନ୍ତୁ ଏହି ସବୁ ଭିତରେ ପତ୍ନୀ ଗଣମାଧ୍ୟମରେ ଆଣିଛନ୍ତି ଏକ ସାଙ୍ଘା-ତିକ ଅଭି-ଯୋଗ କହିଛନ୍ତି ସ୍ୱାମୀଙ୍କର ଅଛି ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଅଛି ଯାହାର ପ୍ରମାଣ ସେ ନିଜେ ବୋଲି ମଧ୍ୟ କହିଛନ୍ତି । ଗୋଟେ ପଟେ ଦୁହେଁ ସମାଧାନ ଚାହୁଁଥିବା ବେଳେ ଅନ୍ୟପଟେ ଦୁହେଁ ଦୁହିଁଙ୍କ ବିରୋ-ଧରେ ବି-ଷ ଓଗା-ଳି ବାରେ ଲାଗିଛନ୍ତି ।

ଆଉ ଏହାରି ଭିତରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଜି ପ୍ରେସମିଟ ଡାକିଛନ୍ତି । ତେବେ ସମସ୍ତଙ୍କ ଅପେକ୍ଷା ଆଉ କେଉଁ କଥା ଶ୍ରେୟା କହିବେ । ଆଉ କେଉଁ ସତ ଶ୍ରେୟା ଜନ ସାଧାରଣଙ୍କ ସାମ୍ନାକୁ ଆଣିବେ । ଦୁହେଁ ଆପୋଷ ବୁଝାମଣାରେ ସମାଧାନ ଚାହୁଁଛନ୍ତି ନା ଧୀରେ ଧୀରେ ଦୁହେଁ ଦୁହିଁଙ୍କ ବିରୋ-ଧରେ ବି-ଷ ଓଗାଳି ଘଟ-ଣାକୁ ଆହୁରି ଜଟିଳ କରୁଛନ୍ତି ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଉଙ୍କି ମା-ରୁଛି । ତେବେ ସମୟ କହିବ ଆଗକୁ ଘଟ-ଣା କେଉଁ ମୋ-ଡ଼ ନେବ ।

Leave a Reply

Your email address will not be published. Required fields are marked *