ମହିଳାଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିବାକୁ ପ୍ରଧାନ ଶିକ୍ଷକ କରୁଥିଲେ ବାଧ୍ୟ , ନ ଯିବାରୁ କଲେ ଚାକିରୀରୁ ବିଦା

ଜୀବନରେ ସ୍ଵାମୀର ସ୍ଥାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ସ୍ଵାମୀ ବିନା ଜୀବନ ରଙ୍ଗହୀନ ହୋଇଯାଏ । ତେବେ ଜଣେ ମହିଳା ଯାହାଙ୍କ ମୁଣ୍ଡ ଉପରୁ ସ୍ଵାମୀଙ୍କ ହାତ ଉଠି ଯାଇଛି , ସେ ଆଜି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଲୋକଙ୍କ ଆଗରେ ସେ ମୁହଁ ଦେଖାଇବା ପାଇଁ କୁଣ୍ଠାବୋଧ କରିଛନ୍ତି । କାହିଁକି ନା ତାଙ୍କୁ ପ୍ରଧାନ ଶିକ୍ଷକ ଦେଇଥିଲେ ଏମିତି ଧମକ ଆଉ ନ ମାନିବାରୁ ଆଜି କରି ଦେଲେ ଚାକିରୀରୁ ବାହାର । ମଣିଷର ଦେହର ଭୋ-କ ନ ମେଣ୍ଟି-ବାରୁ ମନର ରା-ଗ ବାହାର କରିଦେଲେ ।

ତେବେ ଏପରି ଏକ ଲ-ଜ୍ଜାକର ଘ-ଟଣା ଘ-ଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଗାଆଁରେ । ପ୍ରଧାନଶିକ୍ଷକ ନିଜ ଇଚ୍ଛା ନ ପୂରଣ କରି ପାରିବାରୁ ଚାକିରୀରୁ ମହିଳାଙ୍କୁ କରି ଦେଲେ ବାହାର । ତେବେ ସୂଚନା ଅନୁଯାୟୀ , ରାଧାମୋହନ ଜୀଉ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କର୍ମଚାରୀ ଭାବରେ କାମ କରୁଥିଲେ ଜଣେ ମହିଳା । ସ୍ଵାମୀଙ୍କ ଯିବା ପରେ ଘରକୁ ଚଳାଇବା ପାଇଁ ଆଉ ପେଟକୁ ଦୁଇ ମୁଥା ଦାନା ଦେବା ପାଇଁ ମହିଳା ଜଣକ ଗାଆଁ ସ୍କୁଲରେ ରୋଷେଇ କରୁଥିଲେ ଆଉ ନିଜ ପୁଅକୁ ମଧ୍ୟ ସେହି ସ୍କୁଲରେ ପାଠ ପଢ଼ାଉଥିଲେ ।

ଗତ କିଛି ଦିନ ତଳେ ତାଙ୍କୁ ତିନି ମାସର ଦରମା ନ ମିଳିବାରୁ ସେ ପ୍ରଧାନଶିକ୍ଷକ ନିକଟରେ ନିଜ ସମସ୍ୟା ଜଣାଇଥିଲେ । ତେବେ ପ୍ରଧାନଶିକ୍ଷକ ଆଲୋଚନା କରି ମହିଳାଙ୍କୁ ହଜାରେ ଟଙ୍କା ଆଣି ଦେବା ପାଇଁ କହିଥିଲେ , ଯାହା ଫଳରେ ତାଙ୍କ ବିଲ ପାସ୍ ହୋଇ ଯାଇପାରିବ । ତେବେ ମହିଳା ଜଣକ ପଇସା ନେଇ ପହଞ୍ଚିବାରୁ ସେ ନେବେ ନାହିଁ ବୋଲି କହିଥିଲେ । ଆଉ କହିଥିଲେ ରାତିରେ କାହାକୁ ନ ନେଇ ଏକୁଟିଆ ତାଙ୍କ ପାଖକୁ ଆସିଲେ ସେ ବିଲ୍ ପାସ୍ କରାଇ ଦେବେ ଆଉ ତାଙ୍କୁ ଚାକିରୀ ମଧ୍ୟ ମିଳିଯିବ ।

ତେବେ ମହିଳା ଜଣକ ତାଙ୍କ କଥାରେ ରାଜି ନ ହେବାରୁ ମହିଳାଙ୍କୁ ଚାକିରୀରୁ ବାହାର କରିଦେବା ସହିତ ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ସ୍କୁଲରେ ବହୁତ ମା-ଡ ମା-ରିଥିଲେ ଆଉ ହାତ ଭା-ଙ୍ଗି ଦେଇଥିଲେ । ପୁଅ ଆସି ମାଆକୁ ସବୁ କଥା କହିଲା ପରେ ମାଆ ଯାଇଥିଲେ ପ୍ରଧାନଶିକ୍ଷକଙ୍କୁ ଦେଖା କରିବା ପାଇଁ । ଆଉ ଉତ୍ତରରେ ପ୍ରଧାନଶିକ୍ଷକ ତାଙ୍କୁ କହିଥିଲେ କି , ଅନ୍ୟ ପିଲା ସହିତ ମା-ଡ଼ ଗୋ-ଳ କରିବା କାରଣରୁ ସେ ମା-ଡ଼ ଖାଇଛି । ତେବେ ଏ ନେଇ ମହିଳା ଥା-ନାରେ ଅଭି-ଯୋଗ କରିବା ସହିତ ନ୍ୟା-ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *