ଝିଅର ବିବାହ ପୂର୍ବରୁ ସମୁଦୀ ସହ ଫେ-ରାର ମାରିଲା ଝିଅର ମା ।

ମାଟିଏ ଝିଅ ବିବାହ କରିବା ପାଇଁ ଭାରି ଚିନ୍ତାରେ ରୁହେ । ବଢିଲା ଝିଅ ମୁଣ୍ଡ ଉପରେ ଥିଲେ ସମସ୍ତେ କୁହନ୍ତି କି ମା ଆଖିର ନିଦ ହଜିଯାଏ । ହେଲେ ଏଠାରେ କିନ୍ତୁ ଏକ ଭିନ୍ନ ଘ-ଟଣା ଘଟି ଯାଇଛି । ଯାହା ଶୁଣିଲେ ଆପଣ ବି ଚକିତ ନ ହୋଇ ରହି ପାରିବେ ନାହିଁ । ଝିଅର ପ୍ରେମ କରିବା ବୟସରେ ପ୍ରେମ କରୁଥିଲେ ମା । ହଁ ବନ୍ଧୁଗଣ ଏ ଶୁଣି ଆପଣଙ୍କୁ ହୁଏତ ଟିକେ ଅଡ଼ୁଆ ଲାଗୁିଥାଇ ପାରେ ମାତ୍ର ଏହା ସମ୍ପୂର୍ଣ୍ଣ ସତ । ସମୁଦୀ ପ୍ରେମରେ ଉବୁଟୁବୁ ହେଉଥିଲେ ଝିଅର ମା । ଆଉ ମାଙ୍କୁ ଏମିତି ଲାଗୁଥିଲା ଯେମିତି ସେ ସତରେ ସୁଇଟ 16 ।

ତେବେ ବନ୍ଧୁଗଣ ଆସନ୍ତୁ ପୁରା ଘ-ଟଣା ଉପରେ ନଜର ପକାଇବା । ଆଉ ପୁରା ଘ-ଟଣା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ଏବଂ ଆପଣ ବି କହିବେ ଏ ମା ନା ଆଉ କିଏ । ହଁ ଆଜ୍ଞା ଝିଅର ବିବାହ କରିବାକୁ ପରିବାରରେ ସମସ୍ତଙ୍କର ଚିନ୍ତା ଥିଲା । ତେଣୁ ଝିଅ ପାଇଁ ବର୍ ଖୋଜା ଚାଲିଥିଲା । ଝିଅ ଘର ଅନେକ ଜାଗା ପୁଅ ଦେଖିବାକୁ ଯାଉଥିଲେ । ଆଉ ପୁଅ ଘର ଲୋକ ମାନେ ଝିଅ ଦେଖିବାକୁ ଆସୁଥିଲେ । ଠିକ୍ ଏମିତି ଭାବରେ ଚାଲିଥିଲା ଝିଅ ପାଇଁ ବର ଖୋଜା । ଆଉ ଏହି ସମୟରେ ଏଇ ସୁନ୍ଦର୍ ଯୁବକଙ୍କ ସହିତ ଝିଅର ବିବାହ ଠିକ୍ ହେଲା ।

ମା ଯାଇଥିଲେ ଜ୍ବାଇଁ ଦେଖିବା ପାଇଁ । ଆଉ ମାଙ୍କର ଜ୍ବାଇଁ ପସନ୍ଦ ହେଉ ହେଉ ସମୁଦୀ ବି ପସନ୍ଦ ଆସିବାକୁ ଲାଗିଲେ । ତା ପରେ ବିବାହ ତାରିଖ ଯେତେ ଯେତେ ପାଖେଇ ଆସିଥିଲା ମାଙ୍କ ସମୁଦୀ ପ୍ରତି ପ୍ରେମ ସେତେ ବଢି ବଢି ଯାଉଥିଲା । ଆଉ ମା ସମୁଦୀଙ୍କ ସାଥିରେ ଡେଟ କରିବାକୁ ଲାଗିଲେ । ଚାରି ଆଡେ଼ ବୁଲା ବୁଲି କରୁଥିଲେ । ଏପଟେ ଝିଅର ବିବାହ ତାରିଖ ପାଖେଇ ଆସୁଥିବା ବେଳେ ଝିଅ ମଧ୍ୟ ଜ୍ବାଇଁଙ୍କ ସହିତ ବାର୍ତ୍ତାଳାପ କରୁଥିଲେ । ଆଉ ଠିକ୍ ଏହି ସମୟରେ ଝିଅ ଠୁ ଅଧିକ ମାଙ୍କ ପ୍ରେମକୁ ନେଇ ଚର୍ଚ୍ଚା ହେଲା ।

କାରଣ ଯେତେବେଳେ ବିବାହ ତାରିଖ ପାଖେଇ ଆସିଲା ସେତେବେଳେ ସମୁଦୀଙ୍କ ସାଥିରେ ଝିଅର ବିବାହ ପୂର୍ବରୁ ଫେ-ରାର ମାରିଲା ମା । ବାସ ଏହା ପରେ ସବୁ କିଛି ବଦଳି ଗଲା । ଏହି ଘଟଣାକୁ ନେଇ ଦୁଇ ପରିବାର ଚକିତ ହେଲେ । ଆଉ ଝିଅ ଘର ପକ୍ଷରୁ ମା ନିଖୋଜ ଥିବା ନେଇ ଥା-ନାରେ ଅଭି-ଯୋଗ କରିଥିଲେ । ହେଲେ ପରେ କଥା ସାମ୍ନାକୁ ଆସିଲା କି ସମୁଦୀ ସମୁଦୁନିଙ୍କ ପ୍ରେମରେ ହେଉଥିଲେ ଉବୁଟୁବୁ । ତେଣୁ ସେ ସମୁଦୀ ସାଥିରେ ମା-ରିଛନ୍ତି ଚ-ମ୍ପଟ ।

Leave a Reply

Your email address will not be published. Required fields are marked *