ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ , ଶୁଭଲକ୍ଷ୍ମୀଙ୍କ ମୋବାଇଲରୁ ମିଳିଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ବାର୍ ଗାର୍ଲ୍ କୁହା ଯାଉଥିବା ଶୁଭଲକ୍ଷ୍ମି ସାହୁଙ୍କ ମୃ-ତ୍ୟୁ ବିଷୟ । ସେଦିନ ହୋଟେଲ ରେ ନିଜେ ଆ-ତ୍ମହ-ତ୍ୟା କରିଥିଲେ ସେ ନା ତାଙ୍କୁ ଆଉ କିଏ ହ-ତ୍ୟା କରି ଟାଙ୍ଗି ଦେଇଥିଲା । ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ଉଙ୍କି ମା-ରିବା ପାଇଁ ଲାଗିଛି । ସେ କାହା ସହିତ ନିଜ ଇଚ୍ଛାରେ ହୋଟେଲ ଯାଇଥିଲେ ନା ତାଙ୍କୁ ଆଉ କିଏ ହୋଟେଲ ଯିବା ପାଇଁ ବାଧ୍ୟ କରିଥିଲା , ତାହାକୁ ନେଇ ପୋ-ଲିସ ତ-ଦନ୍ତ ଆରମ୍ଭ କରି ଦେଇଛି । ସବୁକଥା କେବେ ସାମ୍ନାକୁ ଆସିବ , ତାହାକୁ ନେଇ ପରିବାର ଲୋକ ଅନାଇ କରି ବସିଛନ୍ତି ।

ତେବେ ଏହା ମଧ୍ୟରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଶୁଣିବାକୁ ମିଳିଥିଲା ତାଙ୍କର ପୂର୍ବ ପ୍ରେମିକ ସଞ୍ଜୟ ଆଉ ଦ୍ୱିତୀୟ ପ୍ରେମିକ ଅନୀଲଙ୍କ ବିଷୟରେ । କିନ୍ତୁ ଏବେ ପୁଣିଥରେ ଆଉ ଏକ ପ୍ରେମିକଙ୍କ ବିଷୟରେ ଶୁଣିବାକୁ ମିଳିଛି । ସମସ୍ତଙ୍କୁ ଜେରା କରାଯାଇଛି କିନ୍ତୁ ସମସ୍ତେ ଏପରି କିଛି ଉତ୍ତର ଦେଇଛନ୍ତି , ଯାହା ଦ୍ଵାରା ପୋ-ଲିସ କିଛି ତ-ଦନ୍ତ ଆରମ୍ଭ କରି ପାରୁନାହିଁ । ଆଉ ସେମାନଙ୍କ ବିରୁ-ଦ୍ଧରେ କିଛି ବି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ପାରୁ ନାହିଁ ।

ଆଉ ଏବେ ପୋ-ଲିସ ହାତରେ ଧରା ପଡ଼ିଛି କିଛି ଖାସ୍ ପ୍ରମାଣ , ଯାହାକୁ ନେଇ ପୋ-ଲିସ ତ-ଦନ୍ତ କରିବା ଫଳରେ ସବୁ ସତ ସାମ୍ନାକୁ ଆସି ଯାଇପାରେ ବୋଲି ଅନୁମାନ କରାଯାଉଛି । ଆଉ ତାହା ହେଉଛି ଶୁଭଲକ୍ଷ୍ମୀଙ୍କ ମୋବାଇଲରୁ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ହାତକୁ ଆସିଛି । ଆଉ ଯେଉଁଥିରେ ଶୁଭଲକ୍ଷ୍ମୀଙ୍କ ସହିତ କିଏ ଅଛି , ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ । ତେବେ ଏଥିରୁ ଅନୁମାନ କରା ଯାଇପାରେ କି , ବୋଧ ହୁଏ ଏହି କାରଣ ପାଇଁ ଶୁଭଲକ୍ଷ୍ମୀଙ୍କୁ ବ୍ଲା-କମେ-ଲ କରା ଯାଉଥିଲା ।

ଆଉ ଯାହାକୁ ସହି ନ ପାରି ନିଜେ ଏପରି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ ଶୁଭଲକ୍ଷ୍ମୀ । ତେବେ ତାହା ତ ସମୟ କହିବ । ଏସବୁ ପଛରେ ମାଷ୍ଟର ମାଇଣ୍ଡ କିଏ ଥିଲେ , ଯାହାଙ୍କ ଟର୍ଚର ସହି ନ ପାରି ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଲେ ଆଉ ଯାହାକୁ ସହି ନ ପାରି ନିଜେ ଏପରି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ ଶୁଭଲକ୍ଷ୍ମୀ । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ପୋ-ଲିସର ତଦ-ନ୍ତରେ ଜଣା ପଡ଼ିଛି କି , ଶୁଭଲକ୍ଷ୍ମୀଙ୍କ ଫୋନ୍ ରେ ରହିଥିବା ସମସ୍ତ ମେସେଜ ଡିଲିଟ କରାଯାଉଛି , ଯାହାକୁ ରିକୋଭୋରି କରିବା ପାଇଁ ଚେଷ୍ଟା ଚଳାଇଛି ପୋ-ଲିସ ।

Leave a Reply

Your email address will not be published. Required fields are marked *