ଝିଅଟିକୁ ପଥର ଉପରେ କଚାଡି ଝୁଣି ପକେଇଲେ ନର ରାକ୍ଷସ , ଦେବ ଦୂତ ସାଜି ପହଞ୍ଚି କଲେ ଉ-ଦ୍ଧାର…

ନିଛାଟିଆ ସ୍ଥାନକୁ ବୁଲିବାକୁ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଚାରିଆଡ଼େ ବୁଲୁଛନ୍ତି ନର ରା-କ୍ଷସ । ଝିଅ ମାନଙ୍କ ଉପରେ ରହିଛି ସେମାନଙ୍କ ନଜର । ଝିଅ ମାନଙ୍କ ଶରୀରର ବାସ୍ନା ସେମାନଙ୍କୁ କରି ଦେଉଛି ପାଗଳ । ଝିଅ ମାନଙ୍କ ପାଇଁ ସେମାନେ କିଛି ବି କରିବାକୁ ରାଜି ହୋଇ ଯାଉଛନ୍ତି । ତେବେ ଏପରି କିଛି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଦେହ ଶୀତେଇ ଉଠିବ ।

ତେବେ ଏହି ଘ-ଟଣା ଚୌଦ୍ଵାର ଅଞ୍ଚଳର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ , ପ୍ରେମିକ ଏବଂ ପ୍ରେମିକା ଗୋଟିଏ ନିଛାଟିଆ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ଆଉ ସେଠାରେ ବହୁତ କମ୍ ଲୋକ ଉପସ୍ଥିତ ରହିଥିଲେ । ତେଣୁ ଆମେ ଆପଣଙ୍କୁ ପ୍ରଥମରୁ କହି ରଖୁଛୁ କି , ଏପରି ଅଞ୍ଚଳକୁ ବୁଲିବାକୁ ଯାଉଥିଲେ ସାବଧାନ ରୁହନ୍ତୁ ।

ଏହାପରେ ପ୍ରେମିକ ପ୍ରେମିକା ସେଠାରେ ବୁଲୁଥିଲେ ଆଉ ସେଲଫି ଉଠାଉ ଥିଲେ । କିନ୍ତୁ ହଠାତ୍ ଛଅ ଜଣ ନର ରା-କ୍ଷସ ଝିଅଟି ଉପରେ ଆକ୍ର-ମଣ କରିଥିଲେ ଆଉ ପୁଅଟିର ଗାଡ଼ି ଖରାପ କରି ଦେଇଥିଲେ । ତେବେ ଏହାପରେ ଝିଅଟିର ଡ୍ରେସ୍ ମଧ୍ୟ ଖୋଲି ଦେଇଥିଲେ ଆଉ ତାକୁ ପାଣିରେ ବୁଡାଇ ଥିଲେ ଆଉ ଉଠାଇ ଥିଲେ । ଆଉ ଦୁ-ଷ୍କର୍ମ କରିବେ ବୋଲି ଚେଷ୍ଟା ଚଳାଇ ଥିଲେ ।

କିନ୍ତୁ ଏହି ସମୟର ଭଗବାନ ହୋଇ ଉଭା ହୋଇଥିଲେ ଜଣେ ମଣିଷ ଯିଏକି ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇ ରୁହନ୍ତି ଆଉ ନାଆଁ ତାଙ୍କର ବାସୁଦେବ । ଏହି ସ୍ଥାନରେ ସେ ପହଞ୍ଚି ନର ରା-କ୍ଷସ ମାନଙ୍କ ଠାରୁ ସେହି ଝିଅକୁ ଉ-ଦ୍ଧାର କରିଥିଲେ । ଆଉ ସେମାନଙ୍କୁ ବହୁତ ମା-ଡ଼ ମା-ରିଥିଲେ । ଆଉ ଏହି ଭଳି ସ୍ଥାନକୁ କେବେ ମଧ୍ୟ ସେମାନଙ୍କୁ ଯିବାକୁ ମନା କରିଥିଲେ ।

Leave a Reply

Your email address will not be published. Required fields are marked *