ଝିଅକୁ ଶାଶୂ ଘରେ ଛାଡ଼ି ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ …

ବାପା ଆଉ ଝିଅର ସମ୍ପର୍କ , ସବୁଠାରୁ ନିଆରା ଆଉ ନିବିଡ ସଂ-ପର୍କ । ସେମାନଙ୍କ ସଂ-ପର୍କ ବିଷୟରେ କିଛି ଆଲୋଚନା କରାଯାଇ ପାରିବ ନାହିଁ କି ତୁଳନା କରାଯାଇପାରିବ ନାହିଁ । ବାପାର ଆତ୍ମା ଝିଅ ହୋଇଥିବା ବେଳେ ଝିଅର ଆତ୍ମା ହୋଇଥାନ୍ତି ବାପା । ତେବେ ଏପରି ପରିସ୍ଥିତିରେ ଥରେ ଚିନ୍ତା କରି ଦେଖନ୍ତୁ ତ ଯଦି ବାପାର କିଛି ହୋଇଯାଏ , ତେବେ ଝିଅର କଣ ହେବ ।

ସେ ନିଜକୁ କିପରି ସମ୍ଭାଳିବ ଆଉ କିପରି ନିଜ ବାପା ବିନା ବଞ୍ଚିବ । ତା ଜୀବନରେ ବାପାର ଜାଗା ଆଉ କେହି ନେଇ ପାରିବେ ନାହିଁ। ତେବେ ବାପା ଝିଅର ଏ କାହାଣୀ ମଧ୍ୟରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରୁ ଆଣି ଦେବ ଲୁହ । ଜଣେ ବାପାଙ୍କର ଚାଲି ଗଲା ଅକାଳରେ ଜୀବନ ଆଉ ସେପଟେ ଝିଅ ମୁଣ୍ଡ ବାଡେଇ ବାଡେଇ ନିଜ ବାପାଙ୍କୁ ଖୋଜିବାରେ ଲାଗିଛି ।

କୁହାଯାଏ ମୃ-ତ୍ୟୁ କେବେ କାହାକୁ ଖବର ଦେଇ ଆସି ନଥାଏ । ଠିକ୍ ସେହିପରି ଏହି କଥା ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଚାଲି ଗଲା ଜଣେ ବାପା ଆଉ ତାଙ୍କ ଭାଇଙ୍କ ଜୀବନ । ନିଜ ଝିଅକୁ ଶାଶୁ ଘରକୁ ଛାଡ଼ିବାକୁ ଯାଇଥିଲେ ଆଉ ଖୁସି ଖୁସିରେ ଜାଗର ମେଳା ଦେଖିବା ପାଇଁ ଅଟୋ ରେ ବାହାରି ପଡ଼ି ଥିଲେ । କିନ୍ତୁ କିଏ ଜାଣି ଥିଲା ଅଧା ବାଟରେ ଯମ ଅନାଇ ବସିଛି । ନେଇ ଯିବ ଅକାଳରେ ଜୀବନ ଆଉ କରିଦେବ ଘରକୁ ମ-ଶାଣି ।

ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ତେବେ ସୂଚନା ଅନୁଯାୟୀ , ଅନୁଗୁଳ ଜିଲ୍ଲା ବନ୍ତରା ଥା-ନା ଅନ୍ତର୍ଗତ ଖାଲ ଗାଆଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘ-ଟଣାରେ ଚାଲି ଯାଇଛି ତିନି ତିନି ଜଣକ ଜୀବନ । ଆଉ ଘର ହୋଇ ଯାଇଛି ପୁରାପୁରି ପୁରୁଷ ଶୁନ୍ୟ ।

ସୂଚନା ଅନୁଯାୟୀ , ପିତାମ୍ବର ପ୍ରଧାନ ନିଜ ପରିବାରର ଆଉ କିଛି ଲୋକଙ୍କ ସହିତ ଗତକାଲି ରାତିରେ ରାଇଗୁଡ଼ା ଅଞ୍ଚଳକୁ ନିଜ ଝିଅକୁ ଛାଡ଼ିବାକୁ ଯାଇଥିଲେ । ଝିଅକୁ ଶାଶୁ ଘରେ ଛାଡି ଦେଇ ଜାଗର ମେଳା ଦେଖିବା ପାଇଁ ଚଳ ଚଞ୍ଚଳ ହୋଇ ଉଠିଥିଲେ । ଏପରିକି ସାରା ଓଡ଼ିଶା ଯେତେବେଳେ ଶିବରାତ୍ରି ପାଇଁ ଖୁସି ହୋଇ ଉଠିଥିଲା

ସେତେବେଳେ ସେ ମଧ୍ୟ ନିଜ ଝିଅକୁ ଛାଡି ମେଳା ଦେଖିବା ପାଇଁ ବାହାରି ଯାଇଥିଲେ । କିନ୍ତୁ ଅଧା ବାଟରେ ଛକି ବସିଥିବା ଯମ ଧରି ନେଇଥିଲା ଆଉ ନେଇ ଯାଇଥିଲା ତିନି ଜଣଙ୍କୁ । ଅଧା ବାଟରେ ଏକ କାର ସହିତ ଦୁର୍ଘ-ଟଣା ଘଟି ଅଟୋ ସମ୍ପୂର୍ଣ୍ଣ ଭାବରେ ଓଲଟି ପଡ଼ିଥିଲା । ଆଉ ତା ମଧ୍ୟରେ ରହିଥିବା ତିନି ଜଣ ପୁରୁଷଙ୍କର ସାଙ୍ଗେ ସାଙ୍ଗେ ମୃ-ତ୍ୟୁ ହୋଇ ଯାଇଥିଲା । ଏପରିକି ଅଟୋ ଚାଳକଙ୍କର ମଧ୍ୟରେ ଘଟ-ଣା ସ୍ଥ-ଳରେ ମୃ-ତ୍ୟୁ ହୋଇ ଯାଇଥିଲା ।

କିନ୍ତୁ ଅଟୋ ମଧ୍ୟରେ ରହିଥିବା ମାଆ ଝିଅଙ୍କର ଜୀବନ ଅଳ୍ପକେ ଉ-ଦ୍ଧାର ହୋଇ ଯାଇଥିଲା । କିନ୍ତୁ ସେମାନଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଅନ୍ୟ ପକ୍ଷରେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ଆରମ୍ଭ କରିଥିଲା । ଅନ୍ୟ ପକ୍ଷରେ ମୃ-ତ ଶରୀର ଗୁଡ଼ିକୁ ବ୍ୟବ-ଛେଦ କରିବା ପାଇଁ ପଠାଇ ଦେଇଥିଲା । ତେବେ ବର୍ତ୍ତମାନ ଉକ୍ତ ପରିବାରର ସମସ୍ତେ ଭା-ଙ୍ଗି ପଡ଼ିଛନ୍ତି ।

ଘରର ଜଣେ ମୂରବୀକୁ ହରାଇ ଦେଇ ସମସ୍ତେ ନିଜକୁ ଆଉ ସମ୍ଭାଳି ପାରୁ ନାହାଁନ୍ତି । ବିଧିର ବିଧାନ କାହିଁକି ଏପରି ଲେଖା ଥିଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ନିଜ ବାପାଙ୍କୁ ହରାଇ ଝିଅ ନିଜକୁ କ୍ଷ-ମା କରି ପାରୁ ନାହିଁ । ସତରେ ଯେମିତି ତାର ପାଇଁ ବାପାର ଜୀବନ ଚାଲି ଗଲା ବୋଲି ସେ ଛାତି ବାଡେଇ ବାଡେଇ କହିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *