ସ୍ୱାମୀ ବିବେକାନନ୍ଦଙ୍କ ବହି ମାଗି ପଢୁଛି ଗୋପାଳ । ବେଳେବେଳେ ଗୀତ ଗାଉଛି ଗୋପାଳ ।

ଅନେକ ଦିନ ଧରି ସାରା ଓଡ଼ିଶାର ଚର୍ଚ୍ଚିତ ଚେହେରା ହୋଇ ରହିଥିବା ଗୋପାଳକୁ ନେଇ ସବୁ ଦିନ କିଛି ନା କିଛି ନୂଆ କଥା ଆସି ପହଞ୍ଚି ଯାଉଛି । ସବୁବେଳେ ଆଉ ସବୁ କଥା ଅପଡେଟ ଲୋକଙ୍କ ପାଖରେ ତାକୁ ନେଇ ରହିଛି । ସେ କେଉଁଠି ରହିଛି , କଣ ଖାଉଛି ଆଉ ଆଜି ତାକୁ ନେଇ କେଉଁ ତ-ଦନ୍ତ କରାଗଲା ସବୁ ଲୋକଙ୍କ ପାଖରେ ତାଜା ଖବର ହୋଇ ରହିଛି ।

ପ୍ରତିଦିନ ତା ବାବ-ଦରେ ଅନେକ ନୂଆ ନୂଆ କଥା ଶୁଣିବାକୁ ମିଳିଛି । ତାର ସବୁ କାର୍ଯ୍ୟ କଳାପ ଉପରେ ନଜର ରଖା ଯାଇଛି ଆଉ ସବୁ ଜିନିଷକୁ ସଠିକ୍ ଭାବରେ ତଦାରଖ କରାଯାଉଛି । ସେ ଜେଲ ପରିସର ମଧ୍ୟରେ କଡା ସିସି ଟିଭି ବଳୟ ମଧ୍ୟରେ ରହିଥିବା କଥା ଆପଣ ସମସ୍ତେ ଜାଣି ସାରିଥିବେ । ତେବେ ବର୍ତ୍ତମାନ ସମୟରେ ଆଉ କିଛି ନୂଆ କଥା ସାମ୍ନାକୁ ଆସିଛି।

ଗୋପାଳ ବାବ-ଦରେ ଏପରି କଥା ଶୁଣିବା ପୁରାପୁରି ନୂଆ । କାହିଁକି ନା ଏପରି ଖବର ବିଷୟରେ ଆମେ ଆଗରୁ ଶୁଣିବାକୁ ପାଇ ନଥିଲୁ । ତେବେ ବର୍ତ୍ତମାନ ସମୟରେ ଯେଉଁ କଥା ଆସି ପହଂଚି ଯାଇଛି , ତାହା ଶୁଣିବା ପରେ ଆପଣଙ୍କୁ ଟିକିଏ ଛନକା ପଶି ପାରେ । ସତରେ କଣ ଜଣେ ନର ହ-ତ୍ୟାକା-ରୀ ହଠାତ୍ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ପାଲଟି ଗଲା , ସମସ୍ତେ ତାକୁ ନେଇ ଆଲୋଚନା କରିବାରେ ଲାଗିଛନ୍ତି ।

ତେବେ ଆଜ୍ଞା ହଁ କାଲିର କଥା ଶୁଣିବା ପରେ ସମସ୍ତେ ଟିକିଏ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସତରେ କଣ ଜଣେ ନର ହ-ତ୍ୟାକା-ରୀ ଏପରି ବି କାମ କରିପାରେ । ତା ଭିତରେ କଣ ଏପରି ବି ଚେହେରା ରହିଛି ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ଆଜ୍ଞା ହଁ ଆମେ ଯାହା କହୁଛୁ ପୁରାପୁରି ସତ କହୁଛୁ ।

ଚୌଦ୍ଵାର ଜେ-ଲ ପରିସରର ୩ ନମ୍ୱର୍ ସେଲ ମଧ୍ୟରେ ରହିଥିବା ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଗୋପାଳକୁ ନେଇ ଏପରି କିଛି କଥା ଶୁଣିବା ପରେ ବର୍ତ୍ତମାନ ସମସ୍ତେ ନିସ୍ତବ୍ଧ ହୋଇ ଯାଇଛନ୍ତି । ଜଣେ ନର ହ-ତ୍ୟାକା-ରୀ ହଠାତ୍ କିପରି ଠାକୁର ଭକ୍ତ ହୋଇଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ।

ତେବେ ଆପଣ ସମସ୍ତେ ଜାଣି ଥିବେ ଯେ , ଗତକାଲି ଶିବରାତ୍ରି ଥିଲା ଆଉ ଏହି ଶିବରାତ୍ରି ପାଇଁ ସମସ୍ତେ ଓଷା ମଧ୍ୟ କରୁଥିଲେ। ତେବେ ଏହାରି ମଧ୍ୟରେ ଗୋପାଳ ମଧ୍ୟ ଜେ-ଲ ଭିତରେ ରହି ଓଷା କରିଥିଲା ଆଉ ଦିନ ଯାକ କିଛି ନ ଖାଇ ରାତିରେ ଫଳ ଖାଇ ଓଷା ଭାଙ୍ଗି ଥିଲା । ତେବେ ଖାଲି ଏତିକି ନୁହେଁ , ମଝିରେ ମଝିରେ ସ୍ଵାମୀ ବିବେକାନନ୍ଦଙ୍କ ବହି ମଗାଉଛି ଗୋପାଳ ଆଉ ସେଗୁଡିକ ପଢିବାରେ ଲାଗିପଡିଛି ସେ । ସମସ୍ତେ ତାର ଏପରି କାର-ନାମା ଦେଖି ଆଶ୍ଚର୍ଯ୍ୟ ।

ତେବେ ଆହୁରି ମଧ୍ୟ ଦେଖିବାକୁ ମିଳିଛି କି , ଗୋପାଳ ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରିବାରେ ମଧ୍ୟ ଲାଗି ପଡ଼ିଛି । ତେବେ ହଠାତ୍ ଜଣେ ନର ହ-ତ୍ୟାକା-ରୀ ମଧରେ ଏତେ ପରିବର୍ତ୍ତନ ଦେଖି ସମସ୍ତେ ଚମକି ପଡୁଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ଦେଖା ଯାଉ ଆଉ କେତେ ଦିନ ପର୍ଯ୍ୟନ୍ତ ଏପରି କାରନାମା କରିବାରେ ଲାଗିଛି ଗୋପାଳ । ତେବେ ଅନ୍ୟ ପକ୍ଷରେ ଜେ-ଲ ପରିସର ମଧ୍ୟରେ ତା ଉପରେ କଡା ନଜର ରଖାଯିବା ସହିତ ତାର ସବୁ ଜିନିଷ ଉପରେ ନଜର ରଖାଯାଇଛି ।

ତାର ଖାଇବା ପିଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଜେଲ ତରଫରୁ ଯେପରି କିଛି ଅସୁବିଧା ନ ହେଉ , ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଦିନ ଯେତେ ଗଡି ଗଡି ଚାଲିଛି , ନବ ଦାସ୍ ହ-ତ୍ୟା କା-ଣ୍ଡ ମାମ-ଲାରେ ଗୁମର ଫି-ଟିବା ତ ଦୂରର କଥା ଲିଭି ଲିଭି ଚାଲିଛି ।

Leave a Reply

Your email address will not be published. Required fields are marked *