ଗୋପାଳ ମୋ ବାପା ତୋର କଣ ଦୋଷ କରିଥିଲେ ଉତ୍ତର ଦେ ? କାହିଁକି ତୁ ତାଙ୍କୁ ମାରିଲୁ ?

ନବ ଦାସଙ୍କ ମୃ-ତ୍ୟୁକୁ ସିନା ଅନେକ ଦିନ ବିତି ଯାଇଛି ହେଲେ ଝିଅ ଦୀପାଳି କିନ୍ତୁ ମନେ ମନେ ଗୁମୁରି ଗୁମୁରି କା-ନ୍ଦୁଛନ୍ତି । ଦୀପାଳି କା-ନ୍ଦୁଛନ୍ତି ଆଉ ଗୋପାଳକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି ମୋ ବାପା ତୋର କଣ କରିଥିଲେ । ମୋ ବାପା ତୋର କି ଦୋ-ଷ କରିଥିଲେ ତୁ କାହିଁକି ମୋ ବାପାଙ୍କୁ ମା-ରିଦେଲୁ। ତୁ କାହିଁକି ଗୋପାଳ ଆମ ପରିବାରକୁ ଉଚ୍ଛନ୍ନ କରିଦେଲୁ । ତୁ ଜାଣିଛୁ ଗୋପାଳ ମୋ ବାପା ଆମକୁ ଛାଡି ଯିବା ଦିନ ଠାରୁ ଆମେ ଆମ ବାପାଙ୍କ ବିନା କେମିତି ରହୁଛୁ ।

ଆମେ ଆମ ବାପାଙ୍କ ବିନା କେମିତି ସମୟ କା-ଟୁଛୁ । ଛାଡ଼ ତୁ କଣ ବିଝୁବୁ ଏ କଥା । ତୁ ଯଦି ଆମ କଥା କି ଆମ ପରିବାର କଥା ଟିକେ ହେଲେ ବି ଭାବି ଥାନ୍ତୁ ତୁ କଣ ଆମ ବାପାଙ୍କୁ ଏମିତି ସର୍ବ ସମ୍ମୁଖରେ ମା-ରିଦେଇ ଥାନ୍ତୁ । ଗୋପାଳ ତୁ ଯାହା କଲୁ କିଛିବି ଠିକ କଲୁନିରେ । ତୁ ଗୋଟେ ପରିବାରକୁ ଉଜାଡ଼ି ଦେଲୁ । ଆମ ଠୁ ଆମ ବାପାଙ୍କୁ ଛଡାଇ ନେଲୁ । ବନ୍ଧୁଗଣ ନବ ଦାସଙ୍କ ମୃ-ତ୍ୟୁ ପରେ ଝିଅ ଦୀପାଳି ନବ ଦାସଙ୍କୁ ମନେ ପକାଇ ବହୁତ କା-ନ୍ଦୁଛି । ମନେ ମନେ କାନ୍ଦୁଛନ୍ତି। ଗୁମୁରି ଗୁମୁରି କା-ନ୍ଦୁଛନ୍ତି । କାରଣ ସାଧାରଣତ ଝିଅ ମାନେ ବାପାଙ୍କର ବହୁତ ଗେଲ୍ହା ହୋଇଥିବା ବେଳେ ଝିଅ ଦୀପାଳି ବି ନବ ଦାସଙ୍କର କୁଆଡେ ଖୁବ ଗେଲ୍ହା ଝିଅ ଥିଲେ ।

ଆଉ ସେଥିପାଇଁ ବାପାଙ୍କ ଚାଲିଯିବା ପରେ ଝିଅ ବାପାଙ୍କୁ ବହୁତ ମନେ ପକାଇ କାନ୍ଦୁଛନ୍ତି । ଆଉ ଗୋପାଳକୁ ପ୍ରଶ୍ନ କରିଛନ୍ତି କି ମୋ ବାପାଙ୍କର କି ଭୁଲ ଏମିତି ଥିଲା ଯେ ତୁ ମୋ ବାପାଙ୍କୁ ମା-ରିଦେଲୁ। ମୋ ବାପା ତ କାହାର କିଛି କ୍ଷ-ତି କରି ନଥିଲେ । ହେଲେ ତୁ କାହିଁକି ଏମିତି କରିଲୁ । ମୋ ବାପା ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରୁଥିଲେ । ଗରିବଙ୍କ ସୁଖ ଦୁଃ-ଖର ସାଥି ଥିଲେ ହେଲେ ବି ତୁ କାହିଁକି ଏମିତି କରିଲୁରେ ଗୋପାଳ କେଉଁ ଭୁଲ ପାଇଁ ତୁ ତାଙ୍କୁ ଏମିତି ଶାସ୍ତି ଦେଲୁ । କି ଦୋ-ଷ ଥିଲା ମୋ ବାପା ଙ୍କର କହିଲୁନି ହେଲେ ଏକା ଥରେ ତାଙ୍କ ଜୀବନ ନେଇଗଲୁ ।

ତୁ କଣ ଏମିତି କରିକି ଠିକ କଲୁ । ତୁ କଣ ଗୁ-ଳି କରି ତାଙ୍କୁ ହ-ତ୍ୟା କରିବା ତୋର ଠିକ ଥିଲା । ସେ ତୋର କି ଦୋ-ଷ କରିଥିଲେ ଉତ୍ତର ଦେ ଗୋପାଳ ତୁ ମତେ ଉତ୍ତର ଦେ । ବନ୍ଧୁଗଣ ଆଜି ଏମିତି ମନେ ମନେ ମନ୍ତ୍ରୀ ନବ ଦାସଙ୍କ ଝିଅ ଗୋପାଳକୁ ଅନେକ ପ୍ରଶ୍ନ କରୁଥିବେ । କାହିଁକି କଣ ପାଇଁ ଗୋପାଳ ଏମିତି କା-ଣ୍ଡ ଭିଆଇଲା ତାକୁ ନେଇ ମଧ୍ୟ ଝିଅ ଦୀପାଲିଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମା-ରୁଛି ।

ଆଉ ସେପଟେ ଝିଅ ସବୁଦିନ ବାପାଙ୍କୁ ଝୁରି ହେଉଛନ୍ତି। କାରଣ କିଛି ଦିନ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ସାଥିରେ ଝିଅ ଦୀପାଳି ମଧ୍ୟ କିଛି ସଭା ସମିତିରେ ଯୋଗ ଦେବାର ଦୃ-ଶ୍ୟ ଦେଖିବାକୁ ମିଳିଥିଲା । ଆଉ ବାପା ଯେ ଏମିତି ଦିନେ ଚାଲିଯିବେ ତାହା ଦୀପାଳିର ଚିନ୍ତାର ବାହାରେ ଥିଲା କାରଣ ଯେଉଁ ଦିନ ଗୋପାଳ ନବ ଦାସଙ୍କ ଛାତିକୁ ଗୁ-ଳି କରି ତାଙ୍କୁ ହ-ତ୍ୟା କରିଥିଲା ସେହି ଦିନ ହିଁ ନବ ଦାସ ଏକ ସଭାରେ ଯୋଗ ଦେଇଥିଲେ । ଆଉ ଭାଷଣ ଦେବା ସମୟରେ ଅନେକ ଭଲ ଭଲ କଥା ମଧ୍ୟ କହିଥିଲେ । ସେଥିପାଇଁ ଝିଅ ଦୀପାଳି ବାପାଙ୍କୁ ପ୍ରତି ମୁହୂର୍ତ୍ତରେ ମନେ ପକାଇ ଲୁ-ଚି ଲୁ-ଚି କା-ନ୍ଦୁଥିବା ଲୋକେ ଆଲୋଚନା କରୁଛନ୍ତି ।

ହେଲେ ଏହାରି ଭିତରେ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ଅନେକ ଦିନ ବିତି ଯାଇଥିବା ବେଳେ ଆଜି ବି ନବ ଦାସଙ୍କ ମୃ-ତ୍ୟୁ ଉପରୁ ପରଦା ହଟି ନାହିଁ । କାରଣ ନବ ଦାସଙ୍କ ମୃ-ତ୍ୟୁର କାରଣ ତାଙ୍କ ଝିଅ କହିଛନ୍ତି କି କ୍ରାଇମବ୍ରାଞ୍ଚ ର ତ-ଦନ୍ତ ପରେ ହିଁ ସ୍ପଷ୍ଟ ହୋଇଯିବ । ହେଲେ କେବେ ଆଉ ନବ ଦାସଙ୍କ ମୃ-ତ୍ୟୁର ରହସ୍ୟ କ୍ରାଇମବ୍ରାଞ୍ଚ ଉନ୍ମୋଚନ କରିବ ତାହା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର । ତେବେ ଦେଖିବାକୁ ବାକି ରହିଲା କେବେ ଉଠିବ ନବ ଦାସଙ୍କ ମୃ-ତ୍ୟୁ ଉପରୁ ପରଦା ।

Leave a Reply

Your email address will not be published. Required fields are marked *