ଭ-ଣ୍ଡ ବାବା ଭିମାନନ୍ଦ , ୬୦୦ ରୁ ଅଧିକ ଝିଅଙ୍କୁ ଲଗାଇ ଥିଲା ବେ-ଶ୍ୟା କାମରେ

ଜଣେ ଭ-ଣ୍ଡ ବାବା , ଯିଏ ନିଜର ଆସର ସବୁଆଡେ ଜମାଇ ଦେଇଥିଲେ । ସେ ହେଉଛନ୍ତି ବାବା ଭିମାନନ୍ଦ । ଦିନ ଆରମ୍ଭରୁ ଅର୍ଥାତ୍ ୧୯୮୮ ମସିହାରେ ଦିଲ୍ଲୀର ଗୋଟିଏ ପଞ୍ଚ ତାରକା ହୋଟେଲ ଆଗରେ ଛିଡା ହୋଇ ସିକ୍ୟୁରିଟି ଗାର୍ଡର କାମ କରୁଥିଲା । ଆଉ ଏତେ ବଡ ବଡ ଲୋକଙ୍କୁ ଦେଖି କେବେ ନିଜେ ସେମିତି ଧନୀ ହେବ ବୋଲି ଭାବୁଥିଲା । ତେବେ ସିକ୍ୟୁରିଟି ଗାର୍ଡ ଭାବରେ ଅଧିକ ଟଙ୍କା ନ ରୋଜଗାର କରି ପାରିବାରୁ ଆଗ୍ରାରେ ଯାଇ ଏକ ହୋଟେଲରେ କାମ କରିଥିଲେ ।

କିନ୍ତୁ ସେଠାରେ ମନ ନ ଲାଗିବାରୁ ପୁଣି ଦିଲ୍ଲୀ ଫେରି ଆସିଲେ । ଆଉ ଏକ ମସାଜ ସେଣ୍ଟର ରେ କାମ କରିଲେ ଏବଂ ଆଖ ପାଖରେ ରହିଥିବା ବାବା ମାନଙ୍କ ସହିତ ସ-ମ୍ପର୍କ ବଢାଇଲେ । ଆଉ ଦେଖିଲେ ଏଥିରେ ଟଙ୍କା କମାଇବା ଭାରି ସହଜ । ଏହାପରେ ନିଜ ନାମ ବଦଳାଇ ଦିଅନ୍ତି ଶିବ ମୂର୍ତ୍ତି । ଏହାସହିତ ପ୍ରବଚନ ମଧ୍ୟ ଆରମ୍ଭ କରନ୍ତି । ଧିରେ ଧିରେ ଲୋକଙ୍କ ଆସିବା ଆରମ୍ଭ ହୋଇ ଯାଇଥିଲା । କିଛି ଲୋକଙ୍କ ଇଚ୍ଛା ପୂରଣ ହୋଇ ଯାଉଥିଲା ଆଉ କିଛି ଲୋକଙ୍କର ବି ହେଉ ନଥିଲା ।

ଏହିପରି ଭାବରେ ଲକ୍ଷ ଲକ୍ଷ ଟଙ୍କା କମାଇବାକୁ ଲାଗିଥିଲା ବାବା। ୧୯୯୭ ମସିହାରେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଥିଲା ଏହି ବାବା । ଏହାପରେ ଦିଲ୍ଲୀ ପୋଲି-ସର ନଜର ବାବା ପରେ ପଡ଼ିଲା ଆଉ ବାରମ୍ବାର ଗି-ରଫ ହୋଇ ଫେରି ଆସୁଥିଲା ବାବା । ଏହିପରି ଭାବରେ ପୋ-ଲିସ ଉପରୁ ମଧ୍ୟ ଭ-ୟ ଉଠିଗଲା ବାବାର । ଏହା ପରେ ଦିଲ୍ଲୀର ଆଉ ଗୋଟିଏ ଜାଗାକୁ ଯାଇ ନିଜ ନାମ ବଦଳାଇ ଦିଏ ବାବା ଆଉ ରଖିଦିଏ ଭିମାନନ୍ଦ। ସେଠାରେ ଧିରେ ଧିରେ ବଡ ବଡ ଲୋକ ଆସିବା ଆରମ୍ଭ କରି ଦିଅନ୍ତି ଆଉ ଲକ୍ଷ ଲକ୍ଷ ଟଙ୍କା ଦିଅନ୍ତି ।

ଏହିପରି ଭାବରେ ବାବା ନିଜର ଏକ ଆଶ୍ରମ ଖୋଲନ୍ତି ଆଉ ସେଠାରେ ଅନେକ ଝିଅ ମାନଙ୍କୁ ଚାକିରି ଦେବା ଆରମ୍ଭ କରନ୍ତି । ଏପରିକି ବାବା ଟଙ୍କା ପାଇଁ ଦିନରେ ପ୍ରବଚନ ଆଉ ରାତିରେ ଝିଅ ମାନଙ୍କୁ ବେ-ଶ୍ୟା କାମରେ ଲଗାଇବାକୁ ଆରମ୍ଭ କରନ୍ତି। ଏହିପରି ସେ ୬୦୦ ରୁ ଅଧିକ ଝିଅଙ୍କୁ ବେ-ଶ୍ୟା କାମରେ ଲଗାଇ ଦେଇଥିଲେ । ତେବେ ୨୦୦୩ ମସିହାରେ ପୋଲି-ସର ନଜର ପଡ଼ିଥିଲା ବାବା ଉପରେ । ଆଉ ବାବାଙ୍କ ଆଶ୍ରମର ଜଣେ ଝିଅ ଯାଇ ମଧ୍ୟ ପୋ-ଲିସ ଆଗରେ ସବୁ କଥା କହି ଦିଅନ୍ତି । ତେବେ ବର୍ତ୍ତମାନ ଜେ-ଲ ମଧ୍ୟରେ ଦିନ କା-ଟୁଛନ୍ତି ବାବା ଜଣକ ।

Leave a Reply

Your email address will not be published. Required fields are marked *