ଘରେ କେହି ନଥିବା ବେଳେ ବୋହୂକୁ ଦୁ-ଷ୍କର୍ମ କଲା ଶ୍ୱଶୁର । ଆଉ ସ୍ୱାମୀ ଜାଣିବା ପରେ ଯାହା କଲା ……….

ଆଜିକାଲିକା ସମୟରେ ମହିଳା ମାନଙ୍କୁ ଅସଦା-ଚରଣ , ଯୌ-ନ ଉତ୍ପୀଡ଼ନ ଭଳି ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । କେଉଁଠି ଦୁଷ୍କ-ର୍ମକାରୀ ଜେଲରେ ନରହି ଆରାମରେ ବାହାରେ ବୁଲୁଛି । ପୁଣି କେଉଁଠି ପୀଡ଼ିତା ଯଦିବି ନିଜର ନ୍ୟା-ୟ ପାଇଁ ଲ-ଢ଼ିବାକୁ ଯାଉଛି , ସେଠାରେ ତାକୁ ଅନ୍ୟ ମାନଙ୍କର ଖରାପ ନଜରର ଶି-କାର ହେବା ସହିତ ନ୍ୟା-ୟ ପାଇବା ଆଶାରେ ସାରା ଜୀବନ କିମ୍ବା କେବେ କେବେ ଅନେକ ମହିଳା ଆଶା ଛାଡ଼ିଦେଇ ଆ-ତ୍ମହ-ତ୍ୟା ମଧ୍ୟ କରି ଦେଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଜଣେ ମହିଳା କିଛି ଏପରି ଅଭି-ଯୋଗ କରିଛନ୍ତି ନିଜ ସ୍ୱାମୀ ଏବଂ ନିଜ ଶ୍ୱଶୁର ନାମରେ ତାହା ଶୁଣିଲେ ଆପଣବି ମୁଣ୍ଡରେ ହାତ ଦେବେ ।

କହିରଖିବୁ ଯେ ମହିଳା ଜଣକ ଉତ୍ତରପ୍ରଦେଶର ଅଟନ୍ତି । ମହିଳା ଜଣକ ନିଜ ଶାଶୁ ଘରେ , ସ୍ୱାମୀ ଏବଂ ଶାଶୁ ଶ୍ୱଶୁର ପରିବାର ନେଇ ରହୁଥିଲେ । କିନ୍ତୁ ଦିନେ ଘରେ ସ୍ୱାମୀ ଏବଂ ଶାଶୁ ଘରେ ନଥିବା ସମୟରେ ମହିଳା ଜଣକ ରୁମରେ ଏକୁଟିଆ ଶୋଇଥିବା ସମୟରେ ଶ୍ୱଶୁର ତାଙ୍କ ରୁମକୁ ପଶି ଜୋର ଜବ-ରଦସ୍ତ ନିଜ ବୋହୂକୁ ଦୁ-ଷ୍କର୍ମ କରିଥିଲେ ।

ଆହୁରି ଦୁଃ-ଖର ବିଷୟ ଏହା ଯେ ମହିଳା ଜଣକ ଗର୍ଭବତୀ ଥିଲେ । ତେବେ ଏହି ଘ-ଟଣା ପରେ ଭ-ୟଭୀ-ତ ହୋଇ ଏବଂ ଲୋକ ଲ-ଜ୍ଜ୍ୟା ଭ-ୟରେ ମହିଳା ଜଣଙ୍କ ଏହି ବିଷୟରେ ନିଜ ସ୍ୱାମୀ କିମ୍ବା ଅନ୍ୟ କାହାକୁ ମଧ୍ୟ କହି ନଥିଲେ । କିନ୍ତୁ ପରେ ମହିଳା ଜଣକ ସାହସ କରି ନିଜ ସ୍ୱାମୀଙ୍କୁ ସବୁ କଥା କହିଥିଲେ ।

ଦୁଃ-ଖଦ କଥା ଏହା ଯେ ସ୍ତ୍ରୀ ଠାରୁ ସ୍ୱାମୀ ଏହି ବିଷୟରେ ଶୁଣିବା ପରେ ସ୍ତ୍ରୀର ସପୋର୍ଟ କରି ନଥିଲା ବରଂ ସ୍ତ୍ରୀକୁ ନିଜ ବାପାର ସ୍ତ୍ରୀ ବୋଲି କହି , ନାନା ପ୍ରକାରର ଗା-ଳି ଗୁ-ଲଜ କରି ଘରୁ ତଡ଼ି ଦେଇଥିଲା । ମହିଳା ଜଣକ ଅନେକ ବୁଝାସୁଝା ଏବଂ ନେହୁରା ହେବା ପରେବି ସ୍ୱାମୀ ସ୍ତ୍ରୀକୁ ଘରକୁ ଫେରାଇ ଆଣି ନଥିଲା ।

ଆଉ ଯେଉଁ କାରଣରୁ ବାଧ୍ୟହୋଇ ମହିଳା ଜଣକ ଏଭଳି ଅଭି-ଯୋଗ କରିଥିବା ଦର୍ଶାଇଛନ୍ତି । ଯାହାର ଆଧାରରେ ପୋ-ଲିସ ଅଭି-ଯୁକ୍ତ ଶ୍ୱଶୁର ଏବଂ ସ୍ୱାମୀକୁ ଗି-ରଫ କରିବା ସହିତ କୋର୍ଟରେ ଜଜ୍ ଙ୍କ ନିକଟରେବୟାନ ରେ-କର୍ଡ଼ କରାଯାଇଛି । ତେବେ କହି ରଖିବୁ ଯେ ଯଦି ଏହି ମାମ-ଲା ଉପରେ କୌଣସି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରା ନଯାଏ ତେବେ ଏଭଳି ସମସ୍ୟା ଆଗରୁ ଆହୁରି ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *