ଛୋଟ ଶିଶୁ ପୁଅକୁ ଧରି ବଡ଼ଦାଣ୍ଡରେ ଦୌଡ଼ିଲେ ପରିବାର ଲୋକେ । କାରଣ ଜାଣି ହେବେ ଆଶ୍ଚର୍ଯ୍ୟ ।

ପୁରୀ ବଡ଼ଦାଣ୍ଡରେ ଭିଡ଼ ବିଷୟରେ ତ ସମସ୍ତେ ଶୁଣିଥିବେ କିମ୍ବା ଏହି ସ୍ଥାନରେ କାହା ଉପରେ ଆକ୍ର-ମଣ ହେବା ଘ-ଟଣା ଆପଣ ଜାଣିଛନ୍ତି କି ? ଏହି ଘ-ଟଣା କେବଳ ଯେ ବର୍ତ୍ତମାନ ଉଠୁଛି ତାହା ନୁହେଁ , ଆଗରୁ ମଧ୍ୟ ଲୋକଙ୍କ ପକ୍ଷରୁ ଦାବି ହୋଇଥିବା ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁର ଏବଂ ମାଙ୍କଡ଼ ମାନଙ୍କ ଠାରୁ ଲୋକଙ୍କୁ ସୁର-କ୍ଷା ଦେବା କଥା । ଆଉ ଏହି କାରଣରୁ ବର୍ତ୍ତମାନ ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି । ଯେଉଁ ସ୍ଥାନକୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଆନ୍ତି । ସେହି ସ୍ଥାନରେ ଜଣେ ଶିଶୁ ପୁତ୍ର ଉପରେ ଭ-ୟଙ୍କର ଆକ୍ର-ମଣ କରିଛି ବୁଲା କୁକୁରଟିଏ ।

ଆଉ ଯେଉଁ କାରଣରୁ ପରିବାର ଲୋକେ ପିଲାଟିକୁ ଧରି ଦୌଡ଼ି ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି କିଛି ଲୋକ ବୁଝିପାରି ନଥିଲେ । ସୂଚନା ଅନୁଯାୟୀ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଏହି ଶିଶୁ ପୁତ୍ର ସହିତ ଶ୍ରୀମନ୍ଦିର ଭିତରକୁ ଦର୍ଶନ କରିବାକୁ ଯାଉଥିବା ବେଳେ ସିଂହଦ୍ଵାର ସମ୍ମୁଖ ଏକ ବ୍ୟାରିଗେଟ ଭିତରକୁ ପଶି ଯାଇଥିବା ଏକ ବୁଲା କୁକୁର ଏହି ଶିଶୁ ପୁତ୍ରଙ୍କୁ ଆତ-ଙ୍କିତ ଭାବରେ କା-ମୁଡ଼ି ପକାଇ ଥିଲା ଏବଂ ତାର ମୁହଁକୁ ର-କ୍ତାକ୍ତ କରି ପକାଇ ଥିଲା । ତେବେ ତୁରନ୍ତ ପରିବାର ଲୋକେ ବୁଲା କୁକୁରକୁ ପି-ଟିବା ସହିତ ଶିଶୁ ପୁତ୍ରକୁ ଉ-ଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଦୌଡ଼ିଥିଲେ ।

ସିଂହଦ୍ଵାର ଭିତରେ ଏବଂ ବାହାରେ କୁକୁର ଏବଂ ମାଙ୍କଡ଼ ମାନଙ୍କର ଦୌରାତ୍ମ୍ୟରେ ଶ୍ରଦ୍ଧାଳୁ ମାନେ ଅତିଷ୍ଠ ହୋଇଗଲେଣି । ବିଶେଷ କରି ଛୋଟ ପିଲାଙ୍କୁ ଧରି ଶ୍ରୀମନ୍ଦିରକୁ ଯିବାକୁ ସେମାନେ ଆଉ ସୁର-କ୍ଷିତ ମଣୁ ନାହାଁନ୍ତି । ୨୦୧୬ ଡିସେମ୍ବର ୧ ତାରିଖରେ ପୁରୀ କୁମ୍ଭାରପଡ଼ା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ ଏକ ଚାରି ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର ଝୁଣି ଝୁଣି ମା-ରି ଦେଇଥିଲା ।

ଶ୍ରୀମନ୍ଦିର ସୁର-କ୍ଷାରେ ଥିବା ସୁର-କ୍ଷାକର୍ମୀ ଏବଂ ପୋ-ଲିସ ମାନେ ଏହି ଦିଗରେ ଯତ୍ନବାନ ହେବାକୁ ବର୍ତ୍ତମାନ ସବୁଆଡ଼ୁ ଦାବି ହୋଇଛି । ଲୋକେ ବର୍ତ୍ତମାନ ଦାବି କରିଛନ୍ତି ଯେ ଯଥାଶୀଘ୍ର ଏହି ମାମ-ଲା ଉପରେ ତଦାରଖ କରାଯାଇ ଶ୍ରୀମନ୍ଦିର ପରିସରରୁ ବୁଲା କୁକୁର ଏବଂ ମାଙ୍କଡ଼ ମାନଙ୍କୁ ବାହାର କରାଯିବା ଉଚିତ । ନଚେତ ଏହିଭଳି ଆହୁରି କେତେ ଜୀବନ ସମସ୍ୟାରେ ପଡ଼ିବ ।

Leave a Reply

Your email address will not be published. Required fields are marked *