ପ୍ରେମିକାକୁ ମା-ଡ଼ ମା-ରି ତା ଆଖି ଫୁଲେଇ ଦେବାପରେ ଜୀବନରୁ ମା-ରିଦେବ ବୋଲି ଧ-ମକ ଦେଇଛି ପୂର୍ବତନ ପ୍ରେମିକ।

ଲୋକପ୍ରିୟ ମାଲୟଲାମ ଅଭିନେତ୍ରୀ ଅନିକା ବିଜୟ ବିକ୍ରମନ ନିଜ ସୋସିଆଲ ମିଡିଆ ପ୍ଲାଟ ଫର୍ମ ଇନଷ୍ଟାଗ୍ରାମରେ ଫୁଲିଯାଇଥିବା ଆଖି ଏବଂ ଘାର ଫଟୋ ସେୟାର କରିଛନ୍ତି। ତାଙ୍କର ସେ ଫଟୋ ଦେଖି ସାଧାରଣ ଲୋକ କଣ ତାଙ୍କ ପ୍ରିୟ ଫ୍ୟାନ ମାନେ ମଧ୍ୟ ତାଙ୍କୁ ଚିହ୍ନି ପାରୁ ନାହାଁନ୍ତି। ଏହି ଫଟୋରେ ଆପଣ ମାନେ ତାଙ୍କ ଚେହେରା ଏବଂ ଶରୀରର ଅନ୍ୟ ଅଙ୍ଗ ରେ ଗଭୀର ଆ-ଘାତ ଲାଗିଛି ବୋଲି ଆପଣ ଜାଣି ପାରିବେ। ଅନିକାଙ୍କ ର ଏମିତି ଅବସ୍ଥା ପାଇଁ ସେ ନିଜ ପୂର୍ବତନ ପ୍ରେମିକ ଅନୁପ ପିଲ୍ଲାଇଙ୍କୁ ଦାୟୀ କରିଛନ୍ତି।

କିଛି ବର୍ଷ ପୂର୍ବେ ଅନିକା ଅନୁପ ପିଲ୍ଲାଇଙ୍କୁ ଭଲ ପାଉଥିଲେ। କିନ୍ତୁ କିଛି କାରଣ ପାଇଁ ପ୍ରଥମେ ଚେନ୍ନାଇରେ ଦୁହିଁଙ୍କ ଭିତରେ ଝ-ଗଡା ଲାଗିଲା ସେଥିପାଇଁ ଅନୁପ ମା-ଡ ମା-ରିଥିଲେ। କିଛି ସମୟ ଯିବାପରେ ପୁଣି ଅନୁପ ତାଙ୍କ ଗୋଡ଼ ତଳେ ପଡି ତାଙ୍କୁ କ୍ଷମା ମାଗିଥିଲେ। ପ୍ରଥମ ଥର ଏମିତି ହେବାରୁ ସେ କ୍ଷମା କରିଦେଲେ।

କିନ୍ତୁ ଏବେ ପ୍ରେମିକଙ୍କ ଶାରୀ-ରିକ ନିର୍ଯା-ତନା ଏବଂ ନି-ର୍ମମ ଭାବେ ପି-ଟିପି-ଟି କରି ହ-ତ୍ୟା କରିବା ପାଇଁ ଚେଷ୍ଟା କରିବା ପରେ ସେ ପୋ-ଲିସ୍ ଆଗରେ ଅଭି-ଯୋଗ କରି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଲେଖିଛନ୍ତି ମୋ ସହ ଯାହା ଘଟିଛି ତାହା ଛାଡିବା ସତ୍ତ୍ୱେ ମଧ୍ୟ ମତେ ହ-ତ୍ୟାପୂର୍ଣ୍ଣ ଧ-ମକ ମିଳିଛି ଏବଂ ମୋ ପରିବାର ଲୋକଙ୍କୁ ନିରନ୍ତର ବଦ-ନାମ କରାଯାଉଛି।

ଅନିକା ପୋଷ୍ଟ କରିଥିବା ଫଟୋରେ ଲେଖିଛନ୍ତି ଦୁର୍ଭା-ଗ୍ୟବଶତ ମୁଁ ଅନୁପ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ଡେଟ କରୁଥିଲି। ସେ ମୋତେ ସବୁବେଳେ ମାନ-ସିକ ଓ ଶାରୀରିକ ନିର୍ଯା-ତନା ଦେଇଥିଲା। ମୁଁ ତା ପରି ଜଣେ ଖରାପ୍ ବ୍ୟକ୍ତିଙ୍କୁ କେବେ ଦେଖିନି। ଏସବୁ ଘ-ଟିବା ପରେ ମଧ୍ୟ ସେ ମତେ ହ-ତ୍ୟାର ଧ-ମକ ଦେଉଛି। ମୁଁ କେବେ ସ୍ୱପ୍ନରେ ବି ଭାବି ନଥିଲେ ସେ ମୋସହ ଏମିତି କିଛି କରିବ।

ଚେନ୍ନାଇରେ ଥିବା ବେଳେ ପ୍ରଥମ ଥର ସେ ମୋତେ ମା-ଡ଼ ମା-ରିଥିଲା। ତା’ପରେ ସେ ମୋ ପାଦତଳେ ପଡ଼ି କ୍ଷମା ମାଗିଥିଲା। ମୁଁ ତାଙ୍କୁ ସେଦିନ କ୍ଷମା କରି ବଡ଼ ଭୁଲ କରିଦେଇଛି। ବାଙ୍ଗାଲୋରରେ ଥିଲାବେଳେ ସେ ପୁଣି ଥରେ ମତେ ମା-ଡ଼ ମା-ରିଥିଲା। ତାପରେ ମୁଁ ପୋ-ଲିସ ଷ୍ଟେ-ସନ୍ ରେ ଅଭି-ଯୋଗ କରିଥିଲି। କିନ୍ତୁ ସେ ପୋ-ଲିସକୁ ଟଙ୍କା ଦେଇ ତାଙ୍କ ମୁହଁ ବନ୍ଦ କରିଦେଲା ତାପରେ ପୋ-ଲିସ୍ ନିଜ ଭିତରେ ସମସ୍ୟାର ସମାଧାନ କରିବାକୁ କହିଲେ।

ତାପରେ ଏବେ ଆମେ ହାଇଦ୍ରାବାଦରୁ ଫେରିବା ପରେ ସେ ମତେ ମା-ଡ଼ ମା-ରି ମତେ ମାରିବାକୁ ଚେଷ୍ଟା କରି ମୋର ଏମିତି ଅବସ୍ଥା କରିଛି। ସେ ଯେତେବେଳେ ମୋ ତ-ଣ୍ଟି ଚା-ପି ଦେଇଥିଲା ମତେ ଲାଗିଲା ମୁଁ ଆଉ ବଞ୍ଚିବିନି କିଛି ସମୟ ଭିତରେ ମ-ରିଯିବି।

Leave a Reply

Your email address will not be published. Required fields are marked *