୩ ମାସ ପୂର୍ବରୁ ଯାଇଥିଲେ ସ୍ୱାମୀ ଏବେ ଦୁର୍ଘ-ଟଣା ନେଲା ସ୍ତ୍ରୀଙ୍କୁ ।

ଜୀବନରେ କେତେବେଳେ କଣ ଘଟିବ ତାହା କିଏ କହି ପାରିବ । ଏଇତ ମାତ୍ର ତିନି ମାସ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ହାତ ଛାଡି ଆରପାରିକୁ ଚାଲିଯାଇଥିଲେ । ପରିବାର ଆଉ ପିଲା ଛୁଆଙ୍କ ଦାୟିତ୍ବ ନେବା ପାଇଁ ଛାଡି ଯାଇଥିଲେ ସ୍ତ୍ରୀଙ୍କୁ । ମାତ୍ର ବିଧାତାର ବି-ଚାର ବଡ଼ ଅଦ୍ଭୁତ । ସ୍ୱାମୀଙ୍କ ମୃ-ତ୍ୟୁକୁ ବି ତିନି ମାସ ବିତି ଯାଇନି ଅଫେରା ରାଇଜକୁ ଚାଲିଗଲେ ସ୍ତ୍ରୀ । ସେ ବି ଅକାଳ ମୃ-ତ୍ୟୁରେ । ଘରୁ ଖୁସିରେ ବାହାରି ପଡ଼ିଥିଲେ ସ୍ତ୍ରୀ ହେଲେ ତାଙ୍କୁ ଜଣା ନଥିଲା ଅଧା ବାଟରେ ଯମ ତାଙ୍କୁ ଜଗି ବସିଛି । ଆଉ ହଁ ଯମ ସାଜିଥିଲା ଦୁର୍ଘ-ଟଣା ।

ଦୁର୍ଘ-ଟଣାରେ ସବୁଦିନ ପାଇଁ ଆଖି ବୁଝିଲେ ସ୍ତ୍ରୀ । ଏବେ ଛାଡି ଚାଲିଗଲେ ତାଙ୍କ ପୁଅ ଝିଅଙ୍କୁ । ବନ୍ଧୁଗଣ ଯେତେବେଳେ ମୃ-ତ୍ୟୁ ଖବର ଆସି ଗାଁରେ ପହଞ୍ଚିଥିଲେ ସେତେବେଳେ ଗାଁ ଦାଣ୍ଡ କା-ନ୍ଦ ବୋବାଳିରେ ଫାଟି ପଡିଥିଲା । ମୃ-ତ ମହିଳାଙ୍କ ମାଙ୍କ ଚି-ତ୍କାର ରେ କା-ନ୍ଦି ଉଠିଥିଲା ପୁରା ଗାଁ ମା କା-ନ୍ଦି କା-ନ୍ଦି କହୁଥିଲେ । ମୁଁ ଆଉ କାହା ପାଇଁ ବଞ୍ଚିବି । ମୋ ଜ୍ବାଇଁ ଚାଲିଗଲେ ଆଉ ମୋ ଜ୍ବାଇଁଙ୍କ ପରେ ପରେ ଝିଅକୁ ବି ନେଇଗଲେ ଭଗବାନ । ହେ ଭଗବାନ ମତେ ଟିକେ ମା-ରିଦିଅ । ଏମିତି କହି ଚି-ତ୍କାର କରୁଥିଲେ ମୃ-ତ ମହିଳାଙ୍କ ମା ।

ମା ତଳେ ଲୋଟି ପଡି କା-ନ୍ଦୁଛନ୍ତି ହେ ଭଗବାନ ମୋ ଝିଅକୁ କୁଆଡେ ନେଇଗଲ । ମୋ ଛୋଟ ଛୋଟ ନାତି ନାତୁଣୀ ଏବେ କେମିତି ବଡ଼ ହେବେ । ମୋ ଝିଅକୁ ମତେ କାହିଁକି ଦେଖାଇ ଦେଲନି । ହସ୍ପିଟାଲକୁ ମତେ କାହିଁକି ନେଲନି । ମୁଁ ହସ୍ପିଟାଲ ଯାଇଥିଲେ ତାଙ୍କୁ ହାତ ଯୋଡି କହିଥାନ୍ତି । ମୋର ଭୁଲ ହେଇଯାଇଛି ତୁ ମତେ ଛାଡି ଜାନି । ଆଉ ମୁଁ ଯଦି ମୋ ଝିଅକୁ ଯିବାକୁ ଦେଇ ନଥାନ୍ତି ତେବେ ସେ ମତେ ଛାଡି କେବେ ବି ମଧ୍ୟ ଯାଇ ନଥାନ୍ତା ।

ଏମିତି କିଛି କହି ଗାଁ ରାସ୍ତାରେ କା-ନ୍ଦି କା-ନ୍ଦି ଲୋଟି ଯାଉଛନ୍ତି ମୃ-ତ ମହିଳାଙ୍କ ବାପା ମା । ଆଉ ଏ ଘ-ଟଣା ସାମ୍ନାକୁ ଆସିଛି ନିମାପଡା ଡେ଼ଲ୍ଟା ଛକ ବଳଙ୍ଗା ରାସ୍ତାରୁ । ଏହି ରାସ୍ତାରେ ଏକ ବୁଲେଟକୁ ଧ-କ୍କା ଦେଇଛି ହାଇବା ଆଉ ଯାହା ଫଳରେ ଘ-ଟଣା ସ୍ଥଳରେ ମହିଳାଙ୍କ ମୃ-ତ୍ୟୁ ଘଟିଛି । ମହିଳା ଜଣଙ୍କ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି । ହାଇବା ଧ-କ୍କାରେ ଆଖି ବୁଝିଥିବା ମହିଳା ଜଣଙ୍କ ହେଉଛନ୍ତି ଜଣେ ସରପଞ୍ଚ । ସେ କୌଣସି ଏକ କାର୍ଯ୍ୟରେ ଯାଉଥିବା ବେଳେ ଯମ ସାଜିଥିବା ହାଇବା ମହିଳା ସରପଞ୍ଚଙ୍କୁ ଧ-କ୍କା ଦେଇଥିଲେ । ଆଉ ଯାହା ଫଳରେ ଘ-ଟଣା ସ୍ଥଳରେ ଆଖି ବୁଝିଥିଲେ ମହିଳା ସରପଞ୍ଚ ଜଣଙ୍କ ।

ଏହି ମୃ-ତ ମହିଳା ସରପଞ୍ଚ ଜଣଙ୍କ ହେଲେ ବିରାମଚନ୍ଦ୍ରପୁର ପଞ୍ଚାୟତର ମହିଳା ସରପଞ୍ଚ ଦୀପାରାଣୀ ବେହେରା । ସୂଚନା ଅନୁଯାୟୀ ବିରାମଚନ୍ଦ୍ରପୁର ପଞ୍ଚାୟତର ମହିଳା ସରପଞ୍ଚ ଦୀପାରାଣୀ ନିଜ ଭାଇଙ୍କ ସହ ବୁଲେଟରେ ନିମାପଡା ଅଭିମୁଖେ ଯାତ୍ରା କରୁଥିଲେ । କାରଣ ନିମାପଡା ରେ ଏକ ବିବାହ ଭୋଜିରେ ତାଙ୍କର ଯୋଗ ଦେବାର ଥିଲା । ତେବେ ଏହି ସମୟରେ ନିମାପଡା ଡେ଼ଲ୍ଟା ଛକ ନିକଟରେ ଏକ ହାଇବା ତାଙ୍କୁ ଧ-କ୍କା ଦେଇଥିଲା ।

ଆଉ ଯେତେବେଳେ ହାଇବା ତାଙ୍କୁ ଧ-କ୍କା ଦେଇଥିଲା ସେତେବେଳେ ଦୀପାରାଣୀ ରାସ୍ତା ଉପରେ ପଡିଯାଇଥିଲେ । ଯେତେବେଳେ ଦୀପାରାଣୀ ରାସ୍ତା ଉପରେ ପଡିଯାଇଥିଲେ ସେତେବେଳେ ତାଙ୍କ ମୁଣ୍ଡ ଏବଂ ବେକ ଉପରେ ହାଇବା ମା-ଡି ଯିବାରୁ ଘ-ଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏବଂ ତାଙ୍କ ଭାଇ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ନିମାପଡା ରେ ବାରମ୍ବାର ଏପରି ଘଟ-ଣା ଘଟୁଥିବା ବେଳେ ଟ୍ରାଫିକ ସମସ୍ୟା ଏଠାରେ ଭୁଶୁଡି ପଡିଛି ବୋଲି ସ୍ଥାନୀୟ ଲୋକେ ଅଭି-ଯୋଗ ଆଣିଛନ୍ତି । ସେପଟେ ଏହି ଘ-ଟଣା ଘଟିବା ପରେ ପୁରା ପଞ୍ଚାୟତ ସ୍ତବ୍ଧ ହୋଇଯାଇଛି । ଆଉ ଦୁଃ-ଖରେ ଭାଙ୍ଗି ପଡିଛନ୍ତି ସମସ୍ତେ । କାରଣ ତିନି ମାସ ପୂର୍ବରୁ ମହିଳାଙ୍କ ସ୍ୱାମୀଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଏବେ ମହିଳା ଜଣଙ୍କ ଆଖି ବୁଝି ଦେଲେ ।

Leave a Reply

Your email address will not be published. Required fields are marked *