ଚ୍ୟାମ୍ବରକୁ ଡାକିଲେ ଡ଼ାଇରେକ୍ଟ ଏମିତି କଥା କହିଲେ ।

ଖ୍ରୀଷ୍ଟିଆନ ହୋଇଗଲେ ତୁମର ଚାକିରୀ ସ୍ଥାୟୀ ହୋଇଯିବ । ସେଣ୍ଟ୍ରାଲ ଆୟୁର୍ବେଦ ହସ୍ପିଟାଲର ଏକ ଡାକ୍ତରଙ୍କ ବିରୋ-ଧରେ ଆସିଛି ସାଙ୍ଘା-ତିକ ଅଭି-ଯୋଗ । ଡାକ୍ତର ବାବୁ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ସିଧାସଳଖ ଚାମ୍ବରକୁ ଡାକୁଥିଲେ । ଆଉ ଚାମ୍ବରକୁ ଡାକି ଡ଼ାଇରେକ୍ଟ କହୁଥିଲେ ଏପରି କଥା । ମହିଳା ଜଣଙ୍କ ଏନେଇ ଅଭି-ଯୋଗ କରିବା ପରେ ଏବେ ସାମ୍ନାକୁ ଆସିଛି ଡ଼ାକ୍ତର ବାବୁଙ୍କ ଅସଲ ଚେହେରା । ତେବେ ମହିଳାଙ୍କ ଅଭି-ଯୋଗ ମୁତାବକ ଡାକ୍ତର ବାବୁ ତାଙ୍କୁ କ୍ରସ କାମ କରିବାକୁ କହୁଥିଲେ ଆଉ ତାଙ୍କୁ ଚାମ୍ବରକୁ ଡାକି ଖ୍ରୀଷ୍ଟିଆନ ହେବାକୁ ବାଧ୍ୟ କରୁଥିଲେ ।

ଯଦି ମହିଳା ଜଣଙ୍କ ଖ୍ରୀଷ୍ଟିଆନ ହୁଅନ୍ତି ତେବେ ମହିଳାଙ୍କ ଚାକିରୀକୁ ପରମାମେଣ୍ଟ କରାଯିବ ବୋଲି ପ୍ରଲୋଭିତ ମଧ୍ୟ କରୁଥିଲେ । କେବଳ ଏତିକି ନୁହେଁ ଧର୍ମ ପରିବର୍ତ୍ତନ ପାଇଁ ଅନେକ ସୁବିଧା ଯୋଗାଇ ଦେବାର କଥା କହିଥିଲେ ମହୋଦୟ । ଆଉ ଯେତେବେଳେ ମହିଳା ଜଣଙ୍କ ଡ଼ାକ୍ତର ବାବୁଙ୍କ କଥାରେ ଯାଇ ନଥିଲେ ସେତେବେଳେ ଡାକ୍ତର ବାବୁ ତାଙ୍କୁ ବିନା ପରିମିଶନରେ ତାଙ୍କୁ ବାହାର କରିଦେଇଥିଲେ । ପ୍ରଥମେ କ୍ରସ କାମ କରିବାକୁ କହିଲେ ତା ପରେ ଧର୍ମ ପରିବର୍ତ୍ତନ ପାଇଁ ପ୍ରତକ୍ଷରେ ନହେଲେ ବି ପରୋକ୍ଷରେ ବାଧ୍ୟ କଲେ ।

ଆଉ ତା ପରେ ଡାକ୍ତର କହିଲେ ଯଦି ଧର୍ମ ପରିବର୍ତ୍ତନ କରି ତୁମେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବ ତେବେ ତୁମର ସବୁ ଭୁଲ କ୍ଷମା କରିଦେବୁ । ପୁଣି ଆଉ ଥରେ ତୁମକୁ ଯଏନିଙ୍ଗି ଦିଆଯିବ । କେବଳ ମହିଳାଙ୍କୁ ଏକା ନୁହନ୍ତି ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ସେହି ସମାନ କଥା କହିଥିଲେ ହେଲେ ଯେତେବେଳେ ମହିଳା ଜଣଙ୍କ ଧର୍ମ ପରିବର୍ତ୍ତନ କରି ନଥିଲେ ସେତେବେଳେ ମହିଳାଙ୍କୁ ନ ଜଣାଇ ମହିଳାଙ୍କ ଚାକିରୀ ନେଇଯାଇଥିଲେ ଡାକ୍ତର ।

ଆଉ ଚାକିରିରୁ ବାହାର କରିବା ପରେ ଏବେ ବାରମ୍ବାର ହ-ତ୍ୟା ଧ-ମକ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଦେଉଥିବା ମହିଳା ଅଭି-ଯୋଗ ଆଣି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଆଉ ବଖାଣିଛନ୍ତି ତାଙ୍କ ସହ କେଉଁ ଭଳି ଅନ୍ୟ-ୟ ହୋଇଛି । ତେବେ କେବଳ ଗଣମାଧ୍ୟମରେ ନୁହଁନ୍ତି ଯେହେତୁ ମହିଳା ଓ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବି-ପଦ ଅଛି ତେଣୁ ମହିଳା ଜଣଙ୍କ ନିଜର ସୁର-କ୍ଷା ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ମହିଳାଙ୍କ କହିବା କଥା ଡାକ୍ତର ଏମ ଏମ ରାଓଙ୍କ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ ।

ମହିଳାଙ୍କ କହିବା କଥା ସେ ତାଙ୍କର ଏକ ଛୋଟ ଛୁଆକୁ ନେଇ ରହୁଛନ୍ତି । ଯେହେତୁ ତାଙ୍କୁ ବାରମ୍ବାର ହ-ତ୍ୟା ଧ-ମକ ମିଳୁଛି ତେଣୁ ସେ ବାଧ୍ୟହୋଇ ନିଜର ଓ ନିଜ ପରିବାରର ସୁର-କ୍ଷା ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ହ-ତ୍ୟା ଧ-ମକ ଯଦିଓ କିଏ ଦେଉଛି ମହିଳା ଜାଣି ନାହାଁନ୍ତି କିନ୍ତୁ ଡାକ୍ତର ଏମ୍ ଏମ୍ ରାଓଙ୍କ ବିରୋ-ଧରେ ହିଁ ଧ-ମକ ଆସୁଛି । ମହିଳାଙ୍କ କହିବା କଥା ସେ ଚାକିରୀ ପାଇବା ଦିନ ଠାରୁ ତାଙ୍କୁ କୌଣସି ନା କୌଣସି ଉପାୟରେ ହଇ-ରାଣ କରି ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ।

ଆଉ ସେ ସେବେ ଠାରୁ ଅନ୍ୟା-ୟ ବିରୋ-ଧରେ ସ୍ୱର ଉତଲନ କରିବାକୁ ଚାହୁଁଥିଲେ ମଧ୍ୟ ପରିସ୍ଥିତି ତାଙ୍କୁ ସ୍ୱର ଉଠାଇବାକୁ ଅନୁମତି ଦେଉ ନଥିଲା । ଏହା ପରେ ମହିଳାଙ୍କ ସ୍ୱାମୀଙ୍କ ଆକ୍ସିଡେଣ୍ଟ ହୋଇଗଲା ଆଉ ପରେ ମହିଳା ଜଣଙ୍କୁ ଯେତେବେଳେ ବାରମ୍ବାର ହ-ତ୍ୟା ଧ-ମକ ମିଳିଲା ସେତେବେଳେ ମହିଳା ଜଣଙ୍କ ବାଧ୍ୟ ହୋଇଛନ୍ତି ଥା-ନାର ଦ୍ୱାରସ୍ଥ ହେବା ପାଇଁ ।

ତେବେ ମହିଳା ଜଣଙ୍କ ଗଣମାଧ୍ୟମରେ କିଛି ଏପରି କହିଛନ୍ତି କି ଯେହେତୁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିଲା । ତାଙ୍କ ଭଳି ଆଉ କେତେ ମହିଳାଙ୍କୁ ବାଧ୍ୟ କରାଯାଇଥିବ ତାହା ସେ ଜାଣି ନାହାଁନ୍ତି । ହେଲେ ତାଙ୍କ ସହ ହୋଇଥିବା ଅନ୍ୟା-ୟ ବିରୋ-ଧରେ ସେ ସ୍ୱର ଉଠାଇଛନ୍ତି । କାରଣ ଧର୍ମ ପରିବର୍ତ୍ତନ ନାଁରେ ତାଙ୍କୁ ଚାକିରିରୁ ବାହାର କରାଯାଇଛି । ହ-ତ୍ୟା ଧ-ମକ ବି ମିଳିଛି । ତେବେ ମହିଳା ଜଣଙ୍କ ଥା-ନାର ହୋଇଥିବା ବେଳେ ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ ପୋ-ଲିସ କେବେ ଓ କେଉଁ ପ୍ରକାର ନ୍ୟା-ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *