ଯାତ୍ରା କଳାକାର ଖୋଲିଲେ ମୁଁହ , କହିଲେ କରୋନା ଭଳି ନିଶା ମହାରଣା

ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ ନିଶା ମହାରଣା । ଯେଉଁଠି ଦେଖିବ ସେଇଠି ତାଙ୍କର ଚର୍ଚ୍ଚା । କିଏ ତାଙ୍କୁ ଓଡ଼ିଶାର ସନୀ ଲିଅନି କହୁଛି ତ ଆଉ କିଏ କହୁଛି ଅନେକ କଥା , ଯାହା ବିଷୟରେ କହିବା ଅସମ୍ଭବ । କାହିଁକି ନା ଲୋକେ ତାଙ୍କୁ ଅନେକ ଭାଷା ଦେଇ ମଧ୍ୟ ଗାଳି କରିବାରେ ଲାଗିଛନ୍ତି । କେହି ତାଙ୍କୁ ଭଲ ପାଇବା ମଧ୍ୟ ଦେଉ ନାହାନ୍ତି । ଅନେକ ମହଲରେ ତାଙ୍କୁ ନେଇ ଚର୍ଚା ଆଉ ତାଙ୍କୁ ନେଇ ବି-ବାଦ । ନିକଟରେ ମଧ୍ୟ ତାଙ୍କୁ ନେଇ ଅନେକ ଆଲୋଚନା ଲାଗି ରହିଥିଲା ।

ତେବେ ବର୍ତ୍ତମାନ ସମୟରେ ଏସବୁ କଥା ବାବଦରେ ମୁଁହ ଖୋଲିଛନ୍ତି ଜଣେ ଯାତ୍ରା କଳାକାର । ପ୍ରଥମରେ ସେ କହିଛନ୍ତି କି , ଇଣ୍ଡଷ୍ଟ୍ରିକୁ ସେ ନୂଆ କରି ଆସିଛନ୍ତି , ତେଣୁ ତାଙ୍କର ଏହି ସବୁ କଥା ଉପରେ ବେଶୀ ଧାରଣା ନାହିଁ । ସେ ବର୍ତ୍ତମାନ କେବଳ ଯାହା ଶୁଣିଛନ୍ତି ନିଶା ମହାରଣା ବିଷୟରେ । ନିଜକୁ ଆଇଟମ ଗାର୍ଲ୍ ଭାବରେ ପରିଚିତ କରାଇଥାଆନ୍ତି ନିଶା ମହାରଣା । ତେଣୁ କରି ସେ ତାଙ୍କ ବିଷୟରେ କହିଛନ୍ତି କି , ନିଶା ମହାରଣାଙ୍କୁ ସେ ବ୍ୟକ୍ତିଗତ ଭାବରେ ଆଦୌ ଜାଣି ନାହାନ୍ତି । ବାସ୍ ତାଙ୍କ ଶୁଣିବା ଅନୁଯାୟୀ , ନିଶା ମହାରଣା ସବୁବେଳେ କହିଥାନ୍ତି କି , ତାଙ୍କ ପାଇଁ ଦର୍ଶକ ମାନେ ଆସିଥାନ୍ତି , ଯାହାକି ତାଙ୍କ ଭୁଲ ଧାରଣା ।

ଆଉ କେବଳ ତାଙ୍କ ପାଇଁ ଯାତ୍ରା ଚାଲିଥାଏ ବୋଲି ସେ କହିଥାନ୍ତି । ତେବେ ଏପରି ପରିସ୍ଥିତିରେ କଳାକାର ଦୀପ କହିଛନ୍ତି କି , ଯାତ୍ରା ଅନେକ ଅମଳରୁ ଚାଲି ଆସିଛି ଆଉ ଆଗକୁ ମଧ୍ୟ ଚାଲିବ । କାହା ପାଇଁ କେବେ ଯାତ୍ରା ଚାଲେ ନାହିଁ । ଦର୍ଶକ ମାନଙ୍କ ଭଲ ପାଇବା ହିଁ କେବଳ ଯାତ୍ରାକୁ ଚଳାଇ ଥାଏ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , କମିଟି ମେମ୍ବର କାହିଁକି କେଜାଣି ନିଶା ମହାରଣାଙ୍କୁ ଡକାଇଥାଆନ୍ତି , ସେ ବିଷୟରେ ଜଣା ନାହିଁ।ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ଏପରି କଳାକାରଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ସଦାବେଳେ ଏପରି କଳାକାର ମାନଙ୍କ ପାଇଁ ଯାତ୍ରା ଜଗତ ବ-ର୍ବାଦ ହେଉଛି । ତେଣୁ ଏପରି ପରିସ୍ଥିତିରେ ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ।

ସେ ଆହୁରି ମଧ୍ୟ କହିଛନ୍ତି କି , ନିଶା ମହାରଣା ଯାତ୍ରା ଜଗତ ପାଇଁ କରୋନା ସଦୃଶ । ତେଣୁ କରି ଯେପରି କରୋନା ଆସିଥିଲା ଆଉ ଲୋକେ ତା ଠାରୁ ର-କ୍ଷା ପାଇବା ପାଇଁ ପ୍ରତିରୋଧକ ନେଇ ଯାଇଥିଲେ । ଠିକ୍ ସେହିଭଳି ନିଶା ମହାରଣା ଠାରୁ ଦୂରେଇ ରହିବା ପାଇଁ ପ୍ରତିରୋ-ଧକ ନେବାକୁ ପଡିବ । ତେଣୁ କରି ଏପରି କରୋନା ସହିତ ଆମକୁ ରହିବା ଆଦୌ ଉଚିତ୍ ନୁହେଁ। ଏପରି କରୋନା ପାଇଁ ଆମକୁ ମିଶି କରି ଲ-ଢିବା ଉଚିତ୍ ଆଉ ଶେଷରେ ଏହାକୁ ବାହାର କରିବା ଉଚିତ୍ ବୋଲି ସେ ମୁଁହ ଖୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ନିଶା ମହାରଣା ସହିତ ତାଙ୍କର ବ୍ୟକ୍ତିଗତ ଭାବରେ କିଛି ଶ-ତ୍ରୁତା ନାହିଁ । ବାସ୍ କେବଳ ବର୍ତ୍ତମାନର ପରିସ୍ଥିତି ଦେଖି ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *