ମାଛ ଧରିବା ହେଲା କାଳ, ୨୪ ଘଣ୍ଟା ପରେ ବ୍ୟକ୍ତିଙ୍କ ମୃ-ତ ଦେହ ପୋଖରୀ ଭିତରୁ ମିଳିଲା।

ଓଡ଼ିଆରେ ଗୋଟେ କଥା ଅଛି ବେଙ୍ଗ କହେ ବେଙ୍ଗୁଲିଲୋ ପୃଥିବୀ କ୍ଷଣ କ୍ଷଣକେ ଆଣ। ମଣିଷ ଜୀବନରେ କେତେବେଳେ ଯେ କଣ ଘଟି ଯାଏ ସେ କଥା କେହି ଜାଣିପାରନ୍ତିନି। ଯମ କେତେବେଳେ କାହାକୁ ଆସି ନେଇଯାଏ ତାର କିଛି ଖବର ନଥାଏ। ଘରୁ ଲୋକଟି କାମ କରିବାକୁ ବାହାରକୁ ଗଲାବେଳେ ସେ ଜାଣି ନଥାଏ ସେ ଆଉ ନିଜ ପିଲାକୁ ଫେରିକି ଦେଖି ପାରିବ କି ନାହିଁ ତଥାବି ସେ ଭଗବାନଙ୍କ ଉପରେ ଭରସା କରି ଆଗକୁ ବଢ଼ି ଯାଏ। ସୁନ୍ଦରଗଡ ଜିଲ୍ଲା ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥା-ନା ଅନ୍ତର୍ଗତ ଦଉଡାପଡ଼ା ଗ୍ରାମର ଜଣେ ୪୦ ବର୍ଷୀୟ ବ୍ୟକ୍ତି ମାଛ ଧରିବା ପାଇଁ ସକାଳୁ ସକାଳୁ ପାଖରେ ଥିବା ବ୍ରାହ୍ମଣୀନୁଣ୍ଡା ପୋଖରୀକୁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଗାଆଁ ଲୋକ ତାଙ୍କୁ ସବୁ ଆଡେ ଖୋଜା ଖୋଜି କଲେ। ପୋଖରୀ କୂଳରେ ବ୍ୟକ୍ତି ଜଣଙ୍କର ଚପଲ ଏବଂ ସାର୍ଟ ଦେଖି ସେମାନେ ଜାଣିବାକୁ ପାଇଲେ ଯେ ସେ ମାଛ ଧରିବା ପାଇଁ ସକାଳୁ ଯାଇଛନ୍ତି ଆଉ ଫେରି ନାହାନ୍ତି।

ତାପରେ ଗ୍ରାମ ବାସି ମାନେ ପୋଖରୀ ଭିତରେ ବ୍ୟକ୍ତି ଜଣଙ୍କୁ ଖୋଜିଲେ କିନ୍ତୁ ସକାଳ ଯାଇ ସନ୍ଧ୍ୟା ହେଇଗଲା ସେ ବ୍ୟକ୍ତିଙ୍କୁ ପାଇଲେ ନାହିଁ। ସେଥିପାଇଁ ସେମାନେ ଧାରୁଆଡିହି ଥା-ନା ଅଧିକାରୀଙ୍କୁ ସବୁ କଥା ଜଣାଇଲେ। ବ୍ୟକ୍ତିଙ୍କ ନି-ଖୋଜ ଖବର ପାଇଁ ଧାରୁଆଡିହି ପୋ-ଲିସ୍ ସାଙ୍ଗେ ସାଙ୍ଗେ ଘଟ-ଣା ସ୍ଥଳରେ ପହଞ୍ଚିଲେ।

ଘଟ-ଣା ସ୍ଥଳରେ ପହଞ୍ଚିବା ପରେ ଧାରୁଆଡିହି ପୋ-ଲିସ୍ ଓଡ୍ରାପ୍ଟ ଟିମ୍ କୁ ଲଗେଇ ପୋଖରୀ ଭିତରେ ଖୋଜିବାକୁ ଲାଗିଲେ କିନ୍ତୁ ରା-ତି ଯାଇ ସକାଳ ହେଇଗଲା ତଥାବି ବ୍ୟକ୍ତି ଙ୍କର କିଛି ଖୋଜ ଖବର ମିଳିଲାନି। ଏମିତି କିଛି ସମୟ ଖୋଜା ଖୋଜିର ୨୪ ଘଣ୍ଟା ପରେ ବ୍ୟକ୍ତିଙ୍କ ମୃ-ତ ଦେହ ପୋଲି-ସଙ୍କୁ ମିଳିଲା। ପୋ-ଲିସ୍ ଘଟ-ଣାର ଅଧିକ ତ-ଦନ୍ତ ପାଇଁ ମୃ-ତ ଦେହକୁ ପୋ-ଷ୍ଟମ-ଟମ୍ ପାଇଁ ମେଡିକାଲକୁ ପଠେଇବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ପ-ଚାର ଉ-ଚରା କରୁଛି। ଗ୍ରାବାସୀମାନଙ୍କ କହିବା ଅନୁସାରେ ପୋଖରୀଟି ବହୁତ୍ ଗଭୀର ଥିଲା ସେଥିପାଇଁ ବୋଧେ ସେ ନିଜ ଭାରସାମ୍ୟ ହରାଇ ପାଣିରେ ବୁଡ଼ିଗଲେ।

Leave a Reply

Your email address will not be published. Required fields are marked *