ଦାନ୍ତ ଡାକ୍ତର ମୋ ଶରୀରରେ ହାତ ମା-ରିଲେ।

ଡାକ୍ତରଙ୍କୁ ସାଧାରଣ ଲୋକେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି। ଭଗବାନଙ୍କ ପରେ ଯଦି କେହି ଆମକୁ ନୂତନ ଜୀବନ ଦେଇଥାନ୍ତି ସେ ହେଉଛନ୍ତି ଡାକ୍ତରଙ୍କ ପ୍ରତି ଭକ୍ତି ଆଉ ସମ୍ମାନ ବି ବହୁତ ଥାଏ ଜନ ସାଧାରଣଙ୍କର। ଡାକ୍ତରଙ୍କ ପାଖକୁ ରୋଗୀଟିଏ ସେତେବେଳେ ଯାଏ ଯେତେବେଳେ ତାର ଶରୀର ଅସୁସ୍ଥ ହୋଇଥାଏ।

ଅନେକ ଆଶା ନେଇ ସେ ଡାକ୍ତରଙ୍କ ପାଖକୁ ଯାଇଥାଏ କି ଡାକ୍ତରୀ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଠିକ ହୋଇଯିବ। ହେଲେ ଯାହାଙ୍କୁ ଲୋକେ ଭଗବାନ ବୋଲି କହିଥାନ୍ତି ଯାହାଙ୍କ ପ୍ରତି ଲୋକଙ୍କର ଯଥେଷ୍ଟ ଭକ୍ତି ଆଉ ସମ୍ମାନ ଥାଏ ସେ ଯଦି ଏପରି ହୀନ କାର୍ଯ୍ୟ କରନ୍ତି ତେବେ ଲୋକେ କାହାକୁ ବିଶ୍ୱାସ କରିବେ। ବନ୍ଧୁଗଣ ଆମେ କଥା କହୁଛୁ ଜଣେ ଦାନ୍ତ ଡାକ୍ତରଙ୍କର। ଯାହାଙ୍କ ପାଖକୁ ଜଣେ ରୋଗୀ ଚିକିତ୍ସା ପାଇଁ ଯାଇଥିଲେ।

ଭାବିଥିଲେ ଡାକ୍ତରଙ୍କ ସୁନ୍ଦର ଚିକିତ୍ସା ତାଙ୍କୁ ନିହାତି ଭାବେ ଆରୋଗ୍ୟ କରିବ। ହେଲେ ସେ କିନ୍ତୁ ଜାଣି ନଥିଲେ କି ଦାନ୍ତ ଡାକ୍ତର ତାଙ୍କ ଦାନ୍ତ ଦେଖିବା ପରିବର୍ତ୍ତେ ତାଙ୍କ ଶରୀର ଉପରେ ନଜର ପକାଇବେ। ଦାନ୍ତ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହାତ ମା-ରିବେ। ଆଉ ଡାକ୍ତରଙ୍କ ଅଭଦ୍ରାମି ଦେଖି ତାଙ୍କୁ ଖରାପ ଲାଗିବ। ସବୁ ଡାକ୍ତର ଏମିତି ନୁହଁନ୍ତି ଆଜ୍ଞା। ହେଲେ କିଛି ଡାକ୍ତରଙ୍କ ପାଇଁ ଆଜି ଲାଗିଛି ଡାକ୍ତରଙ୍କ ଉପରେ କଳ-ଙ୍କର ଛିଟା। ଆଉ ଯୁବତୀ ଜଣଙ୍କ ଏନେଇ ଥା-ନାରେ ଅଭି-ଯୋଗ କରିବା ସହିତ ଯୁବତୀ କହିଛନ୍ତି କି ଡାକ୍ତର ବାବୁ ମ-ଦ ନି-ଶାରେ ଚୁର ହୋଇ ଏପରି କରିଛନ୍ତି।

ବନ୍ଧୁଗଣ ଏପରି ଘଟ-ଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରୁ। ତେବେ ଏହି ଠାରେ ଥିବା କାର୍ଯ୍ୟରତ ଡାକ୍ତର ଯୁବତୀଙ୍କ ପ୍ରାଇ-ଭେଟ ପା-ର୍ଟକୁ ଜାଣି ଶୁଣି ଡାକ୍ତର ବାରମ୍ବାର ଛୁଉଁ ଥିଲେ।ତେବେ ଯୁବତୀଙ୍କ ଅଭି-ଯୋଗ ପରେ ନବରଙ୍ଗପୁର ପୋ-ଲିସ ଯୁବତୀଙ୍କ ଅଭି-ଯୋଗକୁ ଭିତ୍ତି କରି ତ-ଦନ୍ତ ଆରମ୍ଭ କରିଛି।

ଆଉ ତା ସହିତ ଡାକ୍ତରଙ୍କ ଏଭଳି ଅଭ-ଦ୍ରାମି ଓ ଅସଭ୍ୟ କାର୍ଯ୍ୟ ପାଇଁ ଡାକ୍ତରଙ୍କୁ ଅଟକ ରଖି ପଚ-ରା ଉ-ଚୁରା କରିବା ସହିତ ଛାଡି ଦେଇଥିବା ଜଣା ପଡ଼ିଛି। ତେବେ ଏହି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଲୋକେ ଏବେ କହୁଛନ୍ତି କି ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ଡ-ର ଲାଗୁଛି।

ତେବେ ଏହି ଘଟ-ଣାରେ ସମାଜ ସେବୀ ମାନେ ହସ୍ତକ୍ଷେପ କରି ପୋ-ଲିସ ନିକଟକୁ ଯାଇ ଡାକ୍ତରଙ୍କୁ ଗି-ରଫ କରିବାକୁ ଦାବି କରିଥିବା ବେଳେ ଏନେଇ ସମାଜ ସେବୀ କୁହନ୍ତି କି ଡାକ୍ତରଙ୍କ ପାଖକୁ ଯୁବତୀ ପ୍ରଥମଥର ଗଲା ଆଉ ଡାକ୍ତର ବାବୁ କହିଲେ ବ୍ଲ-ଡ଼ ଟେଷ୍ଟ କରିକି ଆଣ। ଆଉ ଯେତେବେଳେ ଦ୍ୱିତୀୟ ଥର ଟେଷ୍ଟ ରି-ପୋର୍ଟ ଦେଖାଇବାକୁ ଗଲା ସେତେବେଳେ ଡାକ୍ତର ବାବୁ ଦାନ୍ତ ଚିକିତ୍ସା କରିବା ବଦଳରେ ଯୌ-ନ ଚିକିତ୍ସା ଆରମ୍ଭ କରିଥିଲେ। ତେଣୁ ବର୍ତ୍ତମାନ ଡାକ୍ତରଙ୍କୁ ଗି-ରଫ କାରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *