ପ୍ରେମିକା ମାନଙ୍କ ଛାତି ଥରେଇ ଦେବ ଏହି ପ୍ରେମକଙ୍କ କା-ଣ୍ଡ ।

ପ୍ରଥମେ ମିଠା ମିଠା କଥା ଆଉ ତା ପରେ ଧୀରେ ଧୀରେ ନିବିଡ଼ତା। ଆଉ ତା ପରେ ଏକାନ୍ତରେ ଅନ୍ତ-ରଙ୍ଗ ମୁ-ହୂର୍ତ୍ତ ବିତାଇବାକୁ ପ୍ରେମିକ ଡାକନ୍ତି ପ୍ରେମିକାଙ୍କୁ । ପ୍ରେମିକା ମଧ୍ୟ ପ୍ରେମିକକୁ ଆଉ ନିଜ ଭଲ ପାଇବାକୁ ବିଶ୍ୱାସ କରି ଚାଲି ଯାଆନ୍ତି ପ୍ରେମିକ ପାଖକୁ ବାସ ତା ପରେ ପ୍ରେମିକ,ପ୍ରେମିକରୁ ସାଜିଥାଏ ବ୍ଲା-କମେ-ଲର। ସବୁ ପ୍ରେମିକ ମାନେ ଏମିତି ନୁହନ୍ତି ଆଜ୍ଞା ହେଲେ ବି ଏଭଳି ଘଟ-ଣା ବର୍ତ୍ତମାନ ସାମ୍ନାକୁ ଆସିଛି।

ଜଣେ ପ୍ରେମିକର ବର୍ବର କା-ଣ୍ଡ ଶୁଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ଝାଇଁ ଝାଇଁ ହୋଇଯିବ। ଆଉ ଆପଣଙ୍କର ହୁଏତ ଭଲ ପାଇବା ଉପରୁ ବିଶ୍ୱାସ ଉଠି ଯାଇ ଆପଣ ବୋଧେ ହୁଏ ଏଭଳି ପ୍ରେମକୁ ଘୃ-ଣା କରିବା ଆରମ୍ଭ କରିଦେବେ। ହଁ ଆଜ୍ଞା ପୁରା ଘ-ଟଣା ବିଷୟରେ ଜାଣିଲେ ଆପଣଙ୍କ ହୃଦୟ ବି ଥରି ଉଠିବ ଆଉ ଆପଣ କହିବେ ସେ ପ୍ରେମିକ ନୁହେଁ ସେ ସୈ-ତାନ। ହେଇ ପାରେ ସୈ-ତାନ ଶବ୍ଦ ମଧ୍ୟ ପ୍ରେମିକ ପାଇଁ କମ ପଡିଯାଇ ପାରେ।

ବନ୍ଧୁଗଣ ଆମେ ଯେଉଁ ସାଙ୍ଘା-ତିକ ପ୍ରେମ କାହାଣୀ କଥା କହୁଛୁ ତାହା ହେଉଛି କଟକ ଜିଲ୍ଲାର। ସ୍କୁଲରେ ପଢିବା ସମୟରେ ଅର୍ଥାତ ଚପଳ ବୟସରେ ଯୁବକଙ୍କ ସହିତ ଯୁବତୀଙ୍କ ଗଢି ଉଠେ ପ୍ରେମ ସ-ମ୍ପର୍କ। ସ୍କୁଲରୁ ଆଖିରେ ଆଖି ମିଶାଇ ଚାହିଁବା। ଲୁ-ଚି ଲୁ-ଚି ସାଥିକୁ ଦେଖିବା ଆଉ କ୍ଳା-ସରେ ପ୍ରେମିକ ପ୍ରେମିକାଙ୍କ କଥା ଭାବିବା ଆଉ ପ୍ରେମିକା ପ୍ରେମିକଙ୍କ କଥା ଭାବିବା ଏ ସବୁ ପର୍ଯ୍ୟାୟ ଅତିକ୍ରମ କରି ପ୍ରେମ ପହଞ୍ଚିଥିଲା ଆଠ ବର୍ଷରେ।

ମାନେ ସ୍କୁଲରୁ ଗଢିଉଠିଥିବା ପ୍ରେମ ବର୍ଷେ କି ଦୁଇ ବର୍ଷର ନୁହେଁ ଆଠ ବର୍ଷର ଥିଲା। ଆଠ ବର୍ଷର ପ୍ରେମ ସ-ମ୍ପର୍କ ପରେ ଯୁବକ ଦେଖାଇ ଥିଲେ ନିଜର ପ୍ରକୃତ ଚେହେରା। ଯୁବତୀଙ୍କ ସହ ବିତାଇ ଥିବା ଅନ୍ତ-ରଙ୍ଗ ମୁହୂର୍ତ୍ତ ଆଉ ଫଟୋକୁ ନିଜ ପାଖରେ ରଖିଥିଲେ। ହେଲେ ଏମିତି ଏକ ସମୟ ଆସିଲା ପ୍ରେମିକ ଦେଲେ ପ୍ରେମରେ ବି-ଷ।

ପ୍ରେମିକ ଜଣଙ୍କ ସେହି ଫଟୋ ଆଉ ଭିଡ଼ିଓର ଫାଇଦା ଉଠାଇବାକୁ ଚେଷ୍ଟା କଲେ। ପ୍ରେମିକ ପ୍ରେମିକାଙ୍କୁ ସେହି ଫଟୋ ଭିଡିଓ ଭାଇରାଲ କରିବାର ଧ-ମକ ଦେଇ ସବୁବେଳେ ନିଜ ରୁମକୁ ଡାକୁଥିଲେ। ହେଲେ ପ୍ରେମିକା କିନ୍ତୁ ପ୍ରେମିକଙ୍କ କଥାରେ ରାଜି ହେଉନଥିଲେ। ତେବେ ଏମିତି ଭିତରେ ଅନେକ ସମୟ କ-ଟିଯି-ବା ପରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ଅନେକ ସମୟରେ ଡରାଉଥିଲେ।

ତାଙ୍କ କଥାରେ ରାଜି ନହେଲେ ପରିସ୍ଥିତି ଭ-ୟଙ୍କର ହେବ ବୋଲି ମଧ୍ୟ ଧ-ମକ ଦେଉଥିଲେ। ହେଲେ ପ୍ରେମିକା କିନ୍ତୁ ପ୍ରେମିକଙ୍କ ଧମ-କରେ ଡ-ରି ନଯାଇ କହୁଥିଲେ ଯାହା କରିବାର ଅଛି କର ମୁଁ କିନ୍ତୁ ତୋ ରୁମକୁ ଯିବି ନାହିଁ। ତୁ ମତେ କଣ ଭାବୁଛୁ ମୁଁ କଣ୍ଡେଇ ତୁ ମତେ ଯେତେବେଳେ ଚାହିଁବୁ ନଚେଇବୁ।

ଶୁଣୁ ମୁଁ ବଡ଼ ହେଇଗଲିଣି ମୁଁ ଆଉ ତୋ କଥାରେ ରାଜି ହୋଇ କୌଣସି ଭୁଲ କରିବି ନାହିଁ। ତୁ ଯାହା କରୁଛୁ କରେ ମୁଁ ତୋ ରୁମକୁ ଯିବି ନାହିଁ। ହେଲେ ପ୍ରେମିକା କିନ୍ତୁ ଜାଣି ନଥିଲେ ତାଙ୍କୁ ଏହି କଥା କହିବା ମ-ହଙ୍ଗା ପଡିବ ବୋଲି। ପ୍ରେମିକ ଜଣଙ୍କ ନିଜର ସ୍ୱାର୍ଥ ହାସଲ ନ କରିବାରୁ ଉତ୍କ୍ଷିପ୍ତ ହୋଇ ବିଚ ରାସ୍ତାରେ ପ୍ରେମିକାଙ୍କୁ କରିଥିଲେ ଆକ୍ର-ମଣ ଆଉ ବହୁ କଷ୍ଟରେ ପ୍ରେମିକଙ୍କ କବଳରୁ ନିଜକୁ ର-କ୍ଷା କରିଥିଲେ ପ୍ରେମିକା। ହେଲେ ବି ମଧ୍ୟ ପ୍ରେମିକଙ୍କ ଆକ୍ର-ମଣରେ ପ୍ରେମିକାଙ୍କ ହାତର ଅବସ୍ଥା ଅତି ଗୁରୁ-ତର ହୋଇଥିବା ବେଳେ ପ୍ରେମିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଆଉ ଲୋକେ କହୁଛନ୍ତି ବା ପ୍ରେମ ବା।

Leave a Reply

Your email address will not be published. Required fields are marked *