ପର-କୀୟା ପ୍ରୀ-ତି ଏବଂ ଟଙ୍କା ପାଇଁ ଜଣେ ବିବାହିତା ମହିଳାଙ୍କୁ ହ-ତ୍ୟା କଲା ପ୍ରେମିକ

ପର-କୀୟା ପ୍ରୀ-ତିର ପରିଣାମ ଯେ କେତେ ଭ-ୟଙ୍କର ତାହା ସମସ୍ତେ ଜାଣିଛନ୍ତି । କାରଣ ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀର ହୋଇ ପାରୁନି ଏବଂ ଜଣେ ସ୍ତ୍ରୀ ନିଜ ସ୍ୱାମୀର ହୋଇ ପାରୁନି ତେବେ ସେହିଠାରେ ପରିଣାମ ତ ନିଶ୍ଚିତ ଭ-ୟଙ୍କର ହେବ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଘ-ଟଣା ଚର୍ଚ୍ଚାର ବିଷୟ ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପର-କୀୟା ପ୍ରୀ-ତି କାରଣରୁ ଜଣେ ମହିଳାଙ୍କୁ ଜୀବନ ଦେବାକୁ ପଡ଼ିଛି । ସ୍ୱଳ୍ପ ସମୟର ଯୌ-ନ ଲାଳ-ସାକୁ ମେ-ଣ୍ଟାଇବା ପାଇଁ ମହିଳାଙ୍କ ଉଦ୍ୟମ ତାଙ୍କ ଉପରେ ହିଁ ଭାରି ପଡ଼ିଛି ଆଉ ତାଙ୍କ ଜୀବନ ବି ଚାଲି ଯାଇଛି ।

ଏମିତିବି କୁହାଯାଏ ଯେ ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ହୋଇନାହିଁ ସେ ଆଉ କେଉଁ ପୁରୁଷ ସହିତ ବି କେମିତି ରହିଥାନ୍ତା । କେବଳ ସେହି ପର-କୀୟା ପ୍ରୀ-ତି କାରଣରୁ ଜଣଙ୍କର ଜୀବନ ଯାଇଛ ଏବଂ ଅନ୍ୟ ଜଣେ ହ-ତ୍ୟାକା-ରୀ ପାଲଟି ଯାଇଛି । ଆଉ ଅନ୍ୟପକ୍ଷରେ ମହିଳାଙ୍କ ସ୍ୱାମୀକୁ ନିଜ ସ୍ତ୍ରୀର ମୃ-ତ୍ୟୁ ପରେ ତାର କା-ଣ୍ଡ କାର-ନାମା ବିଷୟରେ ଜଣା ପଡ଼ିଛି । ଯାହାକୁ ସେ ଆଦୋୖ ସହ୍ୟ କରି ପାରି ନାହାଁନ୍ତି । ତେବେ ଏହି ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ

ଘଟ-ଣା ଅନୁଯାୟୀ ପରକୀୟା ପ୍ରୀତି କରାଣରୁ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ତାଙ୍କୁ ମା-ରି ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା କପ୍ତିପଦା ଥା-ନା ଅଧିନସ୍ଥ କଣ୍ଟାଗଡ଼ି ଗ୍ରାମର ଅଟେ । ଯେଉଁଠି ଜଣେ ୩୬ ବର୍ଷୀୟା ମହିଳା ବସରୁ ଓଲ୍ହାଇ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ତାଙ୍କ ପ୍ରେମିକ ବାଇକରେ ଆସି ତାଙ୍କ ମୁଣ୍ଡକୁ ଏକ ଶ-କ୍ତ ଆ-ଘାତ ଦେଇ ଫେ-ରାର ହୋଇ ଯାଇଥିଲେ । ନିକଟସ୍ଥ ଗ୍ରାମବାସୀ ମାନେ ର-କ୍ତ ଜୁଡୁ-ବୁଡୁ ଅବସ୍ଥାରେ ମହିଳାଙ୍କୁ ଉ-ଦ୍ଧାର କରି ପୋଲି-ସକୁ ଖବର ଦେଇ ମେଡିକାଲକୁ ପଠାଇ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ଘଟିଥିଲା ।

ହ-ତ୍ୟାର ୨୪ ଘଣ୍ଟା ନପୁରୁଣୁ ଅଭି-ଯୁକ୍ତକୁ କପ୍ତିପଦା ପୋ-ଲିସ ଗି-ରଫ କରିଛି । ଅଭି-ଯୁକ୍ତ ସୁପ୍ରିମ ମହାରଣା ଧ-ରା ପଡ଼ିବା ପରେ ମହିଳାଙ୍କ ସହିତ ତାଙ୍କର ଦୀର୍ଘ ସାତ ବର୍ଷ ସମ୍ପର୍କ ଥିବା ଏବଂ ତାଙ୍କ ଠାରୁ ମହିଳା ଟଙ୍କା ନେଇଥିବା ଅଭି-ଯୁକ୍ତ କହିଛନ୍ତି । ତେବେ ସେ ନିଜ ପ୍ରେମିକାକୁ ହ-ତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି । ତାଙ୍କ କହିବା କଥା ଯେ ତାଙ୍କ ପ୍ରେମିକା ତାଙ୍କ ଠାରୁ ଟଙ୍କା ନେବା ଏବଂ ସ-ମ୍ପର୍କ ରଖିବା ସତ୍ତ୍ୱେବି ତାଙ୍କୁ ଧୋ-କା ଦେଇଥିଲେ । ଯେଉଁ କାରଣରୁ ସେ ଏପରି ପଦକ୍ଷେପ ନେଇଥିଲେ । ତେବେ ସୁଚାନ ଅନୁଯାୟୀ ବର୍ତ୍ତମାନ ଅଭି-ଯୁକ୍ତକୁ କୋ-ର୍ଟ ଚା-ଲାଣ ହୋଇଛି ।

Leave a Reply

Your email address will not be published. Required fields are marked *