ନଦୀ ଭିତରେ ମହିଳାଙ୍କୁ ବି-ଭତ୍ସ ଭାବରେ ଖାଇଲା କୁମ୍ଭୀର । ଦେଖଣାହାରି ସାଜିଲେ ମଣିଷ ।

ମଣିଷ ଖିଆ କୁମ୍ଭୀର ମଣିଷକୁ ମାରି ଖାଇବା ଘ-ଟଣା ଆସିବା ଦିନଠାରୁ ଅନେକ ଶୁଣିବାକୁ ମିଳିଛି । ପୁଣି ବର୍ତ୍ତମାନ ବର୍ଷା ଋତୁ । ସବୁ ନଦୀ ଦୁଇ କୂଳ ହୋଇ ରହିଛି । ନଦୀରେ ପାଣି ଭର୍ତ୍ତି , ପୁଣି ଯଦି ମଣିଷ ଖିଆ କୁମ୍ଭୀର ହାବୁଡ଼ରେ ଜଣେ ମଣିଷ ପଡ଼ିଯାଏ ତେବେ କଣ ହେବ ? ବର୍ତ୍ତମାନ ମଧ୍ୟ ଏହିଭଳି କିଛି ଘ-ଟଣା ଘଟି ଯାଇଛି ।

ଯାହା ଆପଣଙ୍କ ଛାତି ଥରାଇ ଦେବ । କାରଣ ଯେଉଁ ଭଳି ଭାବରେ ମଣିଷ ଖିଆ କୁମ୍ଭୀରଟି ମହିଳାଙ୍କୁ ନଦୀ ଭିତରକୁ ଟାଣି ନେଇ ମାରି ଖାଇଛି ସେହି ଦୃ-ଶ୍ୟ ଦେଖିଲେ ଆପଣବି କାନ୍ଦି ପକାଇବେ । ଏଭଳି ଘଟ-ଣାକୁ କେହି ଜଣେ ନିଜ ଫୋନରେ ଉତ୍ତୋଳନ କରିଥିଲେ ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।

ସୂଚନା ଅନୁଯାୟୀ ଏହି ଘ-ଟଣା ଯାଜପୁର ଜିଲ୍ଲା ବିରୂପା ନଦୀ କୂଳରେ ଘଟି ଯାଇଛି । ପରିବାର ଲୋକଙ୍କ ସାମ୍ନାରେ ହିଁ ଗୋଟିଏ ମଣିଷ ଖିଆ କୁମ୍ଭୀର ଜଣେ ମହିଳାଙ୍କ ଶରୀରକୁ ଅତି ବି-ଭତ୍ସ ଭାବରେ କା-ମୁଡ଼ି ଖାଉଥିଲା । ଆଉ ପରିବାର ଲୋକେ ଚାତକ ଭଳି ଚାହିଁ ରହିଥିଲେ ।

ଯଦି ଯାଜପୁର ପ୍ରଶାସନ ସେହି ମଣିଷ ଖିଆ ମୁମ୍ଭୀରଟିକୁ କାବୁ ନକରେ ତେବେ ତାଙ୍କ ଭଳି ଅନେକ ଲୋକଙ୍କର ଜୀବନ ଚାଲିଯିବ । ଆହୁରି ଅନେକ ଜୀବନ କୁମ୍ଭୀର ମୁହଁରେ ଯିବ । ମହିଳାଙ୍କ ମୃ-ତ୍ୟୁକୁ ନେଇ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମା-ରିଛି । ଏକ ବିରାଟ ମଣିଷ ଖିଆ କୁମ୍ଭୀର ବିରୂପା ନଦୀରେ ଦେଖାଯିବା ପରେ ଏହି ଖବର ପ୍ରଶାସନ ନିକଟକୁ ମଧ୍ୟ ଯାଇଥିଲା ।

ଯଦି ଖବର ନଥିଲା ତେବେ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତ-ର୍କ ସୂଚନା ଦିଆଯାଇଥିଲା କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ଆଉ ଯଦି ଦିଆଯାଇଥିଲା ତେବେ ମହିଳା ଜଣକ ଜାଣିଶୁଣି କଣ ନଦୀକୁ ଯାଇଥିଲେ କି ? ଯାଜପୁର ବରୀ ବ୍ଲକର ପାଟପୁର ଗାଁ ଲୋକେ ଏହି ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି ।

ସେହି ଗାଁର ଅନାମ ଚରଣ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା ଲୁଗା ଧୋଇବା ପାଇଁ ନଦୀକୁ ଯାଇଥିଲେ । ଠିକ ସେତିକି ସମୟରେ ଏକ ବିଶାଳକାୟ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଆଉ ବର୍ତ୍ତମାନ ଏଭଳି ଘ-ଟଣା ପରେ ପ୍ରଶାସନ ନିଶ୍ଚିତ ଭାବରେ ଆଗକୁ ଯେମିତି ଏଭଳି ଘଟ-ଣା ନଘଟୁ ସେଥିପାଇଁ ଲୋକଙ୍କୁ ସତ-ର୍କ କରାଇବା ଉଚିତ ଏବଂ ସେହି ମଣିଷ ଖିଆ କୁମ୍ଭୀରକୁ କାବୁ କରିବା ଉଚିତ ।

Leave a Reply

Your email address will not be published. Required fields are marked *