କଲେଜ ଅଧ୍ୟକ୍ଷ କରୁଛନ୍ତି ଏପରି ଅ-ଶ୍ଳୀଳ କାମ , ଛାତ୍ରୀ ମାନଙ୍କୁ ରୁମ୍ କୁ ଡ଼ାକି ନେଇ ….

କୁହାଯାଏ ଗୁରୁ ହିଁ ପରମ ବ୍ରହ୍ମ ଆଉ ସେ ହିଁ ସାକ୍ଷାତ ଈଶ୍ୱର । କିନ୍ତୁ ଏପରି ଗୁରୁ ଶବ୍ଦରେ ବେଳେ ବେଳେ କ-ଳଙ୍କ ଲାଗିଯାଏ ଆଉ ରହେ ନାହିଁ ସେହି ଗୁରୁର ମହତ୍ତ୍ଵ । ଯିଏ ଆମକୁ ଅନ୍ଧକାରରୁ ଆଲୁଅକୁ ଆଣିଥାନ୍ତି , ସେ ଯଦି ଏପରି କାମ କରନ୍ତି , ତାହାଲେ ଆଉ କାହାକୁ ଈଶ୍ୱର ବୋଲି କୁହା ଯାଇପାରେ । ତେବେ ହଁ ଆଜ୍ଞା ଆଗରୁ ଶିକ୍ଷକ ଏବଂ ଛାତ୍ରୀଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି ଆଉ ଏହା କିଛି ନୂଆ କଥା ନୁହେଁ । କେଉଁଠି ଶିକ୍ଷକ ଶାରୀ-ରିକ ସ-ମ୍ପର୍କ ପାଇଁ ବାଧ୍ୟ କରୁଛନ୍ତି ତ ଆଉ କେଉଁଠି ଖରାପ ନଜରରେ ଚାହୁଁଛନ୍ତି ।

ଆଉ ଏପରି କାମ ନ କଲେ , ତାଙ୍କୁ ପରୀକ୍ଷାରେ ଫେଲ କରିଦେବେ ବୋଲି କହୁଛନ୍ତି । ତେବେ ଏପରି କିଛି ଘ-ଟଣା ବିଷୟରେ ବର୍ତ୍ତମାନ ସମୟରେ ପୁଣିଥରେ ଶୁଣିବାକୁ ମିଳିଛି , ଯାହା ପରେ ସମସ୍ତେ ସେହି ଶିକ୍ଷକ ଜଣଙ୍କୁ ନିନ୍ଦା କରିବାରେ ଲାଗିଛନ୍ତି । ଜଣେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଆଉ କରୁଛନ୍ତି ଏପରି କିଛି କାମ , ଯାହା ପରେ ସମସ୍ତଙ୍କ ଖରାପ ଦୃଷ୍ଟି ତାଙ୍କ ଉପରେ ପଡ଼ିଛି । ସମସ୍ତେ ତାଙ୍କୁ ବହୁତ ଗା-ଳି କରିବାରେ ଲାଗିଛନ୍ତି ।

ଆଉ ବର୍ତ୍ତମାନ ସମୟରେ ତାଙ୍କୁ ଗି-ରଫ ମଧ୍ୟ କରାଯାଇଛି । ତେବେ ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ । ସୂଚନା ଅନୁଯାୟୀ , ନୟାଗଡ଼ ଜିଲ୍ଲା ଅଧିନସ୍ଥ ଇଟାମାଟି ଥାନା ନବଚୌଧୁରି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଜଣଙ୍କର ଛାତ୍ରୀ ମାନଙ୍କ ଉପରେ ରହିଥିଲା ଖରାପ ନଜର । ଅଧ୍ୟକ୍ଷ ଜଣକ ନିଜ ରୁମ୍ ମଧ୍ୟକୁ ଛାତ୍ରୀ ମାନଙ୍କୁ ଡାକୁଥିଲେ । ଆଉ ଏହାପରେ ଦେଖାଇ ଦେଉଥିଲେ ନିଜର ଅସଲ ରୂପ । ଏପରିକି କେବେ କେବେ ଛାତ୍ରୀ ମାନଙ୍କ ଛାତି ଚି-ପି ଦେଉଥିଲେ ଆଉ କେବେ କେବେ ଗାଲ ଚି-ପି ଦେଉଥିଲେ ।

ଏହାକୁ ଛାତ୍ରୀ ମାନେ ବାରଣ କରୁଥିଲେ । କିନ୍ତୁ ସେ କହୁଥିଲେ କି , ପରୀକ୍ଷାରେ ଫେଲ କରାଇ ଦେବେ । ଆଉ ତାଙ୍କ ପଛେ ପଛେ ଆସି କହୁଥିଲେ ଏ ବିଷୟରେ କାହାକୁ କହିବ ନାହିଁ । ତେବେ ଏହାକୁ ଦୁଇ ଜଣ ଛାତ୍ରୀ କିଛି ଦିନ ଧରି କାହାକୁ ବି କହି ନଥିଲେ । କିନ୍ତୁ ଶେଷରେ ସେମାନେ ଏ ବିଷୟରେ ଘରେ ଜଣାଇ ଥିଲେ । ଆଉ ଶେଷରେ ପରିବାର ଲୋକଙ୍କ ସହିତ ଯାଇ ସେମାନେ ଥା-ନାର ଦ୍ବାରସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ସେହି ରସି-କିଆ ଅଧ୍ୟକ୍ଷ ଜଣଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *