ଝିଅ ସାଜିଲା ମୃ-ତ ବାପାର ପତ୍ନୀ , ନେଇ ଯାଉଥିଲେ ସବୁ ପେନସନ୍

ଜଣେ ମଣିଷ ଟଙ୍କା ପାଇଁ କେତେ ତଳକୁ ଯେ ଖସି ଯାଇପାରେ ସେ କଥା ଆପଣ ନିଶ୍ଚିତ ଭାବରେ ଜାଣି ଥିବେ । ଏ ଦୁନିଆଁରେ ଆଉ ମଣିଷପଣିଆ ନାହିଁ ଏବଂ ମଣିଷ ନିଜ ସ୍ବାର୍ଥ ପାଇଁ କିଛି ବି ଭୁଲି ଯାଉଛି । କିଛି ଟଙ୍କା ପାଇଁ ମଣିଷ ନିଜର ଲୋକଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଉ ନାହିଁ କି ବଞ୍ଚିଥିବା ମଣିଷକୁ ମିଛି ମିଛିକା ମା-ରିବାକୁ ପଛାଉ ନାହିଁ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଅଦ୍ଭୂ-ତପୂର୍ବ ଘ-ଟଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ଏପରି ଏକ ଘଟ-ଣାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି ।

ଘଟ-ଣା ବିଷୟରେ ଶୁଣିବା ପରେ ଆପଣଙ୍କ ହୋସ ଉଡ଼ିଯିବ । କିନ୍ତୁ କଥାଟି ପୁରାପୁରି ସତ । ଜଣେ ବାପାର ପେନସନକୁ ପାଇବା ପାଇଁ ଝିଅ ଜଣକ କରିଥିଲେ ଏପରି ଘୃ-ଣ୍ୟ କାମ ଆଉ ସାଜିଥିଲେ ମଲା ବାପାର ସ୍ତ୍ରୀ । ଆଉ ତାପରେ ୧୦ ବର୍ଷ ହେଲା ହାତେଇ ଚାଲିଥିଲେ ପେନସନ । ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ଆଡ଼ିକୋଟ ରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି । ଖବର ଅନୁସାରେ , ମୋହିଶିନା ପରବେଜଙ୍କ ବାପା ୱାଜହାତୁଲ୍ଲାହା ଖାନଙ୍କର ମୃ-ତ୍ୟୁ ୨ ଜାନୁୟାରୀ ୨୦୧୩ ରେ ହୋଇ ଯାଇଥିଲା ।

ୱାଜହାତୁଲ୍ଲାହା ଖାନ ଉତ୍ତରପ୍ରଦେଶ ସରକାରରେ ରାଜସ୍ବ କିରାଣୀ ଭାବରେ କାମ କରୁଥିଲେ । ଆଉ ତାଙ୍କ ପେନସନ ରହିଥିଲା ୧୦ ହଜାର ଟଙ୍କା । ତେବେ ୱାଜହାତୁଲ୍ଲାହା ଖାନଙ୍କର ପତ୍ନୀଙ୍କ ମୃ-ତ୍ୟୁ ମଧ୍ୟ ତାଙ୍କ ପୂର୍ବରୁ ହୋଇ ଯାଇଥିଲା । ତେବେ ବାପାଙ୍କ ପେନସନ ଟଙ୍କା ହାତେଇବା ପାଇଁ ଝିଅ ରଚିଥିଲା ଷ-ଡଯ-ନ୍ତ୍ର । ଆଉ ପେନସନ ପାଇଁ ନିଜ ମାଆଙ୍କ ନାମ ଦେବା ସହିତ ନିଜର ଫୋଟ ଦେଇଥିଲା । ଆଉ ଏହା ପର ଠାରୁ ୧୦ ବର୍ଷ ହେବ , ତାଙ୍କୁ ପେନସନ ମିଳି ଆସୁଛି । ଆଉ ତାଙ୍କୁ ସ୍ତ୍ରୀ ଭାବରେ ପେନସନ ମିଳୁଛି

ତେବେ ୨୦୧୭ ମସିହାରେ ଫାରୁକଙ୍କ ସହିତ ମୋହିଶିନା ପରବେଜଙ୍କ ବିବାହ ହୋଇଥିଲା । ବିବାହ ପର ଠାରୁ ଦୁହିଁଙ୍କ ମଧ୍ୟରେ ସ-ମ୍ପର୍କ ଭଲ ନଥିଲା । ଆଉ ଏହି ସବୁ କଥା ବିଷୟରେ ମଧ୍ୟ ତାଙ୍କ ସ୍ଵାମୀ ସବୁକିଛି ଜାଣି ଥିଲେ । ତେଣୁ ସେ ରାଗି ଯାଇ ୨୦୨୨ ମସିହାରେ ପୋ-ଲିସ ପାଖରେ ସବୁ ଘଟ-ଣା ଖୋଲି କରି କହି ଦେଇଥିଲେ । ଆଉ ସେଦିନ ଠାରୁ ଘଟ-ଣାର ତଦ-ନ୍ତ ଚାଲି ଥିଲା । ଆଉ ଶେଷରେ ମୋହିଶିନା ପରବେଜଙ୍କୁ ପୋ-ଲିସ ଗି-ରଫ କରି କୋର୍ଟ ଚା-ଲାଣ କରି ଦେଇଛି । ସୂଚନା ଅନୁସାରେ , ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୨ଲକ୍ଷ ଟଙ୍କା ପାଇ ସାରିଲେଣି ।

Leave a Reply

Your email address will not be published. Required fields are marked *