ପିଲା ମାନଙ୍କୁ ମା-ଡ଼ ମା-ରିଥିଲା ସାବତ ମାଆ , ଲାଗିଲା ୭ଟି ଦଫା

କୁହାଯାଏ ମାଆ ସବୁବେଳେ ମାଆ ହୋଇଥାଏ । ତା ଭଳି ଆଉ ଏ ଦୁନିଆଁରେ କେହି ନାହିଁ । କିନ୍ତୁ ନିଜ ମାଆକୁ ଛାଡ଼ିଦେବା ପରେ ଆଉ କେହି ବି ମାଆ ହୋଇପାରନ୍ତି ନାହିଁ । ତେବେ ଏହି କଥାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସାବତ ମାଆ । ସେ କେବେ ବି ହୋଇପାରିଲେ ନାହିଁ ନିଜ ମାଆ ।ଆଉ ନିଜ ପିଲା ମାନଙ୍କୁ ମା-ଡ଼ ମା-ରି ଲହୁ ଲୁହାଣ କରି ପକାଇଛନ୍ତି । ଆଉ ବର୍ତ୍ତମାନ ତାଙ୍କୁ ପୋ-ଲିସ ଧରି ପକାଇଛି । ବର୍ତ୍ତମାନ ସେ ଜେ-ଲରେ ରହି ଚକି ପେଶିବେ।

ତେବେ କିଛି ଦିନ ଆଗରୁ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି , ଦୁଇଟି ଛୁଆ ଗଣମାଧ୍ୟମ ଆଗରେ ଆସି କାନ୍ଦିବାକୁ ଲାଗିଛନ୍ତି । ଆଉ ଝିଅଟିଏ କହିବାକୁ ଲାଗିଛି କି , ବିସ୍କୁଟ ପାଇଁ ଏତେ ସବୁ ହୋଇଗଲା । ସେ ଖାଇବାକୁ ମାଗିଲା ଆଉ ଯାହା ପରେ ତାର ସାବତ ମାଆ ତାକୁ ମା-ଡ଼ ମା-ରିବାକୁ ଲାଗିଲେ । ଅନେକ ସମୟରେ ସାବତ ମାଆ ସେମାନଙ୍କୁ ମା-ଡ଼ ମା-ରନ୍ତି ଆଉ ଗରମ ଚେଙ୍କା ମଧ୍ୟ ଲଗାଇ ଦିଅନ୍ତି । ଆଉ ଗୋଇଁଠା ମଧ୍ୟ ମା-ରନ୍ତି ।

ଆଉ ଯାହା ପରେ ପୋ-ଲିସ ସେହି ସାବତ ମାଆକୁ ଧରିବା ପାଇଁ ଆରମ୍ଭ କରି ଦେଇଥିଲା ମିଶନ । ତେବେ ଖାଲି ସାବତ ମାଆ ନୁହେଁ ବାପାଙ୍କର ମଧ୍ୟ ଏଥିରେ ଦୋ-ଷ ରହିଥିଲା , ସେ ମଧ୍ୟ ନିଜ ପିଲା ମାନଙ୍କୁ ମା-ଡ଼ ମା-ରୁଥିଲେ । ତେବେ ଝିଅର କହିବା ଅନୁସାରେ , ବାପା ସୁନିଲ କୁମାର ନନ୍ଦ ଯାଜପୁରର ଜଣେ ମହିଳାଙ୍କୁ ଧରି ଅଶୋକ ନଗରରେ ରହୁଥିଲେ । ଆଉ ସେପଟେ ମାଆ ପୁଷ୍ପଲତା ଦୁଇ ସାବତ ପିଲାଙ୍କୁ ଆଖିରେ ଦେଖୁ ନଥିଲେ । ଆଉ ସେମାନଙ୍କ ଉପରେ ଅ-ତ୍ୟାଚା-ର କରିବାକୁ ଲାଗିଥିଲେ ।

ସାବତ ମାଆ ସେହି ଦୁଇ ପିଲାଙ୍କୁ ଆଖି ଆଗରେ ଦେଖି କ୍ରୋ-ଧିତ ହୋଇ ଯାଉଥିଲେ । ଆଉ ମା-ଡ଼ ମଧ୍ୟ ମା-ରିଥିଲେ । ତେବେ ପୋ-ଲିସ ହାତରେ ଧରା ପଡିଯାଇଛନ୍ତି ବର୍ତ୍ତମାନ ସାବତ ମାଆ । ଆଉ ବାପାଙ୍କୁ ମଧ୍ୟ ପୋ-ଲିସ ଗି-ରଫ କରି ନେଇଛି । ଆଉ ୭ଟି ଦ-ଫା ଲଗାଇ ଦେଇଛି । ଯାହା ଫଳରେ କି ଆଉ ସହଜରେ ଜେ-ଲ ମଧ୍ୟରୁ ବାହାରକୁ ବାହାରି ପାରିବେ ନାହିଁ ସାବତ ମାଆ । ଅନ୍ୟ ପକ୍ଷରେ ଦୁଇ ପିଲାଙ୍କ ଏପରି ଅବସ୍ଥା ଦେଖି ଧାଇଁ ଆସିଛନ୍ତି ସେମାନଙ୍କ ନିଜ ମାଆ ।

Leave a Reply

Your email address will not be published. Required fields are marked *