ପାହାଡ ତଳେ ଫସି ରହିଥିଲା କାର , ହାତୀ ଆସିଲା ବଞ୍ଚାଇ ଦେଲା

ଅନେକ ସମୟରେ ସୋସିଆଲ ମିଡିଆରେ ପକ୍ଷୀ ପଶୁ ସମ୍ବନ୍ଧିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖିବା ପରେ ଥରେ ଥରେ ମନ ଖୁସି ହୋଇ ଯାଉଥିବା ବେଳେ ଆଉ କେତେକ କୁ ଦେଖିବା ପରେ ଦୁଃ-ଖ ଲାଗିଥାଏ । କାହିଁକି ନା ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ , ପଶୁ ପକ୍ଷୀ ମାନଙ୍କ ଉପରେ ଅନେକ ନିର୍ଯା-ତନା ଦିଆ ଯାଇଥାଏ । କେତେକ ସମୟରେ ସେମାନଙ୍କୁ ଖାଇବାକୁ ଦିଆ ଯାଇନଥାଏ ତ ଆଉ କେତେକ ସମୟରେ ମା-ଡ ମ-ରା ଯାଇଥାଏ । ତେବେ ଏଥର ଯେଉଁ ଭିଡିଓ ଦେଖିବାକୁ ମିଳିଛି , ତାହା ଦେଖିଲେ ଆପଣ ଖୁସି ହୋଇଯିବେ ।

ତେବେ ସୂଚନା ଅନୁସାରେ , ଏଥର ହାତୀର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଗୋଟିଏ ହାତୀ ମଣିଷର ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । ତେବେ ଭିଡିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ହଁ ଆଜ୍ଞା , ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ , ଗୋଟିଏ ହାତୀ ତାର ପିଠି ସାହାଯ୍ୟରେ ଗୋଟିଏ କାରକୁ ର-କ୍ଷା କରୁଛି ।

ତେବେ ଆପଣ ଭାବୁଥିବେ ତାହା ପୁଣି କେମିତି । ତେବେ ଦେଖିବାକୁ ମିଳିଛି ଯେ , ପାହାଡ ତଳେ ରାସ୍ତାରେ ଗୋଟିଏ କାର ଘାଇରେ ଫସି ହୋଇ ରହିଯାଇଛି । ଯାହାକୁ ସେଠାରୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଛି । କିନ୍ତୁ କାରକୁ ବାହାର କରିବା ପାଇଁ ସେଠାରେ ହାତୀର ସାହାଯ୍ୟ ନିଆ ଯାଇଛି । ଆଉ ହାତୀ ପିଠିରେ ତାର ମାଉନ୍ତ ବସିଛନ୍ତି । କେବଳ ଏତିକି ନୁହେଁ , ତାର ପିଠିରେ ମଧ୍ୟ ଏକ ବଡ ଦଉଡି ବନ୍ଧା ହୋଇଛି । ଯାହା ସାହାଯ୍ୟରେ ହାତୀଟି ତାର ବଳ ପ୍ରୟୋଗ କରି କାରଟିକୁ ଘାଇ ମଧ୍ୟରୁ ବାହାର କରି ଆଣୁଛି । ଆଉ ସେଠାରେ ଉପସ୍ଥିତ ଲୋକ ମାନେ ଖୁସି ହୋଇ ଯାଉଛନ୍ତି ।

ତେବେ ହଁ ଆଜ୍ଞା ହାତୀଟି କାରଟିକୁ ସେଠାରେ ର-କ୍ଷା କରି ଦେଉଛି । କିନ୍ତୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଲୋକେ ସୋସିଆଲ ମିଡିଆରେ ଅନେକ ଭଲ କ-ମେଣ୍ଟ ଦେବା ସହିତ କିଛି ଲୋକ ଦୁଃ-ଖ ପ୍ରକାଶ କରୁଛନ୍ତି । ଆଉ କିଛି ଲୋକ କ୍ରୋଧ ମଧ୍ୟ ପ୍ରକାଶ କରୁଛନ୍ତି । ଲୋକେ କହୁଛନ୍ତି ଯେ , ହାତୀଟି ଉପରେ ଅ-ତ୍ୟାଚା-ର କରାଯାଉଛି । ଆଉ ପୁଣି କିଏ କହିଛନ୍ତି ହାତୀଟିକୁ କ-ଷ୍ଟ ଦିଆ ଯାଇଛି । ଆଉ କିଛି ଲୋକ ଖୁସି ହୋଇ କହୁଛନ୍ତି କି , ଯାହା ହେଉ ଆଜି ହାତୀ ଥିବା ହେତୁ ସମସ୍ତେ ବଞ୍ଚିଗଲେ ।

Leave a Reply

Your email address will not be published. Required fields are marked *