କୁନି ପୁଅ ସାମ୍ନାରେ ମା’ ର ତ-ଣ୍ଟି ଚି-ପି ଦେଲେ ଶାଶୁ ଶ୍ୱଶୁର । ଆଉ ତାପରେ କୁନି ପୁଅକୁବି ଛାଡ଼ିଲେନି । ଘଟ-ଣା ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ ।

ଆଜିକା ସମୟରେ ବି ଶାଶୁ ଶ୍ୱଶୁର ଏଭଳି ଅଛନ୍ତି ଯେଉଁମାନେ ନିଜ ବୋହୂକୁ ଯୌ-ତୁକ ନାମରେ ନିର୍ଯା-ତନା ଦେଉଛନ୍ତି । ଆଉ ଏହାର ଏକ ସତ୍ୟ ଘ-ଟଣା ଘଟି ଯାଇଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଝୁଣବଳଦା ଗ୍ରାମରେ । ତେବେ ଏହି ଅଞ୍ଚଳର ରତ୍ନାକର ଦାସଙ୍କର ସ୍ତ୍ରୀ ପୁଷ୍ପଲତାଙ୍କ ଉପରେ ଶାଶୁ ଶ୍ୱଶୁର ମା-ଡ଼ ମା-ରି ପଇସା ମାଗିବା ସହିତ ତ-ଣ୍ଟି ଚି-ପି ପୋଖରୀରେ ବୁଡ଼ାଇ ଦେଉଥିବାର ଅଭି-ଯୋଗ ଆସିଛି ।

ଆଉ ଯେଉଁ ସବୁ ଘଟ-ଣାର ପ୍ରତ୍ୟକ୍ଷଦର୍ଶୀ ସାଜିଛି ପୁଷ୍ପାଳଲତାଙ୍କ କୁନି ପୁଅ । କହିରଖିବୁ ଯେ ରତ୍ନାକର ଦାସ ପୁଷ୍ପାଲତାଙ୍କୁ ବିବାହ କରିବା ପରଠାରୁ ହିଁ ଘରେ ଅଶାନ୍ତି ଲାଗି ରହୁଥିଲା ଏବଂ ଶ୍ୱଶୁର ଭାଗିରଥି ଏବଂ ଶାଶୁ ବିଷ୍ଣୁପ୍ରିୟା ସବୁବେଳେ ପୁଷ୍ପଲତାଙ୍କ ଉପରେ ନିର୍ଯା-ତନା କରିବା ସହିତ ଖରାପ ଭାଷାରେ ଗା-ଳି ଗୁ-ଲଜ କରି ଆସୁଥିଲେ ।

ଯେଉଁ କାରଣରୁ ଦୁହେଁ ବାହାରେ ଅଲଗା ରହୁଥିଲେ । କିନ୍ତୁ ପରେ ଜେଜେବାପା ଜେଜେମା କାନ୍ଦିବାରୁ ଘରକୁ ଆସି ଅଲଗା ଘର ବନାଇ ରହୁଥିଲେ । ରତ୍ନାକର ମଧ୍ୟ ତାଙ୍କ ବାପା ମା’ଙ୍କ ସହିତ କୌଣସି ସ-ମ୍ପର୍କ ନଥିବା କହିଛନ୍ତି । କିନ୍ତୁ ଗତକାଲି ରତ୍ନାକର ଘରେ ନଥିବା ସମୟରେ ଶାଶୁ ଶ୍ୱଶୁର ବୋହୂକୁ ମା-ଡ଼ ମା-ରି ପେଟରେ ଗୋଇଠା ମା-ରି ତ-ଣ୍ଟି ଚି-ପିବା ସହିତ କୁନି ପୁଅ ରାଜେଶର ତ-ଣ୍ଟି ମଧ୍ୟ ଚି-ପି ଦେଇଥିଲେ । ତେବେ ସାତ ବର୍ଷର ପୁଅ ରାଜେଶ ଏସବୁ ଘଟ-ଣା ନିଜ ଆଖିରେ ଦେଖିଥିବା କହିଛି । ଯାହାକୁ ନେଇ ପୁଷ୍ପଲତା ନିଜ ଶାଶୁ ଶ୍ୱଶୁରଙ୍କ ନାମରେ ଅଭି-ଯୋଗ କରିଛନ୍ତି ।

କୁନି ପୁଅ ରାଜେଶର କହିବା କଥା କି ତାର ଜେଜେବାପା ଏବଂ ଜେଜେମା ତାର ମା’କୁ ମାରୁଥିବା ସମୟରେ ସେ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ମା-ରିଥିଲେ । ଏହାବ୍ୟତୀତ ପୁଷ୍ପାଲତାଙ୍କୁ ଟଙ୍କା ମଧ୍ୟ ମାଗିବା ସହିତ ପେଟରେ ରୋଡ଼ ପୁରାଇ ଦେବାକୁ ଚେଷ୍ଟା କରିଥିଲେ । ଖୁବ କଷ୍ଟରେ ପୁଷ୍ପଲତା ସେମାନଙ୍କ କବଳରୁ ବଞ୍ଚି ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଗମ୍ଭୀର ହୋଇ ଯାଇଥିଲା । ଗାଁ ଲୋକେ ପୁଷ୍ପାଲତାଙ୍କୁ ଗୁରୁ-ତର ଅବସ୍ଥାରେ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ପୋ-ଲିସ ଏହି ମାମ-ଲା ଉପରେ କିଭଳି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *