ବିଜୁଳି ଘଡଘଡି ସହ ହେବ ପ୍ରବଳ ବର୍ଷା , ତାଣ୍ଡବ ରଚିବ ପ୍ରଳୟ

ବର୍ତ୍ତମାନ ସମୟରେ ଚାରିଆଡ଼େ ବର୍ଷାର ପରିସ୍ଥିତି ଲାଗି ରହିଛି । କିଛି ଦିନ ଆଗରୁ ଏତେ ମାତ୍ରାରେ ବର୍ଷା ହେଉଥିଲା କିନ୍ତୁ ଏବେ ତାହା କିଛି ମାତ୍ରାରେ ବନ୍ଦ ହୋଇ ରହିଛି । କାହିଁକି ନା ସୂଚନା ଅନୁସାରେ , ଆଗକୁ ଆସିବାକୁ ଯାଉଛି ବାତ୍ୟା । ତେଣୁ କରି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାହିଁକି ନା ଆଗକୁ ଆସିବାକୁ ଯାଉଛି ଲଘୁଚାପ ଜନିତ ବର୍ଷା , ଯାହା ଫଳରେ ରାଜ୍ୟର ଚାରିଆଡ଼େ ପାଣି ମାଡି ଯାଇପାରେ ଆଉ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆଉ ଯାହା ରାଜ୍ୟରେ ଭ-ୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ।

ତେବେ ହଁ ଆଜ୍ଞା , ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଫଳରେ ଆଗକୁ ହେବ ରାଜ୍ୟରେ ପ୍ରବଳ ବର୍ଷା । ଯାହା ଦ୍ଵାରା ରାଜ୍ୟରେ ପାଣି ମାଡି ଯାଇପାରେ , ଆଉ ଚାରିଆଡ଼େ ଭ-ୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟ ପକ୍ଷରେ ଆଜି ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ଏ ବିଷୟରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଲଘୁଚାପ ହେଲେ ଯେଉଁ ମାତ୍ରାରେ ବର୍ଷା ହେବ , ତାହା ଯୋଗୁଁ ଚାରିଆଡ଼େ ବନ୍ୟା ପରିସ୍ଥିତି ଉପୁଜିବା ସହିତ ଚାରିଆଡ଼େ ପାଣି ବୁଡ଼ାଇ ଦେବ ।

ଏହା ବ୍ୟତୀତ ଯାହା ସୂଚନା ମିଳିଛି ଯେ , ଆସନ୍ତାକାଲି ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଉ ଏପରି ପରିସ୍ଥିତି ଦେଖି ରାଜ୍ୟର ୧୦ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି । ତେବେ ସେହି ଜିଲ୍ଲା ଗୁଡ଼ିକ ହେଉଛି ସୋନପୁର , ବଲାଙ୍ଗୀର , ବରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର , ଦେବଗଡ଼ , ଅନୁଗୁଳ , କେଉଁଝର ଏବଂ ମୟୂରଭଞ୍ଜ । ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବା ପାଇଁ ବିଶେଷ ଭାବରେ କୁହା ଯାଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ତିନି ଦିନ ଧରି ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତିନି ଧରି ବର୍ଷା ହେବ ଆଉ ଚାରିଆଡ଼େ ଜଳମଗ୍ନ ହୋଇଯିବ , ଯାହା ଫଳରେ ରାଜ୍ୟର ଏହି ଜିଲ୍ଲା ଗୁଡ଼ିକରେ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିବ । ଆଉ ଯଦି ବାତ୍ୟା ହୋଇଯାଏ , ତେବେ ତାପର ସ୍ଥିତି କିପରି ହେବ , ତା ବିଷୟରେ ଅନୁମାନ କରିବା ମଧ୍ୟ କଷ୍ଟକର । ତେଣୁ କରି ଏହି ସବୁ ଜିଲ୍ଲା ଗୁଡ଼ିକ ସତ-ର୍କ କୁହା ଯାଇଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି।

Leave a Reply

Your email address will not be published. Required fields are marked *