ଭାଇ ସାଜିଲା ଭଉଣୀର ଦୁ-ଷ୍କର୍ମ କାରୀ ।

ଦୁନିଆରେ ସବୁ ଠାରୁ ପବିତ୍ର ସ-ମ୍ପର୍କ ହେଉଛି ଭାଇ ଭଉଣୀର ସ-ମ୍ପର୍କ । ହେଲେ ସେହି ଭାଇ ଭଉଣୀର ପବିତ୍ର ସମ୍ପ-ର୍କରେ ଲାଗିଛି କଳଙ୍କର ଛିଟା । ହଁ ଆଜ୍ଞା ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସୁର-କ୍ଷା ଲୋଡ଼ି ଥାଆନ୍ତି । ଭାଇ ବି ଭଉଣୀକୁ ସବୁ ଦିନ ସୁର-କ୍ଷା ଦେବା ପାଇଁ ପ୍ରତି-ଶ୍ରୁତି ଦେଇଥାନ୍ତି । ହେଲେ ଦର୍ଶକ ବନ୍ଧୁ ଏବେ ଏମିତି ଏକ ଘ-ଟଣା ଘଟାଇଛି ଜଣେ ଭାଇ ଯାହା ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଭାଇ ସାଜିଲା ନର ରା-କ୍ଷସ । ଦେହ ମାଂସ ଲୋଭି ଭାଇ ଭଉଣୀକୁ ବି ଛାଡ଼ିଲା ନାହିଁ । ର-କ୍ଷକ ହୋଇ ଭକ୍ଷକ ସାଜିଲା ଭାଇ । ନି-ଶାସ-କ୍ତ ଅବସ୍ଥାରେ ଭାଇ କରିଛି ଭଉଣୀର ଦୁ-ଷ୍କର୍ମ । ଯେଉଁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଦେଇ ନିଜର ସୁର-କ୍ଷା ବୋଲି ଭାବୁଥିଲା ସେହି ଭାଇ ଆଜି ସୁର-କ୍ଷା ଦେବା ବଦଳରେ ସୈ-ତାନ୍ ସାଜିଛି । ହେଲେ ବନ୍ଧୁଗଣ ଭଉଣୀଟି ଭାଇର ଦୁ-ଷ୍କର୍ମ କବଳରୁ ନିଜକୁ ବଞ୍ଚେଇ ବାକୁ ଯାଇ ଶେଷରେ ଭଉଣୀ ନେଇଛି ଦୃଢ଼ ନିଷ୍ପତ୍ତି । ଭାଇ ଯେତେବେଳେ ନି-ଶା ଶକ୍ତ ଅବସ୍ଥାରେ ଭଉଣୀ ପାଖକୁ ଆସି ଭଉଣୀକୁ ଟଣା ଓଟରା କରିଛି । ସେହି ସମୟରେ ଭଉଣୀ ଦୁର୍ଗାଙ୍କ ରୂପ ଧାରଣ କରିଛି ।

ନିଜର ଇଯତ୍ ବଞ୍ଚାଇବାକୁ ଯାଇ ଭଉଣୀ ଭାଇକୁ ହ-ତ୍ୟା କରିବାକୁ ମଧ୍ୟ ପଛ ଘୁଂଚା ଦେଇ ନାହିଁ । ଯେତେବେଳେ ଭାଇର ଲୋଲୁପ ଦୃଷ୍ଟି ଭଉଣୀ ଉପରେ ପଡିଥିଲା ସେହି ସମୟରେ ଭାଇ ଆସି ଭଉଣୀକୁ ଟଣା ଓଟରା କରିଥିଲା । ଭାଇ କହିଥିଲା ଭଉଣୀକୁ ସେ ଭଉଣୀ ସହ ରଖିବ ଶାରୀ-ରିକ ସ-ମ୍ପର୍କ । ଭଉଣୀ ଭାଇର ଏହି କଥା ଶୁଣି ଵ୍ୟତି ବ୍ୟସ୍ତ ହୋଇ ପଡ଼ିଥିଲା । ହେଲେ ଶେଷରେ ଭାଇକୁ ଭଉଣୀ ଅନେକ କାକୁତି ମିନତି ହେବା ପରେ ଯେତେବେଳେ ଭାଇ ଭଉଣୀକୁ ଜୋର୍ ଜବ-ର-ଦସ୍ତି କରିଥିଲା ସେହି ସମୟରେ ଭାଇ ସାଜିଥିଲା ଭାଇର ହ-ତ୍ୟାକାରୀ ।

ଏଭଳି ଘଟ-ଣା ଘଟିଛି ଗୁଜୁରାଟ ର ଖଡେ ଜିଲ୍ଲାରେ । ଭାଇ କବଳରୁ ନିଜକୁ ବଞ୍ଚାଇବାକୁ ଯାଇ ଭଉଣୀ ନି-ଶା ଶକ୍ତ ଭାଇକୁ ଛୁ-ରୀରେ ଆକ୍ର-ମଣ କରିବା ସହିତ ବାଡ଼ିରେ ପିଟି ପିଟି ହ-ତ୍ୟା କରିଛି । ଆଉ ଏହା ପରେ ଭଉଣୀ ନିଜେ ଯାଇ ପୋ-ଲିସ ନିକଟରେ ଆତ୍ମମର୍ପଣ କରିଛି । ଭଉଣୀ ପାଖରୁ ସମସ୍ତ କଥା ଶୁଣି ସାରିବା ପରେ ପୋଲିସ ନିଜ ତରଫରୁ ମଧ୍ୟ ଏକ ମାମ-ଲା ଦାୟର କରିଛି । ତେବେ ଏହି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ । ଏହି ଘଟଣା ଯିଏ ଶୁଣୁଛନ୍ତି ସେ କହୁଛନ୍ତି କି ପବିତ୍ର ସମ୍ପର୍କରେ ଲାଗିଲା କ-ଳଙ୍କର ଛିଟା । ତେବେ ଏହି ଲୋମ ଟାଙ୍କୁରା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି ।

Leave a Reply

Your email address will not be published. Required fields are marked *