ଅଚିହ୍ନା ମ-ରଶରୀରର ଅନ୍ତିମ ସଂ-ସ୍କାର କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଲେ ପ୍ରଶାସନ, ଆଉ ମିଳିବନି ଯାତ୍ରୀଙ୍କ ଶ-ବ।

୮ ଦିନ ତଳେ ଏମିତି କିଛି ଘଟି ଯାଇଥିଲା ଯାହାକୁ କେହି ସ୍ବପ୍ନରେ ମଧ୍ୟ ଭାବି ନଥିବେ। ଗୋଟିଏ ଦୁର୍ଘ-ଟଣା କେତେ ଲୋକଙ୍କ ଆଶା, ଭରଷା ଏବଂ ସ୍ବପ୍ନକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା। ବାହାନଗା କରମଣ୍ଡଳ ଦୁର୍ଘ-ଟଣାକୁ ୮ ଦିନ ବିତି ଗଲା ପରେ ମଧ୍ୟ ଲୋକଙ୍କ ଆଖିରୁ ଏପର୍ଯ୍ୟନ୍ତ ଲୁହ ସୁଖୁନୀ। ଏବେବି ବାହାନଗା ଲୋକଙ୍କୁ ଶୁଣା ଯାଉଛି ସେଇ ଯାତ୍ରୀ ମାନଙ୍କର ବିକଟାଳ ଚି-ତ୍କାର। ଏବେବି ସରିନି ଶ-ବ ଚିହ୍ନଟ।

୮ ଦିନ ଭିତରେ ଅନେକ ଜାଗାରୁ ଲୋକ ଓଡ଼ିଶା ଆସି ନିଜ ନିଜ ପାରିବାର ଲୋକେ ଏବଂ ସଂପ-ର୍କୀୟ ମାନଙ୍କର ଶବ ଚିହ୍ନଟ କରି ନିଜ ସାଥିରେ ଅନ୍ତିମ ସ-ତ୍କାର ପାଇଁ ନେଇ ଗଲେଣି କିନ୍ତୁ ଏବେବି ଏମିତି କେତେ ଶ-ବ ବିଏମସି ପାଖରେ ପଡ଼ି ପଚି ସଢ଼ି ଗଲେଣି। ସେଥିପାଇଁ ପ୍ରଶାସନ ଶ-ବ ଅନ୍ତିମ ସଂ-ସ୍କାର କରିବା ପାଇଁ ବିଏମସିଙ୍କୁ ଅନୁମତି ଦେଇଛି। ଏଇ ଦିନ ଦୁଇ ଦିନ ଭିତରେ ବାକି ଚିହ୍ନଟ ହେଇ ନଥିବା ଶ-ବକୁ ଅନ୍ତିମ ସଂସ୍କାର କରିଦିଆଯିବ।

ବିଏମସି ଅଧିକାରୀଙ୍କ କହିବା ଅନୁସାରେ ୩ ଦିନ ତଳେ ପ୍ରଶାସନ ଶ-ବ ସଂସ୍କାର କରିବା ପାଇଁ କହୁଥିଲେ। ଭରତ ପୁର ଶ୍ମଶା-ନରେ ୧୧ ଟି ଯୁଇ ପ୍ରସ୍ତୁତ ହେଇକି ଅଛି। ସେଠି କଠା ଠାରୁ ଆରମ୍ଭ କରି ସବୁ ଦରକାରୀ ଜିନିଷ ଅଛି ଖାଲି ପ୍ରଶାସନ ଅନୁମତି ଦେଲେ ଆମେ ସବୁ ଶ-ବକୁ ଭରତ ପୁର ନେଇ ଜାଳି ଦେଇ ଆସିବୁ। ସେଥିପାଇଁ ଯେଉଁ ପାରିବାର ଲୋକ ନିଜ ପାରିବାର ଲୋକେ ଏବଂ ସଂପ-ର୍କୀୟ ମାନଙ୍କୁ ପାଉ ନାହାନ୍ତି ଆଉ କିଛି ଦିନ ଯିବା ପରେ କେବେବି ଦେଖି ପାରିବେନି।

Leave a Reply

Your email address will not be published. Required fields are marked *