କରମଣ୍ଡଳ ଏକ୍ସପ୍ରେସ ଦୁର୍ଘ-ଟଣା ପୂର୍ବରୁ କୁଆଡ଼େ କଟା ଯାଇଥିଲା ତେନ୍ତୁଳି ଗଛ । ଆଉ ଅତୃପ୍ତ ଆତ୍ମା ହିଁ ଘଟାଇ ଥିଲେ ଏଭଳି ଦୁର୍ଘ-ଟଣା ।

ଜୁନ ୨ ତାରିଖରେ ସେହି ଛାତିଥରା କରମଣ୍ଡଳ ଟ୍ରେନ ଏକ୍ସପ୍ରେସ ଦୁର୍ଘ-ଟଣା ପରେ ପରେ ଲୋକେ ଯେମିତି ଭ-ୟଭୀ-ତ ହୋଇ ରହିଛନ୍ତି । ଅନେକ ପୀଡ଼ିତଙ୍କୁ ନିଜର ପ୍ରିୟଜନଙ୍କ ମୃ-ତ ଶ-ବ ମିଳି ନଥିବା ବେଳେ କେହି କେହି ଶ-ବ ଚିହ୍ନି ନପାରିବା କାରଣରୁ ଡିଏନଏ ଟେଷ୍ଟ ପାଇଁ ନିଜର ସାମ୍ପଲ ଦେଇଛନ୍ତି ।

କହିବାକୁ ଗଲେ ସେହି ଘଟ-ଣାରେ ପ୍ରାୟ ୩୦୦ ଉପରେ ଲୋକଙ୍କ ମୃ-ତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦୦ ରୁ ଅଧିକ ଲୋକ ଆ-ହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର କାରଣରୁ ସେମାନେ ଚିକିତ୍ସାଧୀନ ଅଛନ୍ତି । ଆଉ ବର୍ତ୍ତମାନ ସମୟରେ ସେହି ମାମ-ଲାକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳୁଛି ।

ତେବେ ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି ଯିଏ ନିଜର ସେହି ଦୁଃ-ଖଦ ଘ-ଟଣା ସମୟର ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି , ସେ କହିଛନ୍ତି ଯେ କିଭଳି ସେହି ଦୃ-ଶ୍ୟ ଅତ୍ୟନ୍ତ ଭ-ୟଙ୍କର ଥିଲା ଏବଂ ମାତ୍ର ଅଳ୍ପ କେଇଟା ମୁହୂର୍ତ୍ତରେ ସବୁକିଛି ଛାରଖାର ହୋଇ ଯାଇଥିଲା । ସେ କହିଛନ୍ତି ଯେ ତାଙ୍କ ଜୀବନ ଭଗବାନଙ୍କ ଦୟାରୁ କିଭଳି ବର୍ତ୍ତି ଯାଇଛି ।

ଆଉ ଏଥିପାଇଁ ସେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଚିର ଋଣି । ସେଦିନ ରାତିରେ ଯେମିତି ଭାବରେ ପରିସ୍ଥିତି ହୋଇଥିଲା ତାଙ୍କ କହିବା କଥା ଯେ ଅତିକମରେ ୧୦୦୦ ରୁ ଅଧିକ ଲୋକଙ୍କ ମୃ-ତ୍ୟୁ ହୋଇଥାଇ ପାରେ ବୋଲି ସେ କହିଛନ୍ତି । କାରଣ ଉ-ଦ୍ଧାର ସମୟର ଦୃ-ଶ୍ୟରୁ ତାହା ସ୍ପଷ୍ଟ ଜଣା ପଡ଼ୁଥିଲା ।

ତେବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ବର୍ତ୍ତମାନ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଯେ ଏହି ଦୁର୍ଘ-ଟଣା କୁଆଡ଼େ ଅତୃପ୍ତ ଆତ୍ମା ମାନେ ଘଟାଇଛନ୍ତି । ସାଧରଣତଃ ସିଗନାଲ କିମ୍ବା କୌଣସି ବ୍ୟକ୍ତିଙ୍କ ଭୁଲ କାରଣରୁ ଏଭଳି ଘ-ଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସିବିଆଇ ତ-ଦନ୍ତ ଜାରି ରହିଛି । କିନ୍ତୁ ବର୍ତ୍ତମାନ ଲୋକଙ୍କ କହିବା କଥା ଯେ ଗୋଟିଏ ବଡ଼ ତେନ୍ତୁଳି ଗଛ ସେହି ଟ୍ରେନ ଲାଇନ ପାଖରେ ଥିଲା ।

ଯେଉଁଠି ସବୁ ଅତୃପ୍ତ ଆତ୍ମା ରହୁଥିଲେ । ମାତ୍ର ଗୁରୁବାର ଦିନ ସେହି ତେନ୍ତୁଳି ଗଛକୁ କଟା ଯାଇଥିଲା । ଯେଉଁ କାରଣରୁ ଅତୃପ୍ତ ଆତ୍ମା କ୍ରୋ-ଧିତ ହୋଇ ଏପରି ଘ-ଟଣା ଘଟାଇ ଥିବା ସ୍ଥାନୀୟ ଲୋକେ କହୁଛନ୍ତି । କିନ୍ତୁ ବର୍ତ୍ତମାନର ବିଜ୍ଞାନ ଯୁଗରେ ଏହାକୁ ଗ୍ରହଣ କରାଯାଇ ପାରୁନାହିଁ ।

Leave a Reply

Your email address will not be published. Required fields are marked *