ଦେହ ଖୋଜୁଥିଲା ନୂଆ ପୁରୁଷଙ୍କ ବାସ୍ନା , ମହିଳା ରଖୁଥିଲେ ଚାରି ଚାରି ଜଣଙ୍କ ସହିତ ଶାରୀ-ରିକ ସ-ମ୍ପର୍କ

ପର-କୀୟା ପ୍ରୀତି ସାଜିଲା କାଳ । ବିବାହ ପରେ ମଧ୍ୟ ହୋଇ ପାରିନଥିଲେ ସ୍ଵାମୀଙ୍କର ନିଜର । ପ୍ରତିଦିନ ନିଜ ପ୍ରେମ ଜା-ଲରେ ଫସାଇ ଦେଇଥିଲେ ନୂଆ ନୂଆ ପୁରୁଷଙ୍କୁ ଆଉ ସେମାନଙ୍କୁ ନିଜ କବଜା କରି ନେଉଥିଲେ । ସେମାନଙ୍କ ସହିତ କା-ଟୁଥିଲେ ରାତି ଆଉ ଦେହର ଭୋକ ମେଣ୍ଟା-ଇବା ପରେ ଯାଇ ପାଉଥିଲେ ଶାନ୍ତି । ସେପଟେ ସ୍ବାମୀଙ୍କୁ ଚକମା ଦେଇ ଦେଉଥିଲେ ସ୍ତ୍ରୀ କାରଣ ସ୍ଵାମୀ ବାହାରେ ରହୁଥିଲେ ।

ତେବେ ବର୍ତ୍ତମାନ ସମୟରେ ମହିଳାଙ୍କ ସବୁ କଳା କାର-ନାମା ଧରା ପଡିଯାଇଛି ଆଉ ସେ ଯାଇଛନ୍ତି ଜେ-ଲ । କାରଣ ସେ ଖାଲି ଏହି କାମ କରି ନାହାଁନ୍ତି କରିଛନ୍ତି ଜଣେ ବ୍ୟକ୍ତିଙ୍କୁ ହ-ତ୍ୟା , ଯିଏ ମାତ୍ର କିଛି ମାସ ଆଗରୁ ବିବାହ କରିଥିଲେ । ଘରେ ତାଙ୍କ ନବ ବିବାହିତା ସ୍ତ୍ରୀ ଅନାଇ ବସିଥିଲେ ସ୍ଵାମୀଙ୍କ ଫେରିବା ବାଟକୁ । କିନ୍ତୁ ଆଉ କେବେ ଘରକୁ ଫେରି ନଥିଲେ ସ୍ଵାମୀ । ଚାଲି ଯାଇଥିଲେ ଆରପାରିକୁ । ତେବେ ଆପଣ କିଛି ଦିନ ଆଗରୁ ଗୋଟିଏ ଘଟ-ଣା ବିଷୟରେ ଶୁଣିବାକୁ ପାଇଥିବେ କି , କେନ୍ଦ୍ରାପଡ଼ା ଜିଲ୍ଲାରେ ମନୋଜ ନାମକ ବ୍ୟକ୍ତିଙ୍କ ହ-ତ୍ୟା ହୋଇଥିଲା ।

ବର୍ତ୍ତମାନ ସେହି ମନୋଜଙ୍କ ଦୋ-ଷୀ ମାନଙ୍କ ବିଷୟରେ ଜଣା ପଡ଼ିଯାଇଛି ଆଉ ପୋ-ଲିସ ସେମାନଙ୍କୁ ଗି-ରଫ କରି ନେଇଛି । ତେବେ ଏହି ହ-ତ୍ୟାକା-ଣ୍ଡ ପଛରେ ହାତ ରହିଥିଲା ସେହି ଦେହ ଲୋଭି ମହିଳା କୁନି ପରିଡ଼ାଙ୍କର । ଘରେ ସ୍ଵାମୀ ରହୁ ନଥିବାର ଫାଇଦା ଉଠାଇ କୁନି ଅନ୍ୟ ପୁରୁଷ ମାନଙ୍କୁ ପ୍ରେମରେ ପକାଇ ଦେଉଥିଲେ । ତେବେ ଏଥିରେ ମଧ୍ୟ ମନୋଜ ପ୍ରେ-ମରେ ପଡ଼ି ଯାଇଥିଲେ । ତେବେ କୁନି ଖାଲି ମନୋଜ ନୁହେଁ , ଆହୁରି ଦୁଇ ଜଣ ବ୍ୟକ୍ତି ଅଭୟ ବାବୁଲାଙ୍କୁ ମଧ୍ୟ ଫ-ସାଇ ଦେଇଥିଲେ ।

ତେବେ କିଛି ଦିନ ପୂର୍ବରୁ ଏମାନଙ୍କ ମଧ୍ୟରେ ଦେଖା ଦେଇଥିଲେ ପାଟି ତୁ-ଣ୍ଡ ଆଉ ଗଢି ଉଠିଥିଲା କ୍ରୋ-ଧ । କୁନି ଆଉ ତାଙ୍କ ଦୁଇ ସାଥି ମନୋଜଙ୍କୁ ବାଟରୁ ହଟାଇ ଦେବା ପାଇଁ କରିଥିଲେ ଚେଷ୍ଟା । ଏହାପରେ ସେହା ହିଁ ହୋଇ ଥିଲା । ମନୋଜଙ୍କୁ ହ-ତ୍ୟା କରି ସେମାନେ ନଦୀ କୂଳରେ ପୋତି ଦେଇଥିଲେ । ସେପଟେ ପୋ-ଲିସ ଖୋଜି ବସିଥିଲା ମନୋଜଙ୍କୁ । ଆଉ ନଦୀ କୂଳରେ ଦେଖିଲା ବେଳକୁ ସର୍ବ ପ୍ରଥମେ ମନୋଜଙ୍କ ଗାଡ଼ି ମିଳିଥିଲା ଆଉ ଧିରେ ଧିରେ ତାଙ୍କ ପୋଷାକ ଆଉ ଶେଷରେ ମନୋଜଙ୍କ କ-ଙ୍କାଳ ମିଳିଥିଲା । ତେବେ ପୋ-ଲିସ ବର୍ତ୍ତମାନ କୁନି ଆଉ ତାଙ୍କ ଦୁଇ ସାଥିଙ୍କୁ ଗିର-ଫ କରି ନେଇ କୋର୍ଟ ଚା-ଲାଣ କରି ଦେଇଛି ।

Leave a Reply

Your email address will not be published. Required fields are marked *