ଅଜବ ପ୍ରେମ କାହାଣୀ , ଛାତ୍ରୀଙ୍କ ପାଇଁ ଶିକ୍ଷୟିତ୍ରୀ ସାଜିଲେ ମହିଳା ରୁ ପୁରୁଷ

ପ୍ରେମ ଅନ୍ଧ ହୋଇଥାଏ ଆଉ କିଛି ମାନେ ନାହିଁ । ପ୍ରେମ ଯାହାକୁ ଇଚ୍ଛା ତାକୁ ମନ ଦେଇ ବସିଥାଏ । ପ୍ରେମ ବାସ୍ତବରେ ଜାତି , ବର୍ଣ୍ଣ , ଲି-ଙ୍ଗ ଆଉ ରଙ୍ଗ କିଛି ବି ମାନେ ନାହିଁ । ପ୍ରେମ ନିଜ ମନକୁ ମନେଇ ନେଇଥାଏ କି , ତାକୁ ସେହି ମଣିଷକୁ ଜିତିବାର ଅଛି , ଯାହାକୁ ସେ ମନରେ ରଖି ସାରିଛି । ତେବେ ଏପରି ଏକ ପ୍ରେମକୁ ସଫଳ କରି ଦେଖାଇଛନ୍ତି ରାଜସ୍ଥାନର ସଫଳ ଦମ୍ପତ୍ତି । ଆଉ ସେମାନଙ୍କ ପ୍ରେମ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ।

ରାଜସ୍ଥାନ ସାରା ସମସ୍ତେ ବାସ୍ ସେମାନଙ୍କୁ ନେଇ ଚର୍ଚ୍ଚା ଚଳାଇଛନ୍ତି ଆଉ ଆପଣ ବି ସେମାନଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ ବି ସେମାନଙ୍କ ପ୍ରେମ କାହାଣୀ ଅଜବ ଲାଗିବ । କିପରି ଏତେ ଭଲ ବି ମଣିଷ ପାଇ ପାରନ୍ତି । ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଦୁଇ ପ୍ରେମୀ ଯୁଗଳଙ୍କ କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ନିଜ ପ୍ରେମ ପାଇଁ ମହିଳା କରିଦେଲେ ଲି-ଙ୍ଗ ପରିବର୍ତ୍ତନ । ଆଉ ନିଜ ସାଥିଙ୍କୁ କରିଲେ ଜୀବନ ସାଥି ।

ତେବେ ରାଜସ୍ଥାନର ଭରତପୁର ରୁ ଏପରି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଅଛି । ବିଦ୍ୟାଳୟରେ ପାଠ ପଢୁଥିବା କଳ୍ପନାଙ୍କୁ ଭଲ ପାଇ ବସିଥିଲେ ତାଙ୍କ ଶିକ୍ଷୟିତ୍ରୀ କାରଣ ସେ ଥିଲେ ସବୁଠାରୁ ସୁନ୍ଦର । ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ପାଇବା ପାଇଁ ସ୍ବପ୍ନ ଦେଖି ଦେଇଥିଲେ । କିନ୍ତୁ ସେ ନିଜେ ମହିଳା ଥିଲେ ଆଉ ଚେଷ୍ଟା କରିଥିଲେ କିପରି ସେ କଳ୍ପନାଙ୍କୁ ବାହା ହେବେ । ତେବେ ଏହାରି ମଧ୍ୟରେ ଅରଭ ନିଜ ଲି-ଙ୍ଗ ପରିବର୍ତ୍ତନ କରିବା ପାଇଁ ଯୋଜନା କରିଥିଲେ ଆଉ କଳ୍ପନାଙ୍କୁ ଏହି କଥା କହିଥିଲେ ଆଉ ତାଙ୍କୁ ସାଥିରେ ଯିବା ପାଇଁ କହିଥିଲେ ।

ଏହାପରେ କଳ୍ପନା ମଧ୍ୟ ଏହି କଥାରେ ରାଜି ହୋଇ ଯାଇଥିଲେ ହସ୍ପିଟାଲ ଆଉ ସେଠାରେ ଅରଭ ଲି-ଙ୍ଗ ପରିବର୍ତ୍ତନ କରିଥିଲେ । ଆଉ ଝିଅରୁ ହୋଇ ଯାଇଥିଲେ ପୁଅ । ତେବେ ବର୍ତ୍ତମାନ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ଦୁଇ ଜଣ ଖୁସିରେ ମଧ୍ୟ ଅଛନ୍ତି । ଅନ୍ୟ ପକ୍ଷରେ କଳ୍ପନା କହିଛନ୍ତି ଯେ , ଯଦି ଅରଭ ଲି-ଙ୍ଗ ପରିବର୍ତ୍ତନ କରି ନଥାନ୍ତେ , ତେବେ ମଧ୍ୟ ସେ ତାଙ୍କୁ ବାହା ହୋଇଥାନ୍ତେ କାରଣ ସେ ବି ଅରଭଙ୍କୁ ମନେ ମନେ ଭଲ ପାଇ ବସିଥିଲେ।

Leave a Reply

Your email address will not be published. Required fields are marked *