କିଛି ଟଙ୍କା ଏବଂ ସରକାରୀ ଚାକିରୀ ପାଇଁ ମରି ଯାଇଥିବା ମାଆକୁ ଆଉ ଥରେ ମା-ରିଦେଲା ପୁଅ।

ଦଶ ମାସ ଦଶ ଦିନ କେତେ ଦୁଃ-ଖ କଷ୍ଟ ସହି ନିଜ ଗ-ର୍ଭରେ ଧରି ମାଆ ଆମକୁ ଜନ୍ମ କରେ। ଛୋଟ ରୁ ବଡ଼ ହେବା ପର୍ଯ୍ୟନ୍ତ ସେ ଆମର ଯତ୍ନ ନିଏ। ନିଜେ ଭୋକ ଉପାସରେ ଶୋଇ ଆମକୁ ପେଟ ପୁରା ଖାଇବାକୁ ଦିଏ। ସେଥିପାଇଁ ଲୋକେ କୁହନ୍ତି ମାଆର ଋଣ ଆମେ କେବେ ସୁଜି ପାରିବାନି। ଆଜିର କେତେକ ଯୁବ ପିଢ଼ି ଏବେ ମାଆର ଋଣ ସୁଜିବା ବଦଳରେ ନିଜ ସ୍ବାର୍ଥ ପାଇଁ ମାଆକୁ ମା-ରି ଦେଉଛନ୍ତି। ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା ବାହାନଗା ଦୁର୍ଘ-ଟଣା ଘ-ଟିବା ପରେ ବିହାରରୁ ସମ୍ନାକୁ ଆସିଛି।

ବାହାନଗା କରମଣ୍ଡଳ ଦୁର୍ଘ-ଟଣାକୁ ଗୋଟେ ସପ୍ତାହ ବିତି ଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଶ-ବ ଚିହ୍ନଟ ସରୁନି। କେତେକ ଘର ଲୋକଙ୍କୁ ନିଜ ବାପା, ମାଆ,ଭାଇ,ଭଉଣୀ,ପୁଅ,ଝିଅ ଏବଂ ନିଜ ପରିବାର ଲୋକଙ୍କ ଶ-ବ ନ ମିଳିବାରୁ ଏ ପର୍ଯ୍ୟନ୍ତ ସେମାନଙ୍କ ଆଖିରୁ ଲୁହ ସୁଖୁନି। କିନ୍ତୁ ବିହାର ପାଟଣାର ସଞ୍ଜୟ କୁମାର ନାମକ ଜଣେ ବ୍ୟକ୍ତି କିଛି ତାଙ୍କ ଏବଂ ଚାକିରି ପାଇବା ଆଶାରେ ନିଜର ମୃ-ତ ମାଆଙ୍କୁ ଆଉ ଥରେ ମା-ରି ଦେଇଛନ୍ତି।

୨୦୧୮ ମସିହାରେ ସଞ୍ଜୟଙ୍କ ମା ମୃ-ତ୍ୟୁ ବରଣ କରିଥିଲେ ସେଇ ଦିନ ଠାରୁ ସଞ୍ଜୟ ଘରେ ବେକାର ହେଇ ପଡ଼ି ରହିଥିଲେ। ସେ ଯେତେବେଳେ ଜାଣିଲେ ବାହାନଗା ଦୁର୍ଘ-ଟଣା ପରେ ବିହାର ୧୩୧ ଜଣ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪୩ଟି ଶ-ବ ଚିହ୍ନଟ ହେଇଛି ଏବଂ ବାକି ୮୮ ଜଣ ନି-ଖୋଜ ଅଛନ୍ତି। ସେତେବେଳେ ସଞ୍ଜୟ କିଛି ଟଙ୍କା ଏବଂ ଚାକିରି ପାଇବା ଲୋଭରେ ପ୍ରଥମେ ରେଳ ମନ୍ତ୍ରୀଙ୍କ ବାସ ଭବନରେ ପହଞ୍ଚିଲେ ସେଠୁ ତାଙ୍କୁ ରେଳ ଭବନଙ୍କୁ ଯିବାକୁ କହିଲେ।

ସେ ରେଳ ଭବନ ରେ ପହଞ୍ଚିବା ପରେ ରେଳବାହି ଅଧିକାରୀ ମାନେ ତାଙ୍କୁ ବହୁତ୍ ପ୍ରଶ୍ନ ପଚାରିଲେ ସେ ସବୁ କିଛି ଠିକ୍ ଠିକ୍ ଉତ୍ତର ଦେଲେ କିନ୍ତୁ କିଛି ସମୟ ପରେ ସବୁ ଓଲଟ ପାଲଟ କରି କହିଲେ ସେଥିପାଇଁ ରେଳବାହି ଅଧିକାରୀ ମାନେ ତାଙ୍କ ମି-ଛ କଥା ସବୁ ଜାଣିପାରି ତାଙ୍କୁ ଜୋ-ରିମା-ନା ଦେବାପାଇଁ ଆଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *