ଦେଖନ୍ତୁ ଭିଡ଼ିଓ:- ଦାନ ପାତ୍ରରୁ ଉଠେଇଲେ ବ୍ଲାଉଜ ଭିତରେ ଭର୍ତ୍ତି କଲେ। ଦେଖନ୍ତୁ ମହିଳାଙ୍କ କଳା କାର-ନାମା

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ। ସିସିଟିଭି ବର୍ତ୍ତମାନ ସମସ୍ତ ଚୋରଙ୍କ ପାଇଁ କାଳ ସାଜିଛି। ସିସିଟିଭି ପାଇଁ ଅନେକ ଚୋ-ର ଧରା ପଡିବା ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛନ୍ତି।

କରୋନା ମହାମାରୀ କାଳରେ ଅନେକ ଲୋକ ନିଜ ଚାକିରୀ ଏବଂ ବ୍ୟବସାୟ ହରେଇଲେ। ଯାହାଫଳରେ ଚୋରି ଏକ ଭଲ ଉପାୟ ବୋଲି ବେରୋଜଗାରୀ ମାନେ ଆପଣେଇ ଦେଇଛନ୍ତି। କେବଳ ଚୋ-ରି କରୁ ନାହାନ୍ତି ବରଂ ଅନେକ ବେଆ-ଇନ କାର-ବାରରେ ଲିପ୍ତ ରହୁଛନ୍ତି। ଚୋ-ରି କରିବା ପରେ ଯଦି ଧ-ରା ପଡୁଛନ୍ତି ତେବେ ଲୋକମାନଙ୍କ ଠାରୁ ଅନେକ ମା-ଡ଼ ମଧ୍ୟ ଖାଉଛନ୍ତି। ବର୍ତ୍ତମାନ ସମୟରେ ଜଣେ ମହିଳା ମନ୍ଦିରରେ ଚୋ-ରି କରୁଥିବାର ଭିଡ଼ିଓ ଖୁବ ଭାଇରାଲ ହେଉଛି।

ତେବେ ଆପଣ ଅନେକ ସମୟରେ ପୁରୁଷ ମାନଙ୍କୁ ଚୋ-ରି କରୁଥିବାର ଦେଖିଥିବେ। ତେବେ ମନ୍ଦିର ଭିତରେ ଠାକୁରଙ୍କ ଦାନ ପାତ୍ରରୁ ଟଙ୍କା ଚୋ-ରି କରିବା ବୋଧହୁଏ ବହୁତ କମ୍ ଚୋ-ରଙ୍କ ସାହସ ଥିବ। କିନ୍ତୁ ଜଣେ ମହିଳା ଖୁଲମ ଖୁଲା ଭାବେ ମନ୍ଦିର ଭିତରୁ ଚୋ-ରି କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହେଉଛି। ତେବେ ଆସନ୍ତୁ ଦେଖିବା ଏହି ଭିଡ଼ିଓ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ନୀଳ ରଙ୍ଗର ଶାଢୀ ପିନ୍ଧିଥିବା ସ୍ତ୍ରୀ ଲୋକଟିଏ ଠାକୁରଙ୍କୁ ମୁଣ୍ଡିଆ ମା-ରିବା ନାମରେ ଆଗକୁ ଆସି ସେଠାରେ ଥିବା ଦାନ ପାତ୍ର ରୁ ୨୦୦ ଟଙ୍କିଆ ନୋଟ ଉଠେଇ ନିଜ ବ୍ଲାଉଜ ଭିତରେ ଭର୍ତ୍ତି କରି ଦେଉଛନ୍ତି। ତେବେ ମହିଳା ଜଣକ ଏପରି ଭାବରେ ଚୋ-ରି କରୁଛନ୍ତି ଯାହାକି ପଛରେ ମୁଣ୍ଡିଆ ମା-ରୁଥିବା ବ୍ୟକ୍ତି ଜଣକ ମଧ୍ୟ ଜାଣି ପାରିଲେ ନାହିଁ। ମହିଳା ଜଣକ ଥରେ ନୁହେଁ କି ଦୁଇଥର ନୁହେଁ ବରଂ ତିନି ତିନିଥର ଦାନ ପାତ୍ରରୁ ଟଙ୍କା ଉଠେଇ ଥିଲେ।

ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଲୋକମାନେ ଏହି ଭିଡ଼ିଓରେ ନିଜର ମତାମତ ଦେବା ସହ ଖୁବ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି। ବର୍ତ୍ତମାନ ପୋ-ଲି-ସ ଅଭି-ଯୁକ୍ତ ମହିଳା ଜଣଙ୍କୁ ଖୋ-ଜୁଛି।

Leave a Reply

Your email address will not be published. Required fields are marked *