ଠ-କି ଦେଲା ତା-ନ୍ତ୍ରିକ ଲି-ଙ୍ଗ ପରିବର୍ତ୍ତନ କରିଦେବ କହି ଜଙ୍ଗଲରେ କଲା ଏପରି ।

ସମିଲିଙ୍ଗ ପ୍ରେମ କାହାଣୀ ସାଜିଲା ପ୍ରେମିକା ପାଇଁ କାଳ । ବିଶ୍ୱାସ ଭରଷା ରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ । ହେଲେ ତା ପରେ ଯାହା ଘ-ଟିଲା ତାହା ସମସ୍ତଙ୍କ ଚିନ୍ତାର ବାହାରେ ଥିଲା । ପ୍ରେମିକା କେବେ ବିଶ୍ୱାସ କରି ନଥିଲା ସେ ଯାହାକୁ ଭଲ ପାଉଥିଲା ସେ ଯାହା ପାଇଁ ରାତି ରାତି ସ୍ୱପ୍ନ ଦେଖୁଥିଲା ସେ ତା ସହିତ ଏପରି କରି ଶେଷରେ ତାର ଜୀବନ ନେଇଯିବ । ପ୍ରଥମେ ପ୍ରେମ ଆଉ ତା ପରେ ପ୍ରତା-ରଣା ଆଉ ଶେଷରେ ପ୍ରେମ ପାଇଁ ଚାଲିଗଲା ପ୍ରେମିକାର ଜୀବନ । ମି-ଛ ଭଲ ପାଇବା ଦେଲା ପ୍ରେମିକାକୁ ସାଙ୍ଘାତିକ ଧୋ-କା ଯାହା ପ୍ରେମିକା କେବେ ଚିନ୍ତା ମଧ୍ୟ କରି ନଥିଲା । ପ୍ରେମରେ ଉଡୁଥିବା ପ୍ରେମିକାର ପର କା-ଟି ଜୀବନ ବି ନେଇଗଲା ମିଛ ପ୍ରେମ ।

ହଁ ବନ୍ଧୁଗଣ ଏପରି ସାଙ୍ଘା-ତିକ ଘଟ-ଣା ଘଟିଛି ଉତ୍ତର ପ୍ରଦେଶରେ ଯାହା ବର୍ତ୍ତମାନ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘ-ଟଣା ସମସ୍ତଙ୍କୁ ଚକିତ କରୁଛି । ପୁଅରୁ ଝିଅ କରିଦେବ କହି ଠ-କି ଦେଲା ଠ-କ ତାନ୍ତ୍ରିକ । ଆଉ ସବୁ ପଛରେ ରହିଥିଲା ପ୍ରେମ ଓ ବିଶ୍ୱାସ । ଘ-ଟଣା କିଛି ଏପରି ଥିଲା ଯେ ଶେଷରେ ପ୍ରେମିକ ହିଁ ତାନ୍ତ୍ରି-କକୁ ସୂପାରି ଦେଇ ରଚିଥିଲା ସାଙ୍ଘା-ତିକ କା-ଣ୍ଡ । ସମ-ଲିଙ୍ଗି ପ୍ରେମ ସ-ମ୍ପର୍କ ସାଜିଲା ପ୍ରେମିକା ପୁନମ୍ ପାଇଁ କାଳ । ଅକାଳରେ ଚାଲିଗଲା ପ୍ରେମିକାର ଜୀବନ । ବିବାହ ପାଇଁ ଲି-ଙ୍ଗ ପରିବର୍ତ୍ତନ କରିବାକୁ କହି ଜୀବନରୁ ମା-ରିଦେଲା ତାନ୍ତ୍ରିକ ।

ମୃ-ତ ଯୁବତୀଙ୍କ ନାମ ହେଲା ପୁନମ ସେ ପ୍ରୀ-ତି ବୋଲି ଏକ ଯୁବତୀଙ୍କୁ ପ୍ରେମ କରୁଥିଲେ । ସେ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ପ୍ରେମରେ ଦୁହେଁ ଦୁହିଁଙ୍କୁ ଅନେକ ପ୍ରତି-ଶ୍ରୁତି ଦେବା ପରେ । ପୁନମ ପ୍ରିତିଙ୍କୁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ପୋଲି-ସର କହିବା ମୁତାବକ ଯେତେବେଳେ ଦୁହିଁଙ୍କ ସ-ମ୍ପର୍କ ସାମ୍ନାକୁ ଆସିଥିଲା । ସେତେବେଳେ ପ୍ରୀ-ତି ବିବାହ କରିବାକୁ ମନା କରିଦେଇଥିଲେ । ବାସ ତା ପରେ ଘଟି ଯାଇଥିଲା ଏପରି ସାଙ୍ଘା-ତିକ ଘ-ଟଣା । ପୂନମ ଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ପ୍ରୀତି ଶେଷରେ ତାନ୍ତ୍ରି-କର ସାହାରା ନେଇଥିଲା ଆଉ ଏହା ପରେ ପ୍ରୀ-ତି ରଚିଥିଲା ମାୟା ଜା-ଲ । ହେଲେ ପ୍ରେମରେ ଅନ୍ଧ ସାଜିଥିବା ପୁନମ କିନ୍ତୁ ଏହି ମାୟା ଜା-ଲ ବିଷୟରେ ବୁଝି ପାରି ନଥିଲେ ।

ତାନ୍ତ୍ରିକକୁ ପ୍ରୀ-ତି ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇ ପୁନମ୍ ର ଜୀବନ ନେବାକୁ ପ୍ରୀତି କରିଥିଲା ଯୋଜନା । ଆଉ ଶେଷରେ ତା-ନ୍ତ୍ରିକ ପୁନମକୁ ଲି-ଙ୍ଗ ପରିବର୍ତ୍ତନ କଥା କହି ଜଙ୍ଗଲ ଆଡ଼କୁ ଡାକି ନେଇଥିଲେ । ଆଉ ସେଠାରେ ନିଘଞ୍ଚ ଜଙ୍ଗଲ ଭିତରେ ତା-ନ୍ତ୍ରିକ ବାବା ପୁନମଙ୍କ ଜୀବନ ନେଇଯାଇଥିଲେ । ସବୁଦିନ ପାଇଁ ପୁନମଙ୍କୁ ଅଫେରା ରାଇଜକୁ ପଠାଇ ଦେଇଥିଲେ । ବାସ ଏହା ପରେ ପୋ-ଲିସ ଏହି ଘଟ-ଣାର ସୂଚନା ପାଇବା ପରେ ତ-ଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *