ମାଆକୁ ପାଣି ଭିତରକୁ ଟାଣି ନେଲା କୁମ୍ଭୀର , କା-ନ୍ଦି କା-ନ୍ଦି ସ୍କୁଲରୁ ଧାଇଁ ଆସିଲା ପୁଅ

ଜଣେ ମାଆ ଆଉ ପୁଅର ସ-ମ୍ପର୍କ ଭାରି ନିବିଡ ହୋଇଥାଏ । ମାଆଟିଏ ତା ପୁଅ ପାଇଁ ଆଉ ପୁଅଟିଏ ତା ମାଆ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ସେଥିପାଇଁ ତ କୁହାଯାଏ ଦୁନିଆଁରେ ମାଆ ଠାରୁ ବଳି ଆଉ କେହି ନାହିଁ । ମାଆ ତା ଛୁଆ ପାଇଁ କିଛି ବି କରିପାରେ , ଯେମିିତି କି ଜୀବନ ଦେଇ ପାରେ ଆଉ ଜୀବନ ନେଇ ପାରେ । ଆଉ ପିଲାଟିଏ ମଧ୍ୟ ନିଜ ମାଆ ପାଖରେ ସବୁ ଅଳି ଅଝଟ କରିଥାଏ । ଆଉ ତାର ଏକମାତ୍ର ସାହାରା ହିଁ ମାଆ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରୁ ଲୁହ ଆଣିଦେବ । ତେବେ ଥରେ ଭାବନ୍ତୁ କି , ଯଦି ଜଣେ ମାଆ ହଠାତ୍ ତା ପିଲା ଠାରୁ ଦୂରେଇ ଯାଆନ୍ତି ତେବେ ସେହି ପିଲାର କଣ ବା ହେବ । ସେହି ପିଲା ନିଜକୁ ସମ୍ଭାଳି ପାରିବ ତ ? ତେବେ ଏପରି କିଛି ଅଘ-ଟଣ ଘଟି ଯାଇଛି , ରାଜନଗର ଥା-ନା ଚାନ୍ଦିଆମୂଳ ପଞ୍ଚାୟତ ଅନ୍ତର୍ଗତ ହାତିବାଉଁଶଡିହା ଗାଆଁରେ । ଗତକାଲି ଜଣେ ପୁଅ ଠାରୁ ନିଜ ମାଆ ଦୂରେଇ ଯାଇଛି । କୁମ୍ଭୀର ଟାଣି ନେଇ ସବୁକିଛି ସାରି ଦେଇଛି ।

ତେବେ ଗତକାଲି ଶୁଣିବାକୁ ମିଳିଥିଲା କି , ଏହି ଗାଆଁରେ ଜଣେ ମହିଳାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ବାସନ ମାଜୁଥିବା ସମୟରେ ହଠାତ୍ ତାଙ୍କ ପଛ ପାଖରୁ କୁମ୍ଭୀର ଆସି ତାଙ୍କୁ ପାଣି ମଧ୍ୟକୁ ଟାଣି ନେଇ ଥିଲା। ଆଉ ତାଙ୍କର କିଛି ବି ଖୋଜ ଖବର ମିଳି ପାରି ନଥିଲା । ତେବେ ବହୁତ ସମୟର ପ୍ରତିକ୍ଷା ପରେ କାଲି ତାଙ୍କ ଶ-ବ ମିଳିଥିଲା । ତେବେ ଅନ୍ୟ ପକ୍ଷରେ ନିଜ ମାଆଙ୍କୁ କୁମ୍ଭୀର ଟାଣି ନେବା କଥା ଶୁଣି ସାନ ପୁଅ ସ୍କୁଲରୁ ଧାଇଁ ଧାଇଁ ଆସିଥିଲା ଆଉ କା-ନ୍ଦି କା-ନ୍ଦି ଗଡି ଯାଇଥିଲା ।

ତେବେ ବର୍ତ୍ତମାନ ଶ-ବ ଉ-ଦ୍ଧାର କରାଯାଇ ବ୍ୟବ-ଛେଦ କରିବା ପାଇଁ ପଠାଇ ଦିଆ ଯାଇଛି । ତେବେ ବର୍ତ୍ତମାନ ଶୁଣିବାକୁ ମିଳିଛି କି , ସୀତା ରମଣୀଙ୍କ ପରିବାରର ସମସ୍ତେ ବହୁତ ଅଭାବ ଆଉ ଦୁଃ-ଖ ମଧ୍ୟରେ ରହୁଥିଲେ । ତାଙ୍କ ସ୍ଵାମୀ ଗୁଜୁରାଟରେ ଦାଦନ ଖଟୁଥିଲେ । ଆହୁରି ମଧ୍ୟ ବଡ ପୁଅ ଆଉ ବଡ ଝିଅ କେରଳରେ ଯାଇ କାମ କରୁଥିଲେ । ତେବେ ଏପଟେ ମାଆ ପାଖରେ ସାନ ପୁଅ ରହୁଥିଲେ , ସେଥିପାଇଁ ନିଜ ମାଆଙ୍କୁ ବହୁତ ଭଲ ପାଉଥିଲା ସାନ ପୁଅ । ତେବେ ବର୍ତ୍ତମାନ କେମିତି ସାନ ପୁଅ ନିଜକୁ ସମ୍ଭାଳିବ ଜାଣି ପାରୁ ନାହିଁ ।

Leave a Reply

Your email address will not be published. Required fields are marked *