ବାହାନଗାରେ ଭ-ୟଙ୍କର ପରିସ୍ଥିତି , ରାତିରେ କବାଟ ବାଡଉଛି କିଏ ?

ଭାରତର ସବୁଠାରୁ ଭ-ୟଙ୍କର ରେଳ ଦୁର୍ଘ-ଟଣା ମଧ୍ୟରେ ବାହାନଗା ରେଳ ଦୁର୍ଘ-ଟଣାକୁ ପରିଗଣିତ କରାଯାଉଛି । ଏମିତି ଦୁର୍ଘ-ଟଣା ଆଗରୁ କେବେ ଘଟି ନଥିଲା । ଏହି ଦୁର୍ଘ-ଟଣା ସାରା ବିଶ୍ବକୁ ହଇଚଇ କରି ରଖି ଦେଇଛି । ଆଉ ଏହାରି ମଧ୍ୟରେ ଏହି ଦୁର୍ଘ-ଟଣା ଘଟିବାର ୨୪ ଦିନ ବିତି ଯାଇଥିଲେ ହେଁ , ଏହାକୁ ନେଇ କାହାର ବି ଆଲୋଚନା ଶେଷ ହୋଇ ନାହିଁ । ଆଜି ବି ସେହି ଦିନର ଦୃ-ଶ୍ୟ ସମସ୍ତଙ୍କୁ ଭୟ-ଭୀତ କରି ଦେଉଛି । ଆଜି ବି ସେହି ଦିନ କଥା ଭାବିଲେ ଲୋମ ଟା-ଙ୍କୁରି ଉଠୁଛି । ଆଜି ବି ସେହି ଭ-ୟାନକ ଚି-ତ୍କାର ରାତିରେ ଲୋକଙ୍କୁ ଶୋଇବାକୁ ଦେଉ ନାହିଁ ।

ଲୋକେ ଭାବୁଛନ୍ତି ଯେମିତି ଆଜି ବି ସେହି ଲୋକ ମାନେ ପା-ଟି କରୁଛନ୍ତି ଆଉ କହୁଛନ୍ତି ଆମକୁ ବଞ୍ଚାଅ , ବଞ୍ଚାଅ । ଲୋକଙ୍କ ମନ ଭିତରେ ଆଜି ବି ସେହି ଭ-ୟ ବସା ବାନ୍ଧି ରହିଛି । ସେହି ହଜାର ହଜାର ଲୋକଙ୍କ ଆମକୁ ବଞ୍ଚାଅ ବୋଲି କହି ଚି-ତ୍କାର କରିବାର ଆକୁଳ ଚି-ତ୍କାର ସତରେ ଯେମିତି ଯେମିତି ବଞ୍ଚିବାକୁ ଦେଉ ନାହିଁ । ଆଉ ବର୍ତ୍ତମାନ ସମୟରେ ଏହାକୁ ନେଇ ଆହୁରି ଭ-ୟଙ୍କର କଥା ସାମ୍ନାକୁ ଆସୁଛି । ଯାହା ଆପଣଙ୍କ ଦେହ ଶୀତେଇ ଦେବ । ଏମିତି ପରିସ୍ଥିତି ବି କେମିତି ଉପୁଜିପାରେ । ସେହି କଥା ଲୋକେ ଭାବି ଭାବି ଶୋଇ ପାରୁ ନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳିଛି କି , ବାହାନଗାରେ ରାତି ସମୟରେ ପ୍ରେତାତ୍ମା ମାନଙ୍କର ଆକୁଳ ଚି-ତ୍କାର ଶୁଣିବାକୁ ମିଳୁଛି । ଆଉ ଯାହା ରାତିରେ ଲୋକ ମାନଙ୍କୁ ଶୋଇବାକୁ ଦେଉ ନାହିଁ । ରାତିରେ କେହି ଯେମିତି କବାଟ ବାଡଉଛି , ସେପରି ଶବ୍ଦ ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ , ଆଗରୁ ଯେମିିତି ଶୁଣିବାକୁ ମିଳୁଥିଲା କି , ବାହାନଗା ହାଇସ୍କୁଲରେ ଭୂତ ମାନେ କା-ନ୍ଦୁଛନ୍ତି ଆଉ ଚି-ତ୍କାର କରୁଛନ୍ତି । ସେମିତି ଏବେ ଘରେ ଘରେ ଶୁଣା ଯାଉଛି । ସତରେ ଯେମିତି କିଏ କବାଟ ବାଡ଼େଇ କହୁଛି , କବାଟ ଖୋଲ ଆଉ ଆମକୁ ବଞ୍ଚାଅ।

ତେବେ ଲୋକେ ଏହାରି ମଧ୍ୟରେ ସେହି ଘ-ଟଣା ସ୍ଥଳକୁ ଯିବା ପାଇଁ ଭୟ କରୁଛନ୍ତି। ବିଳମ୍ବିତ ରାତିରେ ସତରେ ଯେମିତି ତାଙ୍କୁ ଆସି କେହି ଜଣେ ଡରାଉଛି । ତେବେ ବର୍ତ୍ତମାନ ସମୟରେ ବାହାନଗା ଷ୍ଟେସ-ନରେ କିଛି ବି ଟ୍ରେନ ଅଟକୁ ନାହିଁ। ଆଉ ସେହି ଷ୍ଟେସନରେ ଜୋରଦାର ଭାବରେ କାମ ଆଗେଇ ଚାଲିଛି । ଲୋକେ ଆଜି ବି ସେହି ଷ୍ଟେସନ ଦେଇ ଯିବା ବେଳେ ବୁଲି ବୁଲି ଦୁର୍ଘ-ଟଣାଗ୍ରସ୍ତ ଟ୍ରେନକୁ ଦେଖୁଛନ୍ତି । ଆଉ ସେହି ଭ-ୟଙ୍କର ରେଳ ଦୁର୍ଘ-ଟଣା ବିଷୟରେ ଅନୁମାନ ଲଗାଇ ପାରୁଛନ୍ତି ।

Leave a Reply

Your email address will not be published. Required fields are marked *