ମହିଳା ପରିବର୍ତ୍ତେ ପୁରୁଷ ହେଲେ ଗର୍ଭ-ବତୀ । ଗ-ର୍ଭରେ ଯା-ଆଁଳା ଶିଶୁ । ଆଉ ଜନ୍ମ ହେବା ପରେ …….

ଦୁନିଆରେ ପ୍ରକୃତି ଏବଂ ସାଧାରଣ ଜିନିଷ ଠାରୁ ବଳି ଅନେକ ଏପରି ଘ-ଟଣା ଦେଖିବାକୁ ମିଳିଥାଏ ଯାହାକୁ ବିଶ୍ୱାସ କରାଯାଇ ପାରି ନଥାଏ । ଅନେକ ଦେଶ ବିଦେଶରୁ ସମୟ ସମୟରେ ଅନେକ ବିରଳ ଘଟ-ଣା ଦେଖିବାକୁ ମିଳିଥାଏ ଯାହାକୁ ଅନେକ ଲୋକ ଅବିଶ୍ୱାସ ମଧ୍ୟ କହିଛନ୍ତି ।

ଏଇ ଯେମିତି ଆମେ ଆପଣଙ୍କୁ କହିବୁ ଯେ ଜଣେ ପୁରୁଷ ଗର୍ଭ-ବତୀ ହୋଇଛନ୍ତି । ତେବେ କଣ ଆପଣ ତାହାକୁ ବିଶ୍ୱାସ କରିବେ କି ??? ହୁଏତ କିଛି ଲୋକ ମାମ-ଲାକୁ ଜାଣିବାକୁ ଆଗ୍ରହ କରିବେ ଏବଂ ଆଉ କିଛି ଲୋକ ଏହାକୁ ଉଡ଼ା କଥା କହି ଟାଳି ଦେବେ । କିନ୍ତୁ ଆମେ କହି ରଖିବୁ ଯେ ଏଭଳି ଏକ ଘ-ଟଣା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଜଣେ ପୁରୁଷ ବାସ୍ତବରେ ଗର୍ଭ-ବତୀ ହୋଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ମହାରାଷ୍ଟ୍ରର ଅଟେ । ଯେଉଁଠି ଜଣେ ପୁରୁଷଙ୍କ ସହିତ ଏଭଳି ହୋଇଛି । ଘ-ଟଣା ଏହା ଯେ ଦୀର୍ଘ ଦିନ ପୂର୍ବରୁ ନାଗପୁରର ବାସିନ୍ଦା ସଞ୍ଜୁ ଭାଗବତଙ୍କର ପେଟ ହଠାତ ଫୁଲିବା ଆରମ୍ଭ କରିଥିଲା । ଯାହାକୁ ନେଇ ସଞ୍ଜୁ ଭାଗବତ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଭ-ୟଭୀ-ତ ହୋଇ ଯାଇଥିଲେ ।

ଦିନକୁ ଦିନ ପେଟ ଏଭଳି ଫୁଲିବାରୁ ସେ ଡାକ୍ତର ଦେଖାଇଲେ । ଡାକ୍ତର ମାନେ ମଧ୍ୟ ପ୍ରାଥମିକ ଅନୁମାନରେ ଏହା କହିଥିଲେ ଯେ ହୁଏତ ପେଟରେ କୌଣସି ଟ୍ୟୁମର ସୃଷ୍ଟି ହେଉଛି । କିନ୍ତୁ ସେମାନେ ଆଦୋୖ ଏପରି ଭାବି ନଥିଲେ ଯେ ପୁରୁଷର ପେଟ ଭିତରେ ଶିଶୁ ମଧ୍ୟ ରହିପାରେ । ଯାହାକି ଖୁବ କ୍ଵଚିତ ଘଟିଥାଏ ।

ସଞ୍ଜୁ ଭାଗବତଙ୍କ ପେଟରେ ମଧ୍ୟ ସେହିଭଳି ହୋଇଥିଲା । ଡାକ୍ତର ମାନେ ସ୍କେନ କରିବାରୁ ପେଟ ମଧ୍ୟରେ ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ଏବଂ କେଶ ଭଳି ଅନେକ ଜିନିଷ ଚିହ୍ନଟ କରିଥିଲେ । ଏବଂ ପରେ ସ-ର୍ଜରି ପରେ ବାହାର କରିବାରୁ ଯାଆଁଳା ଶିଶୁ ବାହାରିଥିଲା ଯାହାକି ପେଟରେ ହିଁ ମୃ-ତ୍ୟୁ ବରଣ କରିଥିଲା ।

ତେବେ ଏଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଏହାକୁ ଅଦୃଶ୍ୟ ଟୁଇନ ସିଣ୍ଡ୍ରମ କୁହାଯାଏ ଯାହାକି ଜନ୍ମ ପରେ ପରଜୀବୀ ହୋଇଥାନ୍ତା । ତେବେ କହି ରଖିବୁ ଯେ ପାଞ୍ଚ ନିୟୁତ ଲୋକଙ୍କ ମଧ୍ୟରୁ ଏହା ଜଣଙ୍କ ସହିତ ଘଟିଥାଏ ବୋଲି ସୂଚନା ରହିଛି । ଯାହାକି ମହାରାଷ୍ଟ୍ରର ସଞ୍ଜୁ ଭାଗବତଙ୍କ ସହିତ ଘଟିଛି

Leave a Reply

Your email address will not be published. Required fields are marked *