ବ୍ୟକ୍ତିଗତ ଶ-ତ୍ରୁତା ପାଇଁ ୬ ମାସର ଗର୍ଭ-ବତୀ ମହିଳାଙ୍କ ପେଟକୁ ଗୋଇଠା ମା-ରିଲେ ସରପଞ୍ଚ।

ସାଧାରଣ ଜନତା ସୁଖ, ଶାନ୍ତି ଏବଂ ସୁରକ୍ଷାରେ ରହିବା ପାଇଁ ସରକାରଙ୍କୁ ଭୋଟ ଦେଇ ନିଜ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ବଛନ୍ତି। ଯାହା ଦ୍ଵାରା ସେମାନେ ନିଜକୁ ସୁର-କ୍ଷିତ ମନେ କରନ୍ତି ଏବଂ ନିଜର କିଛି ଅସୁବିଧା ହେଲେ ସରପଞ୍ଚ ତାଙ୍କୁ ସାହାଯ୍ୟ କରିବେ ବୋଲି ଭାବନ୍ତି। କିନ୍ତୁ ସେମାନଙ୍କ ଭାବନା ସଂପୂର୍ଣ୍ଣ ରୂପେ ଭୁଲ ଥାଏ। ଇଲେକ୍ସନ ସମୟରେ ଭୋଟ ପାଇଁ ଘର ଘର ବୁଲି ସେବା କରୁଥିବା ସରପଞ୍ଚ ଏବେ ମଣିଷ ମା-ରିବା ପାଇଁ ଖ-ଣ୍ଡା ଧରି ଘରେ ପଶୁଛି ସେ। ହଁ ଆଜ୍ଞା କଟକ ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘଟ-ଣା ଦେଖିବାକୁ ମିଳିଛି।

କଟକ ଜିଲ୍ଲା ତିଗିରିଆ ଥା-ନା ଅନ୍ତର୍ଗତ ବଡ଼ନାଉ ପୁର ପଞ୍ଚାୟତ ଖଣ୍ଡହତା ଗାଆଁର ସରପଞ୍ଚ ମନୋରଞ୍ଜନ ସ୍ବାଇଁ ନିଜ ସାଙ୍ଗ ଏବଂ ନିଜର ବ୍ୟକ୍ତିଗତ ଶ-ତ୍ରୁତା ପାଇଁ ନିଜ ପଦବୀର ର୍ଦୁବ୍ୟ-ବହାର କରିଛନ୍ତି। ମନୋରଞ୍ଜନ ୨୧ ତାରିଖ ଦିନ ରାତିରେ ନିଜ ସାଙ୍ଗ ପୂର୍ଣ୍ଣଚନ୍ଦ୍ର ଗୋଛେଇଙ୍କ ସହିତ ଜଣେ ସାଧାରଣ ବ୍ୟକ୍ତିଙ୍କ ଘରେ ପଶି ବାଡ଼ିଆ ବାଡ଼ି କରିଛନ୍ତି। ଜଣେ ଗର୍ଭ-ବତୀ ମହିଳାଙ୍କ ପେଟକୁ ଗୋଇଠା ମା-ରିଛନ୍ତି।

୨୧ ତାରିଖ ଦିନ ରାତିରେ ମନୋରଞ୍ଜନ ସେଇ ଦୁଇ ଭାଇଙ୍କ ଘରେ ପଶି ବାଡ଼ିଆ ବାଡ଼ି ଆରମ୍ଭ କଲେ ପ୍ରଥମେ ସେ ସାନ ଭାଇଙ୍କୁ ଧ-ମକ ଦେଇ କହିଲେ ପ୍ରସନ୍ନ ଚୌଦୁରୀ ଉପରେ କଥା କହିବାକୁ ତମ ଦି ଭାଇଙ୍କର ସାହାସ କେମିତି ହେଲା ଏବେ ତମେ ସମସ୍ତେ ମ-ରିବ କହି ସେ ଦୁଇ ଭାଇଙ୍କୁ ବାଦେଇଲେ।

ସ୍ବାମୀ ଏବଂ ଦିଅରଙ୍କ ଚି-ତ୍କାର ଶୁଣି ଯେତେବେଳେ ଭାଉଜ ଘରୁ ବାହାରି ଆସିଲେ ସେତେବେଳେ ମନୋରଞ୍ଜନ ବାଡେ଼ଇବା ଯିବା ବେଳେ ଦିଅର କହିଲେ ତାଙ୍କୁ ବାଡାଅ ନି ସେ ୬ ମାସର ଗର୍ଭ-ବତୀ ଅଛନ୍ତି। କିନ୍ତୁ ମନୋରଞ୍ଜନ କିଛି ନ ଶୁଣି ତାଙ୍କ ପେଟକୁ ଜୋରେ ଗୋଇଠା ମା-ରିଲେ ଏବଂ ତାଙ୍କ ହାତକୁ ହାଣି ଦେଲେ। ଏ କଥାକୁ ଗତ ତିନି ଦିନ ବିତିଯିବା ପରେ ମଧ୍ୟ ତିଗିରିଆ ପୋ-ଲିସ୍ ମନୋରଞ୍ଜନଙ୍କ ବିରୁ-ଦ୍ଧରେ ଅଭି-ଯୋଗ ରଖିବା ଦୂରରେ ଥାଉ ଏ ପର୍ଯ୍ୟନ୍ତ ଖଣ୍ଡହତା ଗାଆଁ ମାଟି ମାଡିନି।

Leave a Reply

Your email address will not be published. Required fields are marked *