ବର୍ତ୍ତମାନ ଚର୍ଚ୍ଚାରେ ଅଲିଉଡ଼ ଅଭିନେତ୍ରୀ ଶୀତଳ ପାତ୍ର । ଅନ୍ୟ ସହ ଫିଲ୍ମ କରିଲେ ଭିଡ଼ିଓ ଓ ଫୋଟ ଭାଇ-ରଲ କରିବାକୁ ଧ-ମକ ଦେଉଥିଲେ ପୁରୁଷ ବନ୍ଧୁ ।

ଅଲିଉଡ଼ ହେଉ କିମ୍ବା ବଲିଉଡ ହେଉ ସବୁଠି ଅଭିନେତ୍ରୀ ମାନେ କାଷ୍ଟିଂ କାଉଚ୍ ଶି-କାର ହେଉଥିବା ଘ-ଟଣା ଶୁଣିବାକୁ ମିଳିଥାଏ । ପୁଣି ଏମିତି ଘ-ଟଣା ଶୁଣିବାକୁ ମିଳିଥାଏ ଯେ ଅଭିନେତ୍ରୀ ମାନଙ୍କୁ କିଛି ନିର୍ଦେଶକ କୌଣସି କାରଣକୁ ନେଇ ବ୍ଲା-କମେ-ଲ ମଧ୍ୟ କରିଥାନ୍ତି । ଆଉ ଅଲିଉଡ଼ ଇଣ୍ଡଷ୍ଟ୍ରିରୁ ମଧ୍ୟ ଏଭଳି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି ଘ-ଟଣା ଜଣେ ଲୋକପ୍ରିୟ ଏବଂ ନାମକରା ଅଭିନେତ୍ରୀଙ୍କ ସହିତ ହୋଇଛି । ହଁ ଆଜ୍ଞା , ଆମେ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସମ୍ବନ୍ଧରେ କହୁଛୁ । ଯିଏକି ଏଭଳି ଏକ ମାମ-ଲାର ଶି-କାର ହୋଇଛନ୍ତି ।

କହିରଖିବୁ ଯେ ଶୀତଲ ପାତ୍ର ଅଲିଉଡ଼ର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏବଂ କହିବାକୁ ଗଲେ ଜଣେ ଷ୍ଟେବଲ ଅଭିନେତ୍ରୀ । କିନ୍ତୁ ତାଙ୍କ ନାମରେ ଏଭଳି ମାମ-ଲା ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଅଭିନେତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ଯାହାଙ୍କ ନାମ ଦୟାନିଧି ତାଙ୍କୁ ଆଉ କେଉଁ ନିର୍ମାତାଙ୍କ ସହିତ କାମ କରିବାକୁ ମନା କରିବା ସହିତ ଯଦି ସେ ଆଉ କାହା ସହିତ କାମ କରନ୍ତି ତେବେ ତାଙ୍କର କିଛି ପ୍ରାଇ-ଭେଟ ଫୋଟ ଏବଂ ଭିଡ଼ିଓ ଭାଇରଲ କରି ଦେବାକୁ ଧ-ମକ ଦେଉଥିଲେ ।

ଯାହାକୁ ନେଇ ଅଭିନେତ୍ରୀ ଥା-ନାରେ ଅଭି-ଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଦୟାନିଧି ତାଙ୍କୁ କେବଳ ତାଙ୍କର ଛୋଟ ଛୋଟ ଫିଲ୍ମରେ କାମ କରିବାକୁ ବାଧ୍ୟ କରିବା ସହିତ ଅନ୍ୟ କାହା ସହିତ ଫିଲ୍ମ କଲେ ଉଭୟ ଅଭିନେତ୍ରୀଙ୍କ ପରିବାର ଏବଂ ଅନ୍ୟ ନିର୍ମାତାଙ୍କୁ କଲ କରି ଅଭିନେତ୍ରୀଙ୍କ ଫୋଟ ଭିଡ଼ିଓ ପଠାଉ ଥିଲେ ।

ଯାହାକୁ ସହ୍ୟ କରି ପାରି ନଥିଲେ ଅଭିନେତ୍ରୀ ଶୀତଲ ପାତ୍ର । କହିରଖିବୁ ଯେ ଅଭିନେତ୍ରୀ ଶିତଲ ଜଣେ ଓଡ଼ିଶୀ ଡାନ୍ସର ଅଟନ୍ତି ଏବଂ ସେ ଇଣ୍ଡଷ୍ଟ୍ରିରେ ୧୫ ବର୍ଷ ହେବ କାମ କରୁଛନ୍ତି । ୨୦୧୯ ମସିହାରେ ଜାତୀୟ ସ୍ତରରେ କାମ କରୁଥିବା ଏହି ଦୟାନିଧି ଧାମିଆଙ୍କ ସହିତ ପରିଚୟ ହୋଇଥିଲା ଏବଂ ପରେ ଉଭୟଙ୍କ ସ-ମ୍ପର୍କ ଘନିଷ୍ଠ ମଧ୍ୟ ହୋଇଥିଲା ।

ଏହା ମଧ୍ୟ କୁହାଯାଉଥିଲା ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ରହିଥିଲା । ଆଉ କିଛିଦିନ ପରେ ପୁରୁଷ ବନ୍ଧୁ ଜଣକ ତାଙ୍କୁ ନିର୍ଯା-ତନା ଦେବା ଆରମ୍ଭ କରି ଦେଇଥିଲେ । ଦୟାନିଧିଙ୍କ କଥା ଶୀତଲ ନମାନି ଅନ୍ୟ ନିର୍ମାତାଙ୍କ ସହିତ କାମ କରୁଥିବାରୁ ଦୟାନିଧି ଫେକ ଆକାଉଣ୍ଟ ଖୋଲି ଶୀତଲଙ୍କ ପରିବାର ଲୋକଙ୍କୁ ମଧ୍ୟ ଫୋଟ ଏବଂ ଭିଡ଼ିଓ ଭାଇରଲ କରିବାକୁ ଧ-ମକ ଦେଉଥିଲେ । ଆଉ ବର୍ତ୍ତମାନ ଅଭିନେତ୍ରୀ ଓକିଲଙ୍କ ସହାୟତାରେ ଥା-ନାରେ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *