ଖୁଡିକୁ ନେଇ ଫେ-ରାର ମାରିଲା ଟୁଙ୍ଗୁର ଭୋଳ ।

ଶେଷରେ ଟୁଙ୍ଗୁର ହେଲା ପ୍ରେମରେ ସଫଳ । ଯେତେ ବାଧା ବିଘ୍ନ ଆସିଲେ ବି କେହି ଅଟକାଇ ପାରିଲେ ନାହିଁ ଟୁଙ୍ଗୁର ଭୋଳକୁ । ଟୁଙ୍ଗୁର ଭୋଳ ନିଜ ପ୍ରେମିକା କୁ ନେଇ ଚମ୍ପଟ ମା-ରିଲା । ହଁ ଦର୍ଶକ ବନ୍ଧୁ ଆମେ ଟୁଙ୍ଗୁର ଭୋଳ ଆଉ ବର୍ଷା ଭୋଳଙ୍କ କଥା କହୁ ନାହୁଁ ଯିଏ ଦିନେ ସାରା ଓଡ଼ିଶାରେ ନିଜର ଚର୍ଚ୍ଚିତ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ଆମେ କହୁଛୁ ଆଉ ଏକ ଟୁଙ୍ଗୁରୁ ଭୋଲର କଥା । ଯିଏ ବର୍ତ୍ତମାନ କାମ ସମାନ କରିଛନ୍ତି ହେଲେ ଚରିତ୍ର କିନ୍ତୁ ତାଙ୍କର ଭିନ୍ନ ରହିଛି ।

ସେ ଦିନ ରାଜ୍ୟ ରାଜଧାନୀରେ ଅଟୋ ରେ ବସାଇ ଏ ଛକରୁ ସେ ଛକ ନେଇ ଟୁଙ୍ଗୁରୁ ନିଜ ପ୍ରେମ ଜା-ଲରେ ଫ-ସାଇ ଥିଲେ ବର୍ଷା ଭୋଳକୁ । ଆଉ ଶେଷରେ ବିବାହ କରିବା କଥା କହି ବର୍ଷା ସହ ରଖିଥିଲେ ସବୁ ପ୍ରକାର ସ-ମ୍ପର୍କ ।ହେଲେ କିନ୍ତୁ ଶେଷରେ ଏପରି ଘଟିଲା ଯେ ଟୁଙ୍ଗୁର ପ୍ରେମ କାଳ ସାଜିଲା ବର୍ଷା ପାଇଁ । ହଁ ବନ୍ଧୁଗଣ ଆପଣ ମାନେ ଟୁଙ୍ଗୁର ଓ ବର୍ଷାଙ୍କ ପ୍ରେମ କାହାଣୀ ବେଶ୍ ଭଲ ଭାବରେ ଜାଣିଛନ୍ତି । ହେଲେ ଆଜି ଆସନ୍ତୁ ଚରିତ୍ର ଭିନ୍ନ କାହାଣୀ ସମାନ ଥିବା ଆଉ ଏକ ପ୍ରେମ କାହାଣୀ ବିଷୟରେ ଜାଣିବା ।

ଘର ହେଉଛି ଯାଜପୁର ଜିଲ୍ଲା ଏହି ଜିଲ୍ଲାର ଜଣେ ଅଟୋ ଡ୍ରାଇଭର ଯାହାଙ୍କ ନାମ ହେଉଛି ପ୍ରତାପ । ସେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ଯେତେବେଳେ ପ୍ରତାପ ଅଟୋ ଚଳାଉ ଥିଲେ ତାଙ୍କର ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସ-ମ୍ପର୍କ ଗଢି ଉଠିଲା । ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହୋଇ ଉଠିଲେ । ଶେଷରେ ଦୁହିଁଙ୍କ ପ୍ରେମ ସ-ମ୍ପର୍କ ଏପରି ଭାବରେ ଗଢି ଉଠିଲା ଯେ ଦୁହେଁ ଆଉ ବାଡ ବନ୍ଧ ମଧ୍ୟ ମାନିଲେ ନାହିଁ ।

ଶେଷରେ ଦୁହେଁ ଚ-ମ୍ପଟ ମା-ରିବାକୁ ନିଷ୍ପତ୍ତି ନେଲେ । ମହିଳା ଜଣଙ୍କ ନିଜର ଘର ଦ୍ବାର ସ୍ତ୍ରୀ ପିଲା ସଂସାରକୁ ଛାଡ଼ି ଅଟୋ ଡ୍ରାଇଭର ସହ ଫେ-ରାର ହୋଇଗଲେ । ଯାହାକୁ ନେଇ ମହିଳାଙ୍କ ପରିବାରରେ ସମସ୍ତେ ଦୁଃ-ଖରେ ଥିବା ବେଳେ ଯେତେ ଖୋଜା ଖୋଜି କଲେ ମଧ୍ୟ ଦୁହିଁଙ୍କୁ ପାଇବାରେ ବି-ଫଳ ହୋଇ ଥା-ନାରେ ଅଭି-ଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ତେବେ ଏହି ଘ-ଟଣା ଶୁଣିବା ପରେ ଲୋକେ କହୁଛନ୍ତି ପୁନରାବୃତ୍ତି ହେଲା ଆଉ ଏକ ଟୁଙ୍ଗୁର ଭୋଳ ର ପ୍ରେମ କାହାଣୀ ।

Leave a Reply

Your email address will not be published. Required fields are marked *