ଟଙ୍କା ପାଇଁ ଭଉଣୀକୁ ମା-ରି ଦେଲେ ଶାଶୁ ଘର ଲୋକ , କା-ନ୍ଦି କା-ନ୍ଦି ଅଭି-ଯୋଗ ଆଣିଲା ଭାଇ

ଲୋକଙ୍କ ପାଇଁ ଆଜିକାର ଦୁନିଆଁରେ ଟଙ୍କା ହିଁ ସବୁକିଛି ପାଲଟି ଯାଇଛି । ଟଙ୍କା ବିନା ଲୋକଙ୍କର ଅନ୍ୟ କିଛି ଗତି ନାହିଁ । ସେମାନେ ନିଜର ଲୋକଙ୍କୁ ଟଙ୍କା ପାଇଁ ଛାଡି ବି ପାରନ୍ତି ଆଉ ମା-ରି ବି ପାରନ୍ତି । ତେବେ ଅନ୍ୟ ପକ୍ଷରେ ଯୌ-ତୁକ ନିର୍ଯା-ତନା କଥା କହିଲେ , ଏହା ବିଷୟରେ ସମସ୍ତଙ୍କୁ ତ ଭଲ ଭାବରେ ଜଣା ଥିବ । ଏହା ପାଇଁ ଆଜି ବି ଶହ ଶହ ମହିଳା ମାନଙ୍କର ଜୀବନ ଅକାରଣରେ ଚାଲି ଯାଉଛି ଆଉ କେତେ କେତେ ବାପା ମାଆ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ତଥାପି ସେମାନଙ୍କୁ ନ୍ୟା-ୟ ମିଳି ପାରୁ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ଶୁଣିବା ପରେ ସେହି ପୁଅ ଘର ଲୋକଙ୍କୁ ଛି ବୋଲି କହିବାକୁ ଲାଗିବେ । ତେବେ ସୂଚନା ଅନୁଯାୟୀ , ଅଭି-ଯୋଗ ଆଣିଛନ୍ତି ମୃତ-କାଙ୍କ ଭାଇ । ତାଙ୍କ କହିବା ଅନୁଯାୟୀ , ୨୦୨୧ ମସିହାରେ ନିଜ ଭଉଣୀ ପୁଷ୍ପାଞ୍ଜଳିଙ୍କର ବିବାହ କରାଇ ଥିଲେ ସେ । ବିବାହ ବେଳକୁ ଭିଣେଇ ତାଙ୍କର ମାଲେସିଆରେ ଚାକିରି କରିଥିଲେ ବୋଲି କହିଥିଲେ ଆଉ ତାଙ୍କ ଭଉଣୀଙ୍କର ମଧ୍ୟ ଏକ ଚାକିରୀ ରହିଥିଲା । ତେବେ ଅନ୍ୟ ପକ୍ଷରେ ବିବାହ ବେଳେ ଯଥାସମ୍ଭବ ଯୌ-ତୁକ ସେମାନେ ଦେଇଥିଲେ ଆଉ ସୁରୁଖୁରୁରେ ବିବାହ ହୋଇଥିଲା ।

ତେବେ ଧିରେ ଧୀରେ ସେ ଶୁଣିବାକୁ ପାଇଥିଲେ କି , ତାଙ୍କ ଭିଣେଇ ମାଲେସିଆରେ ଚାକିରୀ ଛାଡି ଦେଇଛନ୍ତି ଆଉ ଓଡ଼ିଶା ଆସି ଏକ କମ୍ପାନୀରେ ଚାକିରୀ କରୁଛନ୍ତି । ଆଉ ତାହା ବି ସେମାନଙ୍କ ପାଇଁ ଠିକ୍ ଠାକ୍ ଥିଲା । ତେବେ ଏହା ପରେ ସେ ଶୁଣିଥିଲେ କି , ଯେଉଁଠାରେ ତାଙ୍କ ଭିଣେଇ କାମ କରୁଥିଲେ , ସେଠାରେ ଜାଲ୍ ଡକ୍ୟୁମେଣ୍ଟ ପାଇଁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଆଉ ଏହା ପରେ ସେ ଅସଲ ରୂପ ଦେଖାଇବା ଆରମ୍ଭ କରି ଆଉ ବାରମ୍ବାର ତାଙ୍କ ଭଉଣୀଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଆଉ ଏପରିକି ତାଙ୍କ ଘର ଲୋକଙ୍କୁ ମଧ୍ୟ ମାଗି ଚାଲିଥିଲେ ।

କହୁଥିଲେ କି , ଇଏମଆଇ ଦେବାର ଅଛି ଟଙ୍କା ଦିଅ । ଯାହା ଫଳରେ ଶଶୁର ଘର ଲୋକ ମଧ୍ୟ ଦେଇ ଚାଲିଥିଲେ କିନ୍ତୁ ଏମିତି ଏକ ସମୟ ଆସିଲା ଯେତେବେଳେ ସମସ୍ତେ ଟଙ୍କା ଦେଇ ଦେଇ ଥକି ଯାଇଥିଲେ ଆଉ ଭିଣେଇ ବେକାରୀ ହୋଇ ବୁଲି ବୁଲି ସବୁ ଟଙ୍କା ଉଡାଇ ଚାଲିଥିଲେ । ଯେତେବେଳେ ତାଙ୍କ ଭଉଣୀ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ , ସେତେବେଳେ ତାଙ୍କ ଭିଣେଇ ରା-ଗି ଯାଇଥିଲେ ଆଉ ତାଙ୍କ ଭଉଣୀଙ୍କ ହ-ତ୍ୟା କରି ପଂଖାରେ ଝୁଲାଇ ଦେଇଛନ୍ତି ବୋଲି ଅଭି-ଯୋଗ ଆଣିଛନ୍ତି ମୃତ-କାଙ୍କ ଭାଇ । ତେବେ ଏହି ଘଟ-ଣାର ଉଚିତ୍ ତ-ଦନ୍ତ କରାଯାଉ ବୋଲି ଭାଇ ଜଣକ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *